ମନୋରଞ୍ଜନ

କୁଲି ଫିଲ୍ମ ରେ କାମ କରିବା ପରେ ସୁପରଷ୍ଟାର ହେଇଯାଇଥିଲେ ଏହି ଆକ୍ଟ୍ରେସ, ଆଜି ପୁଅ ବି ହେଇ ସାରିଲେଣି ଷ୍ଟାର

ବଲୀଉଡ ର ଇତିହାସରେ ଏମିତି କେତେ ଅଭିନେତ୍ରୀ ଆସିଛନ୍ତି ଯେଉଁମାନେ ଆସୁ ଆସୁ ଏମିତି ଅଭିନୟ କରିଲେ କି ସମସ୍ତେ ତାଙ୍କର ଦିବାନା ହୋଇ ଯାଇଥିଲେ । ଏହି ଅଭିନେତ୍ରୀ ମାନେ ବହୁତ କମ ସମୟ ମଧ୍ୟରେ ଫିଲ୍ମ ଇଣ୍ଡଷ୍ଟ୍ରି ରେ ନିଜର ଏକ ଏମିତି ପରିଚୟ ବନାଇ ଦେଲେ ଯେ କେତେକ ଅଭି ନେତ୍ରୀଙ୍କୁ ଯାହା ବହୁତ ବର୍ଷ ଲାଗି ଥାଏ । ନିଜର ସୁନ୍ଦରତା ଛଡା ନିଜର ଭଲ ଅଭିନୟ ର ଲାଭ ଏହି ଅଭିନେତ୍ରୀ ମାନେ ଉଠାଇ ଛନ୍ତି ।

ଆଜି ଆମେ ଆପଣଙ୍କୁ ଏମିତି ଏକ ଅଭିନେତ୍ରୀଙ୍କ ସହ ଦେଖାଇବୁ, ଯାହାଙ୍କର ଫ୍ୟାନ ଫଲୋଇଂଗ ଏତେ ଥିଲେ କି ତାଙ୍କ ଫିଲ୍ମ ନା ଶୁଣି ସିନେମା ଘର ଆଡକୁ ଦଉଡୁ ଥିଲେ ।

ଆମ ସମସ୍ତଙ୍କର ପ୍ରଥମ ପସନ୍ଦ ରହିଥିବା ଅଭିନେତ୍ରୀ ରତି ଅଗ୍ନିହୋତ୍ରୀ ଅଟନ୍ତି । 10 ଡିସେମ୍ବର ୧୯୬୦ ରେ ବରେଲି ରେ ଜନ୍ମ ଗ୍ରହଣ କରିଥିବା ରତି ଅଗ୍ନିହୋତ୍ରୀ ୫୮ ବର୍ଷ ର ହୋଇ ଯାଇଛନ୍ତି । ଫିଲ୍ମ ଦୁନିଆ ରେ ରତି ଅଗ୍ନିହୋତ୍ରୀ ୧୯୮୧ ମସିହାରେ ଆସିଥିବା ଫିଲ୍ମ “ଜୀନେ କୀ ଆରଜୂ” ରେ ଆରମ୍ଭ କରି ଥିଲେ । ଏହି ଫିଲ ରେ ରତି ଅଗ୍ନିହୋତ୍ରୀଙ୍କୁ ଏତେ ପସନ୍ଦ କରାଗଲା ଯେ ତାଙ୍କୁ ଏହା ପରେ ବହୁତ ଫିଲ୍ମର ଅଫର ମିଳିଲା ।

କୁଲି, ସ୍ଵାମୀ ଦାଦା ଏବଂ ହମ ତୁମ ଯେମିତି ସୁପରହିଟ ଫିଲ୍ମ ରେ କାମ କରି ରତି ଅଗ୍ନିହୋତ୍ରୀ ନିଜକୁ ଫିଲ୍ମ ଇଣ୍ଡଷ୍ଟ୍ରି ରେ ଏକ ବଡ ଅଭିନେତ୍ରୀ ରୂପରେ ସ୍ଥାପିତ କରି ନେଇଥିଲେ ।

ଆଜି ଆମେ ଏହି ଅଭିନେତ୍ରୀଙ୍କ ପୁଅଙ୍କ ସହ ପରିଚୟ କରାଇବାକୁ ଯାଉଛୁ ଯିଏ ନିଜର ମାତାଙ୍କ ହିସାବରେ ଚାଲୁଛନ୍ତି ଏବଂ ଫିଲ୍ମ ଦୁନିଆରେ କାମ କରୁଛନ୍ତି । ଆପଣଙ୍କ ଜାଣିବା ନିମନ୍ତେ କହିଦେଉଛୁ ଯେ ରତି ଅଗ୍ନିହୋତ୍ରୀଙ୍କ ପୁଅ କେହି ଆଉ ନୁହେଁ, ୱନ ନାଈଟ ସ୍ଟୈଂଡ, ପୁରାନୀ ଜୀଂସ ଏବଂ ଲୱ ଯୂ ସୋନିୟୋ ଭଳି ଫିଲ୍ମ ରେ କାମ କରିଛନ୍ତି ତନୁଜ ବିରବାନୀ, ଯାହାଙ୍କର ଅଭିନୟର ବହୁତ ପ୍ରଶଂସା ହୋଇଛି ।

୨୯ ନଭେମ୍ବର ୧୯୮୬ ରେ ଦିଲ୍ଲୀ ରେ ଜନ୍ମ ତନୁଜ ବିରବାନୀଙ୍କ ଗୋଟିଏ ଫିଲ୍ମ ପୁରନୀ ଜୀନ୍ସ ତାଙ୍କ ମାଙ୍କ ଅଭିନୟ ଆଉ କେହି ନୁହେଁ ବରଂ ତାଙ୍କ ନିଜ ମା ରତି ଅଗ୍ନିହୋତ୍ରୀ କରି ଛନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button