ଦେଶ- ବିଦେଶ

ଦୁନିଆର ସବୁଠାରୁ ବଡ ପାପ କଣ ଜାଣିଲେ ଆପଣଙ୍କ ମୁଣ୍ଡ ଘୁରିଯିବ-

ଆଜି ଆମେ ଜାଣିବା ଯେ ଦୁନିଆ ର ସବୁଠୁ ବଡପାପ କଣ । ଯେତେବେଳେ ପାପ ଓ ପୁଣ୍ୟ ର କଥା ଉଠେ ସେତେବେଳେ ମନୁଷ୍ୟ ପାପ କୁ ଛାଡି ପୁଣ୍ୟ କରିବାକୁ ଆଗେଇ ଆସିଥାଏ । ଯେଉଁଠାରେ ଲୋକ ମାନେ 100 ପୁଣ୍ୟ କରିଥାନ୍ତି ସେଠି ଗୋଟେ ପାପ 100 ପୁଣ୍ୟ କୁ କାଟି ଦେଇଥାଏ । ଏମିତି ଗୋଟେ ପାପ ହଜାରେ ପୁଣ୍ୟ କୁ ମଧ୍ୟ ବଳୀ ଦେଇ ଦେଇଥାଏ । ସେହି ପାପ ର କଷ୍ଟ ଏହି ଜନ୍ମ ରେ ବା ଆର ଜନ୍ମ ରେ ଭୋଗିବାକୁ ପଡ଼ିଥାଏ ।

ସଂସାର ରେ ଭଲ ଓ ମନ୍ଦ ଲୋକ ବସ ବାସ କରିଥାନ୍ତି । ଯେଉଁ ମାନେ ଭଲ କାମ କରନ୍ତି ଭଲ ଫଳ ପାଆନ୍ତି ଏବଂ ଏମିତି କିଛି ଲୋକ ଅଛନ୍ତି ଯେଉଁ ମନେ ପାପ ଉପରେ ପାପ କରିଚାଳନ୍ତି ଯେତେ ମଧ୍ୟ ପାପ କଲେ ତାଙ୍କୁ କାଟୁ କରେ ନାହିଁ । ଭଲ ଲୋକ ମଧ୍ୟ ରହିଥାନ୍ତି ଯେଉଁମାନେ ଭଲ ଭଲ କାର୍ଯ୍ୟ କରି ଚଳିଥନ୍ତି ।

ଯେ ସଂସାରର ସବୁଠାରୁ ପାପି ସେ ଯିଏ ମହିଳା ମାନଙ୍କ ଇଜ୍ଜତ୍ ସହ ଖେଳି ଥାଏ । ବିଜ୍ଞାନ ଅନୁସାରେ ମଧ୍ୟ ନାରୀ ଶକ୍ତି ଏକ ଏମିତି ପ୍ରଭାବ ଯାହାକୁ ବର୍ଣ୍ଣନା କରିବା ମଧ୍ୟ ଅବାଞ୍ଚନୀୟ ଅଟେ । ନାରୀର ସମ୍ମାନ ସଂସାର ର ଏକ ବଡ଼ ସମ୍ମାନ ଅଟେ । ତାର ସମ୍ମାନ ଗଲେ ଦୁନିଆ ର ସମ୍ମାନ ମଧ୍ୟ ପଳାଇଯାଇଥାଏ । ନାରୀ ମା’ ରୂପ ରେ ନିଜ ପିଲା ର ଲାଳନ ପାଳନ କରିଥାନ୍ତି ।

ନ ମାସ ପର୍ଯ୍ୟନ୍ତ ଗର୍ଭଧାରଣ କରି ପିଲାଟି କୁ ଉତ୍ତମ ମନୁଷ୍ୟ କରିବାରେ ତାଙ୍କର ସମ୍ପୂର୍ଣ୍ଣ ହାତ ରହିଥାଏ । ଯାହାକୁ ଆମେ ଅତି ସ୍ନେହ ରେ ମା ବୋଲି ଡ଼ାକିଥାଉ । ଜଣେ ପୁରୁଷ କୁ ନାରୀ ମଧ୍ୟ ଅନେକ ରୂପ ରେ ଦର୍ଶନ ଦେଇଥାଏ । କେବେ ଜଣେ ମା ରୂପ ରେ ତ କେବେ ନିଜ ପ୍ରେମ ରୂପ ରେ । ନାରୀ କୁ କଷ୍ଟ ବା ନିର୍ଯାତିତ କରୁଥିବା ବ୍ୟକ୍ତି ସମସ୍ତ ଦୁଃଖ ର ଭାଗୀଦାର ହୋଇଥାଏ ।

ଯେଉଁ ବ୍ୟକ୍ତି ନାରୀର ସମ୍ମାନ କରିଥାଏ ସେହି ବ୍ୟକ୍ତି କୁ ଏହି ଜନ୍ମ ରେ ବା ଆଗାମୀ ଜନ୍ମ ରେ ଅନେକ ଗୋଟି ପୁଣ୍ୟ ହାସଲ ହୋଇଥାଏ । ଯଦି ଇଜ୍ଜତ୍ କରିନଥାନ୍ତି ତାହେଲେ ସେମାନ ଙ୍କୁ ଜନ୍ମ ରେ ମଧ୍ୟ କ୍ଷମା ମିଳିପାରିନଥାଆନ୍ତା । ମାନବତା ପାପ ର ଭାଗୀଦାର ହୋଇଥାଏ । ବା କଳଙ୍କିତ ରେ ଭରପୁର ଭାବେ ବର୍ଣାଣିତ୍ୟ ହୋଇଥାଏ । ନାରୀ ମାନ ଙ୍କ ର ସର୍ବଦା ସମ୍ମାନ କରନ୍ତୁ । ନାରୀର ଅପମାନ କରିବା ହେଉଛି ଦୁନିଆର ସବୁଠୁ ବଡ ପାପ ।

 

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button