ଜ୍ୟୋତିଷ

ଏହି ୭ ଟି ବିଶିଷ୍ଠ ସଙ୍କେତରୁ ଜାଣନ୍ତୁ ପରମାତ୍ମା ଆପଣଙ୍କ ସହ ଅଛନ୍ତି କି ନାହିଁ

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
ଏବେ ଏଭଳି କିଛି ଖବର ସାମ୍ନାକୁ ଆସିଥାଏ ଯାହା ଆପଣ ଜାଣିଲେ ଅନେକ କଥା ଜାଣିପାରିବେ । ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ କି ଭଗବାନ କିଛି ମନୁଷ୍ୟଙ୍କ ଠାରେ କିଛି ଶକ୍ତି ଦେଇଥାନ୍ତି ।
Paramatma
ଅନେକ କିଛି ଲକ୍ଷଣ ଥାଏ ଯାହାଦ୍ଵାରା ଆପଣମାନେ ଜାଣିପାରିବେ ଅନେକ କଥା । ଲକ୍ଷଣ ଥିଲେ ଆପଣମାନେ ଜାଣିପାରିବେ କି ଆପଣ ଦିବ୍ୟ ଗୁଣର ଅଧିକାରୀ । ଏହି ସଂକେତ ଗୁଡ଼ିକ ହେଉଛି, ଏକୁଟିଆ ରହିବାକୁ ଭଲ ପାଇଥାନ୍ତି ।
ଏକୁଟିଆ ରହି ଭାବିଥାନ୍ତି କି ଏହି ସଂସାରର ରହସ୍ୟ କଣ । ଏହାସହ ଆଉ ଏକ ଲକ୍ଷଣ ହେଉଛି କି, ଏହି ବ୍ୟକ୍ତିମାନେ ସୂର୍ଯ୍ୟ, ଚନ୍ଦ୍ର ଏବଂ ତାରାକୁ ଅନେଇ ଥାଆନ୍ତି ଆଉ ଅନେକ କଥା ଭାବୁଥାନ୍ତି ।
ଆଉ ଏକ ଲକ୍ଷଣ ହେଉଛି କି ସବୁବେଳେ ବିପରୀତ ଭାବନା ଭାବିବେ । ପଶୁପକ୍ଷୀଙ୍କୁ ବହୁତ ଭଲ ପାଇବେ ଆଉ ସେମାନେ କାହାର ଦୁଃଖକୁ ସଙ୍ଗେ ସଙ୍ଗେ ଅନୁଭବ କରିଥାନ୍ତି । ଆଉ ସେମାନଙ୍କ କଥା କେହି ବୁଝି ପାରନ୍ତି ନାହିଁ ।
ଏହି ବ୍ୟକ୍ତିମାନେ ମନରେ ଅନେକ କଥା ଭାବୁଥାନ୍ତି । ଆଉ ସେମାନେ ଏହି ସମାଜ ବ୍ୟବସ୍ଥାରେ ଫିଟ୍ ରହି ପାରନ୍ତି ନାହିଁ । ଆଉ ସେମାନେ ଆଡଜଷ୍ଟ କରି ରୁହନ୍ତି । ଏହି ବ୍ୟକ୍ତି ମାନେ ବହୁତ ପ୍ରେମ କରିଥାନ୍ତି ।
ସେମାନେ ଅନ୍ୟମାନଙ୍କୁ ବହୁତ ଭଲ ପାଇଥାନ୍ତି । ଆଉ ଏହାସହ ସେମାନେ ନିଜକୁ ଅଧିକ ଦେଖାଇ ନଥାନ୍ତି । ସେମାନେ ବିଶେଷ ହୋଇଥାନ୍ତି । ଭଗବାନଙ୍କର କୃପା ଏମାନଙ୍କ ପାଖରେ ଥାଏ । ଏହି ବ୍ୟକ୍ତିମାନଙ୍କ ପାଖରେ ଯିଏ ବସିଥାଏ ତାଙ୍କୁ ନିଜର ଭାବିଥାନ୍ତି ।
କିଛି ପ୍ରକାରର ସଂକେତ ଲୋକମାନଙ୍କ ପାଖରେ ଥାଏ । ଆଉ ସେମାନେ ଏହି ସଂକେତ ଦେଖି ଭଗବାନ ତାଙ୍କୁ ଅନେକ ଜ୍ଞାନ ଦେଇଥାନ୍ତି । ଏହି ଭିଡିଓ ଦେଖିଲେ ଆପଣ ଅନେକ କଥା ଜାଣିପାରିବେ ।

Related Articles

Leave a Reply

Your email address will not be published. Required fields are marked *

Back to top button