ମନୋରଞ୍ଜନ

ନିଜର ସୁନ୍ଦର ସ୍ତ୍ରୀ କୁ ହିଁ ଅନ୍ୟ ନେତା ମାନଙ୍କ ସହ ଶୋଇବାକୁ କହୁଥିଲା ଏହି ନେତା, ବଡ ପଦ ପାଇବାର ଥିଲା ଲାଳସା

ଉନ୍ନତି ସମସ୍ତଙ୍କୁ ପସନ୍ଦ କିନ୍ତୁ କିଛି ଲୋକ ଉନ୍ନତି ପାଇଁ ଏତେ ଖରାପ ରାସ୍ତା ଆଡକୁ ଯାଆନ୍ତି ତାଙ୍କ ବିଷୟରେ ଜାଣି ଯିଏ ନା ସିଏ ଆଶ୍ଚର୍ଯ୍ୟ ହୋଇ ଯିବ । ଫିଲ୍ମ ଭଳି ରାଜନୀତି କ୍ଷେତ୍ରରୁ ଏମିତି ଏକ ଖବର ଆସୁଛି ଯେଉଁଠି ଗୋଟିଏ ନେତା ନିଜର ପଦବୀ ବଢାଇବା ପାଇଁ ଅନ୍ୟ ନେତା ମାନଙ୍କର ବିଛଣାରେ ନିଜ ସ୍ତ୍ରୀ କୁ  ପଠେଇ ଥାଏ ।

ଏକ ପ୍ରସିଦ୍ଧ ନ୍ଯୁଜ ୱେବ୍ସାଇଟ ରେ ଛପି ଥିବା ଖବର ଅନୁସାରେ ଏହି ମାମଲା ୟୁପି ର ଗାଜିୟାବାଦ ର କୁହା ଯାଉଛି । ଯେଉଁଠି ଏକ କଂଗ୍ରେସ ନେତା ଏପରି ଖରାପ କାମ କରି ଦେଇଛି ଯାହାକୁ ଶୁଣି ଲୋକମାନେ ଆଶ୍ଚର୍ଯ୍ୟ ହୋଇ ଯିବେ । ଶାନ ମୋହମ୍ମଦ ନାମକ ଜଣେ ନେତା ଉତ୍ତର ପ୍ରଦେଶ ର କଂଗ୍ରେସ ର କାର୍ଯ୍ୟକାରୀ ସଦସ୍ୟ ଅଟେ । ଏହି ନେତାଙ୍କ ସ୍ତ୍ରୀ ଯେତେବେଳେ ଖୋଲିକି ଲୋକ ମାନଙ୍କୁ ନେତାର କାମ ବିଷୟରେ କହିଲେ ତେବେ ସମସ୍ତେ ଦେଖି ହିଁ ରହିଗଲେ ।

ଶାନ ମୋହମ୍ମଦ ର ସ୍ତ୍ରୀ ଆଗକୁ କହିଲେ କି ତାଙ୍କ ସ୍ଵାମୀ ତାଙ୍କୁ କେବଳ ପାର୍ଟି ର ବଡ ନେତା ମାନଙ୍କ ସହ ବିଛଣା ରେ ଛାଡୁଥିଲେ ଏବଂ ତାହା ସହିତ ଯେତେବେଳେ ସେ ମନା କରୁଥିଲା ତାଙ୍କୁ ମାରୁଥିଲେ । ଏତିକି ନୁହେଁ ସ୍ତ୍ରୀ କୁ ଅନ୍ୟ ନେତାଙ୍କ ବିଛଣାରେ ପଠାଇବା ପାଇଁ ସେ ଭିନ୍ନ ଭିନ୍ନ ପ୍ରକାର ପ୍ରତାଡିତ କରି ମଜବୁର କରୁଥିଲେ । ଏହି ନେତାର ଖରାପ କାମ ସମସ୍ତଙ୍କ ଆଗରେ ଆଣି କହିଲେ କି ତାଙ୍କର ସ୍ଵାମୀ ସବୁଦିନ ଘରକୁ କାହାକୁ ନା କାହାକୁ ଆଣି ମୋତେ ତାହା ସହିତ ସମ୍ବନ୍ଧ ବନେଇବା ପାଇଁ କହୁଥିଲା ।

ଏହି ସବୁ ଆଜି କାଲି ନୁହେଁ ଦୀର୍ଘ 4 ବର୍ଷ ହବ ସହି ଆସୁଛନ୍ତି । ସ୍ତ୍ରୀ ଯେତେବେଳେ ସହି ପାରିଲାଣି ସେତେବେଳ ସେ ନିଜର ମା ସହ ଯାଇ ପୁଲିସ ରେ ରିପୋଟ ଲେଖେଇଲା ଏବଂ ନିଜ ପାଇଁ ସୁରକ୍ଷା ମାଗିଲା ।

ନେତା ର ସ୍ତ୍ରୀ କହିଲା କି ସେ ନିଜର ସ୍ଵାମୀ ର ବିରୁଦ୍ଧରେ ରିପୋର୍ଟ ଲେଖିବା ଦ୍ଵାରା ତାହାର ଜୀବନ ପ୍ରତି ଖତରା ହୋଇପାରିବ । ଅଭିକା ସୂଚନା ଅନୁଯାଇ ପୁଲିସ ନେତାର ସ୍ତ୍ରୀ ର ପାର୍ଥନା ପତ୍ର ନେଇଛନ୍ତି ଏବଂ ଏହି ମାମଳାକୁ ଦେଖାଦେଖି କରୁଛନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button