ସାରା ଜୀବନ ଦୁଃଖୀ ରୁହନ୍ତି ଏହି 2 ନାମର ଝିଅ-
ଆଜି ଆମେ ଏପରି 2 ଟି ନାମ ର ଝିଅ ଙ୍କ ନା କହିବାକୁ ଯାଉଛୁ । ସେମାନେ ସବୁବେଳେ ଦୁଃଖ ରେ ରୁହନ୍ତି । ଆମ ସାମ୍ନା ରେ ବିବାହ ଦୁଇଜଣ ଙ୍କ ର ନୁହେଁ ବରଂ 2 ଟି ପରିବାର ସହ ଜଡ଼ିତ । ବାହାଘର ପୂର୍ବ ରୁ ଦୁହେଁ ଦୁହିଁ ଙ୍କୁ ଜାଣିନଥାନ୍ତି କିନ୍ତୁ ବାହାଘର ପରେ ଦୁହେଁ ଦୁହିଁଙ୍କ ପରିବାର କଥା ଭାବି ନିଜର ଘର ସଂସାର କରିଥାନ୍ତି । ବା ସୁଖ ରେ ସମୟ ଅତିବାହିତ କରିଥାନ୍ତି । ଏ ସମାଜ ରେ ବିବାହ ଏକ ଏମିତି ବନ୍ଧନ ଯାହାକୁ ଲୋକ ମନେ ବୋହୁତ ବିଶ୍ୱାସ କରନ୍ତି ।
ସ୍ବାମୀ ସ୍ତ୍ରୀ ଏହି ବନ୍ଧନ କୁ ଦୁନିଆ ର ସବୁଠୁ ଭଲ ସମ୍ପର୍କ ବୋଲି କୁହାଯାଏ । ଥରେ ବାହାଘର ହେଲା ପରେ ସେମାନେ ନିଜ ଦୁଃଖ ରେ ଦୁଖୀ ହୋଇ ସମୟ ଅତିବାହିତ କରିଥାନ୍ତି । ଦୁହେଁ ଦୁହିଙ୍କୁ ବୁଝିବାର କ୍ଷମତା ରହିଥାଏ । ହିନ୍ଦୁ ଧର୍ମ ଅନୁସାରେ ବିବାହ ବନ୍ଧନ ରେ ସାତଜନ୍ମ ର ସାଥି ହେବାକୁ ପାଦ ରେ ପାଦ ମିଶେଇ ଚାଲିବାକୁ ଦୁହେଁ ଦୁହିଁଙ୍କୁ କଥା ଦେଇଥାନ୍ତି ।
ଦୁହି ଙ୍କ ମଧ୍ୟ ରେ ଝଗଡ଼ା ହେଲେ ମଧ୍ୟ ସେତିକି ପ୍ରେମ ମଧ୍ୟ ଭରି ରହିଥାଏ । ଆମେ ଆଜି ଦୁଇ ଜଣ ଝିଅ ଙ୍କ ନା କହିବାକୁ ଯାଉଛୁ ଯାହାକି ସେମାନେ ନିଜ ଜୀବନ ସାଥି ଙ୍କ ସହ ଖୁସି ରେ ରହିନଥାନ୍ତି । ଦୁଇ ଜଣଙ୍କ ମଧ୍ୟ ରେ ଝଗଡ଼ା ଲାଗିରହେ । ଅଶାନ୍ତି ଦ୍ଵାରା ସେମାନେ ନିଜ ଖୁସି କୁ ହରାଇ ବସିଥାନ୍ତି ।
ପ୍ରଥମ ଅକ୍ଷର ହେଉଛି P ଏହି ନାମ ର ଝିଅ ମା ତାଙ୍କ ଜୀବନ ସାଥି ଙ୍କୁ ବୋହୁତ ଭଲ ପାଇଥାନ୍ତି କିନ୍ତୁ ତାଙ୍କୁ ସବୁବେଳେ ଅଜଣା ଆତଙ୍କ ଘାରି ଥାଏ । ଯାହା ଦ୍ଵାରା ସେମାନେ ତାଙ୍କ ଜୀବନ ସାଥି ଙ୍କୁ ପ୍ରତିଟି କଥା ରେ ସଙ୍କା କରିଥାନ୍ତି । ସେହି ସନ୍ଦେହ ଦୁଇ ଙ୍କ ମଧ୍ୟ ରେ ବୋହୁତ କ୍ଷତି କରିଥାଏ ।
ଆଉ ଗୋଟେ ଅକ୍ଷର ହେଉଛି K ଏହି ନାମ ର ଝିଅ ମାନେ ସ୍ଵଭାବ ରେ ଖରାପ ହୋଇନଥାନ୍ତି କିନ୍ତୁ ଏମାନେ ଖୁସି ରେ ବା ସୁଖ ରେ ଚଳିପାରନ୍ତିନି । ଅମ୍ବେ କେବେ ମଧ୍ୟ ନିଜ ଜିନିଷ କୁ ପର ସହ ବାଣ୍ଟିବାକୁ ଚାହାନ୍ତିନି ଯାହା ଦ୍ଵାରା ସେମାନେ ସବୁବେଳେ ଦୁଃଖ ରେ ଜୀବନ ଅତିବାହିତ କରିଥାନ୍ତି ।