ରାଜ୍ୟ
-
ନଭେମ୍ବର ୨୬ରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ସ୍ୱଭାବ, ଶିକ୍ଷା ଓ ସ୍ୱାସ୍ଥ୍ୟ ସମ୍ବନ୍ଧରେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ
ଆଜିର ଦିନରେ ଜନ୍ମ ଜାତକର ମୂଲ୍ୟାଙ୍କ ୮। ଏହି ଅଙ୍କ ଶନିଙ୍କର ବୋଲି ମଧ୍ୟ କୁହାଯାଇଥାଏ। ଆଜିର ଦିନରେ ଜନ୍ମ ନେଇଥିବା ବ୍ୟକ୍ତି ସ୍ୱଭାବରେ ବହଚତ ଗମ୍ଭୀର,…
Read More » -
ପ୍ରାକୃତିକ ଉପାୟରେ ଦୂର କରନ୍ତୁ ପାଇରିୟା ରୋଗ, ଦାନ୍ତକୁ ରଖନ୍ତୁ ସୁସ୍ଥ
ବ୍ୟକ୍ତିର ବ୍ୟକ୍ତିତ୍ୱ ବଢାଇବା ଏବଂ ମୁହଁକୁ ସୁନ୍ଦର କରିବାରେ ଦାନ୍ତର ପ୍ରମୁଖ ଭୂମିକା ରହିଛି। କେବଳ ଏମିତି ନୁହେଁ ଖାଦ୍ୟ ଖାଇବା ପାଇଁ ଏହା ନିତାନ୍ତ ଆବଶ୍ୟକ।…
Read More » -
ଶୀତ ଦିନରେ ‘ପାଲକ ଗାର୍ଲିକ ସୁପ୍’ର ମଜା ନିଅନ୍ତୁ, ଘରେ ନିଶ୍ଚିତ ପ୍ରସ୍ତୁତ କରନ୍ତୁ
ଶୀତ ଦିନରେ ସୁପ୍ ପିଇବାର ମଜା କିନ୍ତୁ ନିଆରା। ଆପଣମାନେ କୌଣସି ହୋଟେଲ କିମ୍ବା ରେଷ୍ଟୁରାଣ୍ଟକୁ ଯାଇଥିବେ ନିଶ୍ଚତ। ପ୍ରଥମେ ରେଷ୍ଟୁରାଣ୍ଟକୁ ଯିବା ବେଳେ ଆପେ ସୁପ୍…
Read More » -
ଥରେ ଏମିତି ବନାନ୍ତୁ ଚିକେନ୍ ଖାଇ ଦେଖନ୍ତୁ, ପାଟିରୁ ଛାଡିବନି ସ୍ୱାଦ
ଆବଶ୍ୟକୀୟ ସାମଗ୍ରୀ -ଏକ କିଲୋ ଚିକେନ -ଦଶଟି ଟମାଟୋ (ପ୍ୟୁରୀ) -ତିନି ବଡ ଚାମଚ ଘିଅ -ଦୁଇ ବଡ ଚାମମ କଟା ପିଆଜ -ଏକ ଛୋଟ ଚାମଚ…
Read More » -
ପ୍ରଦୂଷଣରୁ ବଞ୍ଚାଇବ ଏହି ଡ୍ରିଙ୍କ, ଆଜି ହିଁ ପ୍ରସ୍ତୁତ କରନ୍ତୁ
ଦିନକୁ ଦିନ ପ୍ରଦୂଷଣ ବଢିବାରେ ଲାଗିଛି। ଦିଲ୍ଲୀରେ ପ୍ରଦୂଷଣର ମାତ୍ରା ଏତେ ବଢିଚାଲିଛି ଯେ, ଲୋକେ ନିଶ୍ୱାସ ପ୍ରଶ୍ୱାସ ନେବାକୁ ଡରିଛନ୍ତି। ଏଥିପାଇଁ ଲୋକ ଅନେକ ରୋଗ…
Read More » -
ଘରେ ଅତି ସହଜରେ ପ୍ରସ୍ତୁତ କରନ୍ତୁ ‘ପନୀର ଗାର୍ଲିକ କବାବ’, ଚା ର ମଜାକୁ କରିବ ଦ୍ୱିଗୁଣା
ପ୍ରାୟ ଲୋକଙ୍କୁ ପନୀର ବହୁତ ପସନ୍ଦ। ପ୍ରାୟତଃ ନିରାମିଶାସୀ ମାନଙ୍କୁ ପନୀର ବହୁତ ପସନ୍ଦ ହୋଇଥାଏ। ପନୀର ସବୁ ଡିସ ଯଦି ଆପଣଙ୍କୁ ପସନ୍ଦ ଥାଏ ତେବେ…
Read More » -
ତ୍ୱଚାରେ ଶ୍ୟାମଳପଣ ବୃଦ୍ଧି ପାଉଛି କି ? ତେବେ ତୁରନ୍ତ ଛାଡିଦିଅନ୍ତୁ ଏହିସବୁ ଖାଦ୍ୟ
ଗୋରା, ଉଜ୍ୱଳ ତ୍ୱଚା ପାଇଁବା ପାଇଁ ଆଜିକାଲି ଯୁବତୀ ବିଭିନ୍ନ ପ୍ରକାରର ଘରୋଇ ଉପାୟ କରିବା ସହ ବଜାରରେ ମିଳୁଥିବା ପ୍ରସାଧନ ସାମଗ୍ରୀ ମଧ୍ୟ କିଣୁଛନ୍ତି। ସମସ୍ତେ…
Read More » -
ଦିନକୁ ଦିନ ପ୍ରଦୂଷଣର ମାତ୍ରା ବଢି ବଢି ଚାଲିଛି। ଏହି ପ୍ରଦୂଷଣ ଭିତରେ ଦିଲ୍ଲୀବାସୀ ଅଣନିଶ୍ୱାସୀ ହୋଇଗଲେଣି। ସେଠାରେ ବର୍ଷା ବି କାମ ଦେଉନାହିଁ। ବଢୁଥିବା ପ୍ରଦୂଷଣ ଯୋଗୁଁ ନିଶ୍ୱାସ ପ୍ରଶ୍ୱାସ ନେବା କଷ୍ଟକର ହୋଇଗଲାଣି। ଏହି ଖରାପ ପବନ ଯୋଗୁଁ ଅନେକ ଗୁରୁତର ରୋଗରେ ପୀଡିତ ହେଲେଣି। ଥଣ୍ଡା, କାଶ, ତଣ୍ଟି ଦରଜ ହେବା, ଆଖି ସଂକ୍ରମଣ ହେବା ଭଳି ଗଭୀର ରୋଗ ଯୋଗୁଁ ସମସ୍ତେ ଚିନ୍ତିତ ହୋଇଗଲେଣି। ଆଜି ଆମେ ଆପଣଙ୍କୁ ଏପରି କେତେକ ଘରୋଇ ଉପାୟ ବତାଇବୁ, ଯାହା ଦ୍ୱାରା ଆପଣ ପ୍ରଦୂଷଣ ଯୋଗୁଁ ହେଉଥିବା ସମସ୍ୟାରୁ ମୁକ୍ତି ଦେବ। immunity ଫୁସ୍ଫୁସ୍ ପାଇଁ : ଏହି ପ୍ରଦୂଷିତ ବାତାବରଣ ମଧ୍ୟରେ ଆମ ନିଶ୍ୱାସ ପ୍ରଶ୍ୱାସରେ ଅନେକ ବ୍ୟାକ୍ଟେରିଆ ଆମ ଶରୀରକୁ ପ୍ରବେଶ କରୁଛି। ଏମିତିରେ ଆମେ ନିଜର ଫୁସଫୁସ୍ର ସ୍ୱତନ୍ତ୍ର ଧ୍ୟାନ ରଖିବା ଉଚିତ। ଏଥିରୁ ରକ୍ଷା ପାଇବା ପାଇଁ ଆପଣ ଗୋଲମରିଚ ଗୁଣ୍ଡରେ ମହୁ ମିଶାଇ ଖାଇବା ଦ୍ୱାରା ଫୁସଫୁସରେ ଜମା ଥିବା କଫ ଏବଂ ମଇଳା ବାହାରିଯାଏ। ଏହାଛଡା ଉଷୁମ କ୍ଷୀର ପିଇ ମଧ୍ୟ ଧୂଳିକଣାରୁ ବଞ୍ଚିପାରିବେ। eye ଆଖି ପାଇଁ ଗୋଲାପ ଜଳ : ଆଖିକୁ ପ୍ରଦୂଷଣରୁ ରକ୍ଷା କରିବା ପାଇଁ ଘରୁ ବାହାରିବା ବେଳେ ଚଷମା ବ୍ୟବହାର କରନ୍ତୁ। ପ୍ରଦୂଷଣ ଯୋଗୁଁ ଆଖି ପୋଡାଜଳା ହୋଇଥାଏ। ଆଖିକୁ ଏଥରୁ ରକ୍ଷା କରିବା ପାଇଁ ପ୍ରତିଦିନ ଶୋଇବା ପୂର୍ବରୁ ଆଖିରେ ଗୋଲାପ ଜଳ ଦୁଇ ବୁନ୍ଦା ପକାଇ ଶୁଅନ୍ତୁ। ଏହାସହ ପଢ଼ନ୍ତୁ ; ତ୍ୱଚାରେ ଶ୍ୟାମଳପଣ ବୃଦ୍ଧି ପାଉଛି କି ? ତେବେ ତୁରନ୍ତ ଛାଡିଦିଅନ୍ତୁ ଏହିସବୁ ଖାଦ୍ୟ haldi ଇମ୍ୟୁନିଟି ସିଷ୍ଟମ ବଢାଇବା ପାଇଁ ପିଅନ୍ତୁ କ୍ଷୀର ଏବଂ ହଳଦୀ : ପ୍ରଦୂଷଣ ସିଧାସଳଖ ଆମ ଇମ୍ୟୁନିଟି ସିଷ୍ଟମ ଉପରେ ପ୍ରଭାବ ପକାଏ। ଏଥିରୁ ବଞ୍ଚିବା ପାଇଁ ଅଳାଁ ବହୁତ ଉପକାରୀ। ଆପଣ ଅଳାଁରେ ବିଭିନ୍ନ ପ୍ରକାର ବ୍ୟଞ୍ଜନ କରି ଖାଇପାରିବେ। ଏହାଛଡା ପ୍ରଦୂଷଣ କଣିକାକୁ ବାହାର କରିବା ପାଇଁ କ୍ଷୀରରେ ଅଧା ଚାମଚ ହଳଦୀ ମିଶାଇ ପିଅନ୍ତୁ।
କିଛି ଲୋକଙ୍କ ଆଖି ଡୋଳାରେ କଳା ଦାଗ ଦେଖିବାକୁ ମିଳିଥାଏ। କେହି କେହି ଏହି ଦାଗକୁ କଳାଜାଇ ବୋଲି କହିଥାନ୍ତି। ତେବେ ଚିକିତ୍ସା ବିଜ୍ଞାନରେ ଏହି ଦାଗକୁ…
Read More » -
ଘରେ ଅତି ସହଜରେ ପ୍ରସ୍ତୁତ କରନ୍ତୁ ‘ଭେଜ କବାବ ରୋଲ ପରଠା’
ଏମିତିରେ ତ ଆପଣ ରୋଲ ଖାଇଥିବେ । କବାବ ମଧ୍ୟ ଖାଇଥିବେ । କିନ୍ତୁ କେବେ ଭେଜ କଵାବ ରୋଲ ଖାଇଛନ୍ତିକି । ରୋଲ ଖାଇବା ସୌଖିନ…
Read More » -
ଲିକ୍ୱିଡ୍ ଲିପ୍ଷ୍ଟିକ୍ ଲଗାଇବା ପୂର୍ବରୁ ଏସବୁ ବିଷୟ ପ୍ରତି ନିଶ୍ଚୟ ଦିଅନ୍ତୁ ଧ୍ୟାନ, ନଚେତ୍ ଖରାପ ହୋଇପାରେ ଲୁକ୍
ଝିଅମାନଙ୍କର ଏକ ପ୍ରମୁଖ ପ୍ରସାଧନ ସାମଗ୍ରୀ ହେଉଛି ଲିପ୍ଷ୍ଟିକ୍। ଏହା ଓଠର ସୌନ୍ଦର୍ଯ୍ୟ ବଢ଼ାଇବା ସହ ବ୍ୟକ୍ତିତ୍ୱରେ ମଧ୍ୟ ପରିବର୍ତ୍ତନ ଆଣିଥାଏ। ଏଣୁ ମହିଳାମାନେ କୌଣସି ପାର୍ଟି…
Read More »