ରାଜ୍ୟ
ଶ୍ରୀ ମନ୍ଦିରରେ କାହିଁକି ବଜାଯାଏ ନାହି ଶଙ୍ଖ ଦେଖନ୍ତୁ କଣ ରହିଛି ଏହାର ପ୍ରମୁଖ ରୀତି ନୀତି ନିୟମ
ବନ୍ଧୁଗଣ ଉତ୍କଳରେ ଥିବା ବିଶ୍ଵ ବିଖ୍ୟାତ ଶ୍ରୀ ଜଗନ୍ନାଥ ମନ୍ଦିର ବିଶ୍ଵ ବିଖ୍ୟାତ। ଏଠାରେ ସମସ୍ତ କାର୍ଯ୍ୟ ଶାସ୍ତ୍ର ଅନୁସାରେ ସମ୍ପୂର୍ଣ୍ଣ ବିଧି ବିଧାନ ର ସହକାରେ ଅନୁଷ୍ଠିତ ହୋଇଥାଏ। ଏହି ମନ୍ଦିର ରେ ଦାରୁବ୍ରହ୍ମ ମହାବାହୁ ପ୍ରଭୁ ଶ୍ରୀ ଜଗନ୍ନାଥ ନିଜ ବଡ ଭାଇ ବଲଭଦ୍ର ଓ ଭଗିନୀ ସୁଭଦ୍ରା ଙ୍କ ସହ ବିରାଜିତ ହୋଇ ରହିଛନ୍ତି।
ଏପରି ରେ ମହାପ୍ରଭୁ ଙ୍କର ମହିମା ବିଷୟରେ ଯେତେ କହିଲେ ମଧ୍ୟ ତାହା କମ ହେବ। ଏବଂ ଏଥି ସହ ମଧ୍ୟ ପ୍ରତ୍ୟେକ ଓଡ଼ିଶା ବାସି ଅଙ୍ଗେ ପରିଚିତ। ଏଠାରେ ପରମ ବ୍ରହ୍ମ ଶ୍ରୀ ଜଗନ୍ନାଥ ନିଜର ବଡ ବଡ ଦୁଇ ଚକା ଆଖିରେ ବିନା ଆଖି ପତା ପକାଇ ସବୁବେଳେ ନିଜ ଭକ୍ତ ମାନଙ୍କୁ ନିଜେ ଦର୍ଶନ କରାଇ ସେମାନଙ୍କର ଦୁଃଖ ର ନାସ କରିଥାଆନ୍ତି।
ଏହି କାରଣରୁ ମହାପ୍ରଭୁ ଙ୍କର ବିଗ୍ରହ ର ମଧ୍ୟ ଆଖିର ପତା ମଧ୍ୟ ନାହିଁ। ମହାପ୍ରଭୁ ଙ୍କର ରୂପ ମଧ୍ୟ ଅତ୍ୟନ୍ତ ନିରାଳା। ଶାସ୍ତ୍ର ଅନେଶରେ ଜଗନ୍ନାଥ ମନ୍ଦିର ରେ ଘଣ୍ଟି ରହିବାର କୌଣସି ବ୍ୟବଥା ରହି ନତହେ। ବିଶେଷ କରି ଶିବ ମାନଦୀର ମାନଙ୍କରେ ଘଣ୍ଟି ଲାଗିଥିବାର ବ୍ୟବସ୍ଥା ରହିଥାଏ। ଏହାର ଏକ କାରଣ ମଧ୍ୟ ଅଛି।
କାରଣ ଏହା କି ଭଗବାନ ଭୋଳା ନାଥ ସଦା ସର୍ବଦା ଧ୍ୟାନ ରେ ମଗ୍ନ ହୋଇ ରହିଥାନ୍ତି। ସବୁବେଳେ ସେ ସାଧନା ରେ ଲିପ୍ତ। ଏପରି କୌଣସି ଭକ୍ତ ଯେତେବେଳେ ଯାଇ ଶୈବାଳ ଆଯ ରେ ଘଣ୍ଟି ବଜାଇ ଥାଏ ସେହି ସମୟରେ ବାବା ଭୋଳା ନାଥ ନିଜ ସାଧନା ରୁ ଜାଗରତ ହୋଇ ଯାଇଥାନ୍ତି।
ତେଣୁ ଶିବାଳୟ ଯାଇ ସର୍ବ ପ୍ରଥମେ ଘ୍ନତି ବଜା ଯାଇଥାଏ। ଏହା ପାଶ୍ଚାତ ସମ୍ମୁଖରେ ଥିବା ବୃଷବ ଦେବ ଙ୍କୁ ସ୍ପର୍ଶ କରି ତାଙ୍କୁ ପ୍ରଣାମ କରା ଯାଇଥାଏ। କିନ୍ତୁ ଜଗନ୍ନାଥ ମନ୍ଦିର ରେ ଘଣ୍ଟି ର ବ୍ୟବସ୍ଥା ନାହିଁ। ଏହାର କାରଣ ହେଉଛି ସେ ଅପୂର୍ବ ନେତ୍ରଧାରୀ।
ସଦା ସର୍ବଦା ନିତ୍ୟ ସେ ଜାଗ୍ରତ ଅବସ୍ଥା ରେ ରହିଥାନ୍ତି। ଘଣ୍ଟି ଦୁଇ ପ୍ରକାର ଥାଏ ଏକ ଘଣ୍ଟା ଓ ଆଉ ଏକ ଘଣ୍ଟି। ପୂଜା ସମୟରେ ପୂଜକ ବା ବ୍ରାହ୍ମଣ ନିଜ ବାମ ହାତ ପାଖରେ ଘଣ୍ଟି ରଖିଥାନ୍ତି। ଘଣ୍ଟି କୁ ବଜାଇବା ମାତ୍ରେ ହିଁ ପୂଜା ଆରମ୍ଭ ହୋଇଥାଏ।
କିନ୍ତୁ ଶ୍ରୀ ମନ୍ଦିର ରେ ଘଣ୍ଟ ର କୌଣସି ବ୍ୟବସ୍ଥା ନାହିଁ। କାରଣ ତାହାର କୌଣସି ଆବଶ୍ୟକ ନାହିଁ। କାରଣ ସେ ସବୁବେଳେ ହିଁ ଜାଗ୍ରତ ଅବସ୍ତାହରେ ରହିଥାନ୍ତି। ତେଣୁ ତାଙ୍କୁ ଘଣ୍ଟି ବଜାଇ ଜାଗ୍ରତ କରାଯିବାର କୌଣସି ଆବଶ୍ୟକ ରହି ନାହିଁ। କିନ୍ତୁ ଶ୍ରୀ ମନ୍ଦିର ଘଣ୍ଟି ପୂଜା ସମୟ ରେ ବଜା ଯାଇଥାଏ।