ଦେଶ- ବିଦେଶ

ଏହି 3ଟି ନାମର ମହିଳାଙ୍କୁ କେବେ ସନ୍ତୁଷ୍ଟ କରିପାରନ୍ତି ନାହିଁ ସେମାନଙ୍କ ସ୍ଵାମୀ-

ବିବାହ ହେଉଛି ଆମ ଓଡ଼ିଆ ଘର ମାନ ନକର ପରିଚୟ ଓ ପରମ୍ପରା । ସମସ୍ତ ପୁଅ ନକର ଇଛା ଥାଏ ଗୋଟିଏ ସୁନ୍ଦର ଓ ସୁଶିଲ ଝିଅ କୁ ବାହାହେବା ପାଇଁ । ସେପଟେ ରେ ମହିଳା ମାନେ ମଧ୍ୟ ଅବସୋଷଣ ପାଇଁ ଇଛା ରଖିଥାନ୍ତି । ଯିଏ କି ତାଙ୍କର ସମସ୍ତ ଇଛା କୁ ସମ୍ପୂର୍ଣ୍ଣ କରି ପାରୁଥିବା । ଆଜି ଆମେ ଆପଣ ଙ୍କୁ ସେହି 3 ଟି ମହିଳା ଙ୍କ ସମ୍ପର୍କ ରେ କହିବୁ ଯିଏ ସଦା ସର୍ବଦା ନିଜ ସ୍ବାମୀ ଙ୍କ ଠାରୁ ଅଶାନ୍ତି ରହିଥାନ୍ତି । ତାଙ୍କ ସ୍ଵାମୀ ଖୁସି ରେ ବା ଆବଶ୍ୟକତା ପୁରାଣ କରିପାରିନଥାନ୍ତି ।

K ଏମାନେ ଜଣେ ଭଲ ନାରୀ ହେବ ସହ ପତ୍ନୀ ମଧ୍ୟ ହୋଇଥାନ୍ତି । ନିଜ ସ୍ବାମୀ ଙ୍କୁ ସମସ୍ତ କାର୍ଯ୍ୟ କରିବା ପୂର୍ବ ରୁ ବୋହୁତ ଥର ମନ ପକାଇଥାନ୍ତି । କଥା ଲୁଚାଇବାକୁ ମାହିର ହୋଇଥାନ୍ତି । ଭବିଷ୍ୟତ ର ଚିନ୍ତା ମଧ୍ୟ ରହିଥାଏ । ଯାହା ଦ୍ଵାରା ଏମାନେ ସବୁବେଳେ ନିଜ ସ୍ବାମୀ ଙ୍କୁ ରୋକଠୋକ ମଧ୍ୟ କରିଥାନ୍ତି । ହେବେ ସ୍ବାମୀ ନା ସୁନେ ଏମାନେ ରଗିଯାନ୍ତି । ସ୍ବାମୀ ଙ୍କୁ ଗୋଟେ ମିନିଟ ମଧ୍ୟ ଚଡ଼ିକୁ ରହିପରାନ୍ତି ନାହିଁ ।

P ଏହି ନାମ ର ମହିଳା ବୋହୁତ ପରିଶ୍ରମୀ ହୋଇଥାନ୍ତି ଆମ । ଙ୍କ ସ୍ବାମୀ ଯଦି ଏମାନ ଙ୍କୁ ଟିକେ କିଛି କୁହନ୍ତି ତାହେଲେ ଏମାନେ ସେହି ପାରନ୍ତି ନାହିଁ । ଛୁଆ ର ବୋହୁତ ଯତ୍ନ ନେଇଥାନ୍ତି । ଭଲ ସଂସ୍କାର ଦେଇଥାନ୍ତି । ଘର କୁ ସଜାଇବକୁ ଭଲ ପାଆନ୍ତି । ଏମାନ ଙ୍କୁ ଜିନ୍ସ କିଣିବାକୁ ବା ସପିଙ୍ଗ କରିବାକୁ ବୋହୁତ ଭଲ ଲାଗେ । ନିଜ ସ୍ବାମୀ ଙ୍କ ସହ ଏସବୁ କରିବାକୁ ଚାହିଥାନ୍ତି । ନିଜ ହୃଦୟ ରୁ ଭଲ ପାଇଥାନ୍ତି ।

S ଏହି ନାମ ର ଝିଅ ମାନେ ବୋହୁତ ଧର୍ଯ୍ୟବାନ ହୋଇଥାନ୍ତି । କୌଣସି କଥା ରେ ହାର ମାନନ୍ତି ନାହିଁ । ଏମାନ ଙ୍କ ପରିବାର ଲୋକ ସର୍ବଦା ସନ୍ତୁଷ୍ଟ ରୁହନ୍ତୁ ବୋଲି ଏମାନେ ଚାହାନ୍ତି । ସବୁ କାମ ମନ ଲଗାଇ କରିଥାନ୍ତି । ଏମାନେ ଚାହାନ୍ତି ଏମାନ ଙ୍କ ସ୍ବାମୀ ସବୁବେଳେ ତାଙ୍କୁ ଭଲ ପାଉ ତାଙ୍କର ପ୍ରଶଂସା କରୁ । କିନ୍ତୁ ଏପରି ହୋଇନଥାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button