ଜ୍ୟୋତିଷ

ହିନ୍ଦୁ ଧର୍ମରେ ମହିଳା ମାନଙ୍କୁ ଶ୍ମଶାନ ଯିବା କାହିଁକି ମନା କରାଯାଇଛି, ଶ୍ରୀ କୃଷ୍ଣ ନିଜେ କହିଛନ୍ତି ଏହା ପଛର ରହସ୍ୟ-

ଆମ ଓଡ଼ିଆ ଧର୍ମ ରେ ଏମିତି କିଛି ରହିଛି ଯେଉଁଥିପାଇଁ ମହିଳା ମାନଙ୍କୁ ଶ୍ମଶାନ କୁ ଯିବା ମନା ହୋଇଥାଏ । କାରଣ ସେମାନେ ପୁରୁଷ ମାନଙ୍କ ଅପେକ୍ଷା କମ୍ ସହନୀୟ ଶକ୍ତିରେ ପ୍ରଭାବିତ ହୋଇଥାନ୍ତି । ଯଦି ଶ୍ମଶାନ ଘାଟ ରେ ଶବ କୁ ପୋଡ଼ା ଯାଉଥିବା ସମୟ ରେ କାହାର କାନ୍ଦଣା ସୁଭି ଯାଏ ତାହେଲେ ଆତ୍ମାକୁ ଶାନ୍ତି ମିଳିନଥାଏ । ଏବଂ ଏମିତି ମଧ୍ୟ ହୋଇଥାଏ ଯେ ପୁରୁଷ ମାନେ ଶବ ର ମୁଣ୍ଡ କୁ ବାଡି ରେ ବାଡେଇବା ଦ୍ଵାରା ତାହା ବୋହୁତ ଜୋର ଶବ୍ଦ କରିଥାଏ ଯାହା କୁ ମହିଳା ମାନ ଙ୍କ ପାଇଁ ସୋଭନୀୟ ନୁହେଁ ।

ଛୋଟ ପିଲା ଓ ମହିଳା ମାନଙ୍କୁ ଶ୍ମଶାନ ମନା ହୋଇଥାଏ । ପୁରୁଷ ମାନଙ୍କର ସହ୍ୟ ଶକ୍ତି ଅଧିକ ଥାଏ କିନ୍ତୁ ମହିଳା ମନେ ତାଙ୍କ ସାମ୍ନା ରେ ଶବ ଓ ତାହାର ଜ୍ଵଳନ କୁ ନ ସହିପାରି କାନ୍ଦିପକାନ୍ତି । ଯାହାକି ଅଶୁଭ ହୋଇଥାଏ । ଶବ ଘରୁ ଗଲା ପରେ ନିଶୁଳ୍କ ଭାବେ ଘର ର ସଫା କରିବା ଉଚିତ୍ ଯାହାକୁ କେବଳ ଜଣେ ମହିଳା ହିଁ କରି ପାରିବ ।

ତେଣୁ ମହିଳା ମାନେ ଘରେ ରହି ଘର ର ସଫା ସୁତୁରା ର ଦାୟିତ୍ଵ ପରିବହନ କରିଥାନ୍ତି । ଘରକୁ ପୁରୁଷ ମନେ ଆସିବା ପରେ ସେମାନଙ୍କୁ ସଫା ହେବାର ସାହାର୍ଯ୍ୟ ମଧ୍ୟ କରିଥାନ୍ତି କାରଣ ଶ୍ମଶାନ ରେ ପୋଡା ଯାଇଥିବା ଶବ ର ଦାହ ପରେ ତାର ଚାରିପାଖ ରେ ଥିବା ଖରାପ ଶକ୍ତି ବା ଧୂଳି ରୋଗ ର କାରଣ ହୋଇଥାଏ । ତେଣୁ ଘରକୁ ଆସି ପୁରୁଷ ର ପ୍ରଥମ କର୍ତ୍ତବ୍ୟ ସଫା ହେବ ।

ଏହା ପରେ ତାହା ମଧ୍ୟ ରେ ଥିବା ସମସ୍ତ ନକାରାତ୍ମକ ଶକ୍ତି ନଷ୍ଟ ହୋଇଯିବ । ଯଦି ଏହି ଭୁଲ କରିଥିବ ତାହେଲେ ଘରେ ଏହାର ପ୍ରଭାବ ବା ନକାରାତ୍ମକ ଶକ୍ତି ର ପ୍ରଭାବ ପଡିଥାଏ । ହିନ୍ଦୁ ଧର୍ମ ଅନୁସାରେ ସାଧାରଣ ତ ଶ୍ମଶାନ ରେ ଅନେକ ଦୁଷ୍ଟ ଶକ୍ତି ରହିଥାଏ ଯାହାକି ପୁରୁଷ ମାନ ଙ୍କ ଅପେକ୍ଷା ଅଧିକ ମହିଳା ମାନ ଙ୍କ ପ୍ରତି ଆକୃଷ୍ଟ ହୋଇଥାନ୍ତି । ଯାହାକି ମହିଳାମାନଙ୍କ ଠାରେ ଭାରି ପଡ଼ିଥାଏ ।

ଏବଂ ସେମାନେ ଙ୍କ ଯିବ ଦ୍ଵାରା ଆତ୍ମା କୁ ଶାନ୍ତି ମିଳିନଥାଏ । ତେଣୁ ଗରୁଡ଼ ପୂରାଣ ଅନୁସାରେ ମହିଳା ମାନ ଙ୍କୁ ଶ୍ମଶାନ ମନା ହୋଇଥାଏ । ଖାସ କରି କୁଆଁରୀ ମହିଳା ମାନ ଙ୍କ ଆଡ଼କୁ ଅଧିକ ଆକର୍ଷିତ ହୋଇଥାଏ । ଏବଂ ଶରୀର ରେ ପ୍ରବେଶ ଦ୍ଵାରା ଅଶୁଭ ମନା ଯାଇଥାଏ । ଭୂତ ପ୍ରେତ ର ଏହି ଭୟାବହ କୁ ବଞ୍ଚାଇବାକୁ ପିଲା ମାନ ଙ୍କୁ ଶ୍ମଶାନ ମନା ହୋଇଥାଏ ।

 

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button