ସ୍ୱାସ୍ଥ୍ୟ
ଝିଅ ହେଉ କି ପୁଅ ବାସ କରି ଦିଅନ୍ତୁ ଏହି ଗୋଟିଏ କାମ ଆଉ ଦେଖନ୍ତୁ କେମିତି ବଢୁଛି ଚୁଟି ଦେଖନ୍ତୁ ଏହି Secret Formula
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ । ଆଜିକାଲି ଦୁନିଆରେ ସମସ୍ତେ ପ୍ରାୟ ନିଜ କେଶକୁ ନେଇ ବହୁତ ଚିନ୍ତାରେ ରହିଥାନ୍ତି ।
କାହାର କେଶ ଉପୁଡ଼ି ଯାଇଥାଏ ତ ଆଉ କାହାର ଝଡି ଯାଇଥାଏ । ଆଉ ଏଭଳି ଅନେକ ଲୋକଙ୍କ ପାଖରେ ଅନେକ ସମସ୍ୟା ଦେଖା ଦେଇଥାଏ ଯେଉଁଥିପାଇଁ ସେମାନେ ବହୁତ ଚିନ୍ତାରେ ରହିଥାନ୍ତି ।
ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏହିସବୁ ବିଷୟରେ ଜାଣିପାରିବେ । କେଶ ସମସ୍ୟାର କିଛି ସମାଧାନ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । ରୁପି ବାଳକୁ ମଜବୁତ୍ ହେବାରୁ ବଞ୍ଚାଇଥାଏ ।
ଏହା ଅଧିକ ହେଲେ ଏହା ଏକ ଲେୟାର ହୋଇଥାଏ ଏହାପରେ ଏକ ଫଙ୍ଗସ ତିଆରି ହୋଇଥାଏ । ଆଉ ଏହାପରେ ଏହା କୁଣ୍ଡେଇ ହୋଇଥାଏ । ସେଥିପାଇଁ ପ୍ରତିଦିନ ବାଳକୁ ସଫା ରଖନ୍ତୁ । ଆଉ ଏହାପରେ ନଡ଼ିଆ ତେଲ ବାଳ ମୂଳରେ ଲଗାନ୍ତୁ ।
ତ୍ରିଫଳା ପାଣି ଦ୍ଵାରା ମୁଣ୍ଡ ଧୋଇଲେ ରୁପି ସମସ୍ୟା ଦୂର ହେବ ଆଉ ୧୦୦ ଗ୍ରାମ ନଡ଼ିଆ ତେଲରେ ୫ ଗ୍ରାମ କର୍ପୁର ମିଶାଇ ବାଳ ମୂଳରେ ଲଗାଇଲେ ଏହା ରୁପି ସମସ୍ୟା ଦୂର କରିଥାଏ । ଯେଉଁ ବ୍ୟକ୍ତି ଅଧିକ ବାଳ ରଖିଥାନ୍ତି ।
ଆଉ ସେମାନେ ଟାଇଟ୍ କରି ଚୁଟି ବାନ୍ଧିଥାନ୍ତି ଯାହାଦ୍ଵାରା ସାମ୍ନା ବାଳର ମୂଳ ଦୁର୍ବଳ ହୋଇଥାଏ । ନିଦ ଠିକରେ ନହେଲେ ଏବଂ ଚିନ୍ତା ଅଧିକ ରହିଲେ ବାଳ ଝଡି ଯାଇଥାଏ । ସେଥିପ୍ରତି ଧ୍ୟାନ ଦିଅନ୍ତୁ ।
ବୃଦ୍ଧ ସମୟରେ ଲୋକମାନଙ୍କର ବାଳ ଅଧିକ ଝଡିଥାଏ । ସାତ୍ୱିକ ଆହାର କରିଲେ ଆପଣ ଜଲଦି ବୃଦ୍ଧ ହେବେ ନାହିଁ । ବାୟୁ ହେଲେ ବାଳ ଝଡି ଯାଏ । ଯୋଗ ଅଭ୍ୟାସ କରନ୍ତୁ । ଯାହାଦ୍ଵାରା ଆପଣମାନେ ବାଳ ସମସ୍ୟାରୁ ମୁକ୍ତି ପାଇବେ ।
ବ୍ଲଡ଼ ସର୍କୁଲେଶନ ଠିକରେ ହେଲେ ଆପଣମାନେ ବାଳ ସମସ୍ୟାରୁ ମୁକ୍ତି ପାଇପାରିବେ । ବାଳକୁ କିପରି ଧୋଇବା ଉଚିତ୍ ଆଉ ଏହାର ଯତ୍ନ କିପରି ନେବ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।