ଦେଶ- ବିଦେଶ

ସକାଳେ ବାସି ମୁହଁରେ ପାଣି ପିଇଲେ, ଶରୀରରେ କଣ ହୋଇଥାଏ ଜାଣନ୍ତୁ

ସକାଳେ ବାସି ମୁଁହ ରେ ପାଣି ଧୋଇଲେ କଣ କଣ ଲାଭ ହେବ । ତାହା ସମ୍ପର୍କ ରେ ଜାଣିବା । ପାଣି ଆମ ଜୀବନ ପାଇଁ ବୋହୁତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । କିନ୍ତୁ ଆପଣ ଜାଣନ୍ତି କି ସକାଳେ ବାସି ମୁଁହ ରେ ପିଇବା ଦ୍ଵାରା ଆମ ପାଟିରେ ଯେଉଁ ଲାଳ ରହିଥାଏ,ତାହା ପେଟକୁ ଚାଲିଯାଇଥାଏ । ଏବଂ ତାହା ଆମକୁ ଅନେକ ରୋଗ ରୁ ବଞ୍ଚାଇଥାଏ । ଲାଳ ଯାହା ଆମ ପାଟିରୁ ତିଆରି ହୋଇଥାଏ । ଏହା ଆମ ଶରୀର ରେ ଆଣ୍ଟି ସେପ୍ଟିକ୍ ରୂପେ କାର୍ଯ୍ୟ କରିଥାଏ ।

ଯାହା ଆମ ଶରୀର ରୁ ଅନେକ ରୋଗ ଦୁର କରିଥାଏ । ପାଣି ଆମ ଶରୀର ରୁ ଅନେକ ରୋଗ କୁ ଦୁର କରିଥାଏ । ସୁସ୍ଥ ରଖିଥାଏ । ବାସି ମୁଁହ ରେ ପାଣି ପିଇବା ର ଫାଇଦା ଜାଣିଲେ ଆପଣ ମଧ୍ୟ ଚମକି ଉଠିବ । ଚାଲନ୍ତୁ ଜାଣିବା ପାଣି କୁ କେଉଁ ସମୟ ରେ ବା କେତେ ମାତ୍ର ରେ ପିଇବା ଉଚିତ୍ । ପାଣି ପିଇବା ର ସଠିକ୍ ଉପାୟ ଆପଣ ଙ୍କୁ ସୁସ୍ଥ ରଖିଥାଏ ।

ସକାଳେ ବାସି ମୁଁହ ରେ ପାଣି ପିଇବା ଦ୍ଵାରା ଶରୀର ର ଭିତର ଅଙ୍ଗ ଗୁଡ଼ିକ ଅଧିକ ଚଳପ୍ରଚଳ ରହିବ । ଚେହେରା ରେ ଗ୍ଲୋ ମଧ୍ୟ ଦେଖା ଯାଏ । ଶରୀର ମଧ୍ୟ ରେ ଥିବା ବିଷାକ୍ତ ପଦାର୍ଥ ଦୂରେଇ ଯାଇଥାଏ । ଯାହା ଦ୍ଵାରା ଆମ ଶରୀର ରେ ରକ୍ତ ପରିମାଣ ବଢ଼ି ଯାଇଥାଏ । ହାଟଆଟାକ ଭଳି ସମସ୍ୟା ଠାରୁ ମୁକ୍ତି ପାଇଥାଏ । ତାପମାତ୍ରା ଠିକ୍ ରହିଥାଏ । ଏହା ହାଟଆଟାକ ଠାରୁ ମୁକ୍ତି ଦେଇଥାଏ ।

ଗାଧେଇବା ପୂର୍ବ ରୁ ଗୋଟେ ଗ୍ଲାସ୍ ପାଣି ପିଇବା ଦ୍ଵାରା ବ୍ଲଡ଼ ପ୍ରେସର ରୁ ମୁକ୍ତି ମିଳିଥାଏ । ସନ୍ଧ୍ୟା ରେ ଜଳଖିଆ ଖାଇବା ପୂର୍ବ ରୁ ଗୋଟେ ଗ୍ଲାସ୍ ପାଣି ପିଇବା ଉଚିତ୍ ଯାହା ଦ୍ଵାରା ଖାଦ୍ୟ ର ପୂର୍ଣ୍ଣ ହଜମ ହୋଇଥାଏ । ଅଧିକ ଖାଇପରିବେ ନାହିଁ ମୋଟପାନ ରୁ ମୁକ୍ତି ପାଇବେ । ମୁଣ୍ଡ ବିନ୍ଧା ସମୟ ରେ ଅଧିକ ରୁ ଅଧିକ ପାଣି ପିଅନ୍ତୁ । ଯାହା ଦ୍ଵାରା ମୁଣ୍ଡ ବ୍ୟଥା କମିବ । ଏହି ସମୟ ରେ ସଠିକ୍ ଭାବେ ପାଣି ପିଅନ୍ତୁ ଶରୀର ସୁସ୍ଥ ରଖନ୍ତୁ

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button