ରାଜ୍ୟ

ଏହି ୩ ଅକ୍ଷର ନାମର ସ୍ତ୍ରୀ କେବେ ବି ନିଜର ସ୍ଵାମୀ ଉପରେ ହୁଅନ୍ତି ନାହିଁ ସନ୍ତୁଷ୍ଟ, ଜାଣନ୍ତୁ କଣ ସେହି ସବୁ ଅକ୍ଷର?

ଆମ ଦେଶ ରେ ବିବାହ କୁ ଏକ ଅତୁଟ ବନ୍ଧନ ବୋଲି କୁହାଯାଏ। ସବୁ ପୁରୁଷଙ୍କର ଏହାହିଁ ଇଛା ଥାଏ ଯେ ତାଙ୍କୁ ବହୁତ ସୁନ୍ଦର ଓ ଗୁଣବାନ ସ୍ତ୍ରୀ ମିଳୁ, କିନ୍ତୁ ଏହା ସହ ମହିଳା ମାନେ ମଧ୍ୟ ଭଲ ସ୍ଵାମୀ ମିଳୁ ବୋଲି ଇଚ୍ଛା ରଖି ଥାନ୍ତି। ଯିଏ ତାଙ୍କର ସବୁ ଇଚ୍ଛାକୁ ପୂର୍ଣ୍ଣ କରି ପାରିବ। ଆଜି ଆମେ ଆପଣଙ୍କୁ ସେହି ତିନୋଟି ନାମ କହିବାକୁ ଯାଉଛୁ ଯିଏ ସବୁବେଳେ ନିଜ ସ୍ଵାମୀ ଉପରେ ଅସନ୍ତୁଷ୍ଟ ରୁହନ୍ତି।

K ନାମ ଥିବା ଝିଅମାନେ :

ଯେଉଁ ମହିଳାମାନେ ମାନଙ୍କର ନା K ରୁ ଆରମ୍ଭ ହୋଇଥାଏ ସେମାନେ ବହୁତ ବେସୀ ସହନଶୀଳତା ହୋଇ ଥାନ୍ତି । ଘର ଚଳାଇବା ମାମଲାରେ ସେମାନେ ବହୁତ ବୁଦ୍ଧିମତା ହୋଇ ଥାନ୍ତି । ତାଙ୍କର ଅପେକ୍ଷା କ୍ଷମତା ବାକି ମହିଳା ମାନଙ୍କ ଠାରୁ ବେଶି ହୋଇଥାଏ । ସେ ନିଜର ସ୍ଵାମିଙ୍କର ଦାୟୁତ୍ଵ ଗୁଡିକ ମଧ୍ୟ ମନେ ପକାନ୍ତି ।

ଏହି ମହିଳା ମାନେ କଥା ଲୁଚେଇବା ରେ ଚୁତର ଅଟନ୍ତି । ଏମାନଙ୍କୁ ସବୁବେଳେ ଭବିଷ୍ୟ ର ଚିନ୍ତା ଥାଏ । ଏମାନଙ୍କର ସ୍ଵାମୀ ଯେତେବେଳେ ତାଙ୍କର କଥା ଶୁଣନ୍ତିନି ତେବେ ସେମାନେ ରାଗି ଯାନ୍ତି । ନିଜ ସ୍ଵାମିଠାରୁ ଦୂରରେ ରହିବାକୁ ଚାହାନ୍ତି ନାହିଁ । ଏମାନେ ଚାହାନ୍ତି କି ତାଙ୍କର ସ୍ଵାମୀ ଯାହା ବି କରନ୍ତୁ ତାଙ୍କୁ ପଚାରି କରନ୍ତୁ ।

P ନାମ ଥିବା ଝିଅମାନେ :

P ନାମ ଥିବା ମହିଳା ମାନେ ବହୁତ ପରିଶ୍ରମୀ ଅଟନ୍ତି । ଯଦି ତାଙ୍କ ସ୍ଵାମୀ ତାଙ୍କୁ ନ ପଚାରି କୌଣସି ବି କାମ କରନ୍ତି ତାହା ତାଙ୍କୁ ପସନ୍ଦ ଆସେ ନାହିଁ । ଏମାନେ ନିଜ ପିଲା ପ୍ରତି ସବୁବେଳେ ଜାଗୃତ ଥାନ୍ତି । ଏବଂ ତାଙ୍କୁ ଭଲ ସଂସ୍କାର ଦିଅନ୍ତି । ତାଙ୍କୁ ସବୁବେଳେ ନିଜର ଘରକୁ ସଜାଇ ରଖିବା ପାଇଁ ଭଲ ଲାଗେ । ଏମାନେ ନିଜର ସ୍ଵାମୀ ଙ୍କ ଠାରୁ ସବୁ ଜିନିଷ ର ହିସାବ ମାଗନ୍ତି । ଏମାନେ ଟଙ୍କା ମାମଲାରେ ବହୁତ ଜାଗୃତ ଅଟନ୍ତି । ଯଦି ତାଙ୍କର ଇଚ୍ଛା ପୂରଣ ନହୁଏ ତେବେ ତାଙ୍କର ସ୍ଵାମୀ ସହ ସେମାନେ ଝଗଡା ମଧ୍ୟ କରନ୍ତି ।

S ନାମ ଥିବା ଝିଅମାନେ :

S ନାମ ଥିବା ମହିଳାମାନେ ବହୁତ ପରିଶ୍ରମୀ ଅଟନ୍ତି । ଏମାନେ ଅନ୍ୟ ମହିଳା ମାନଙ୍କ ଠାରୁ ବେସୀ ସହନଶୀଳତା ଅଟନ୍ତି । ଯଦି ଏମାନଙ୍କୁ କେହି ନ ଦେଖନ୍ତି ତେବେ ତାଙ୍କୁ କେବେ ବି ପସନ୍ଦ ଆସେ ନାହିଁ । ତାଙ୍କୁ ଲାଗେ କି ତାଙ୍କ ପରିବାର ର ଲୋକ ତାଙ୍କଠୁ ସବୁବେଳେ ସନ୍ତୁଷ୍ଠ ରୁହନ୍ତୁ କିନ୍ତୁ ଏମାନେ କେବେ ନିଜ ପରିବାର ସହ ସଥୁଷ୍ଠ ରୁହନ୍ତି ନାହିଁ । ଏମାନେ ଚାହାନ୍ତି କି ଲୋକମାନେ ସବୁବେଳ ତାଙ୍କର ପ୍ରଶଂସା କରନ୍ତୁ । ଯଦି ତାଙ୍କର ସ୍ଵାମୀ ଭୁଲରେ ବି ଅନ୍ୟ କୌଣସି ଝିଅ ବିଷୟରେ ପ୍ରଶଂସା କରିଲେ ଏମାନେ ସଙ୍ଗେ ସଙ୍ଗେ ଖରାପ ଭାବି ଥାନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button