ଦେଶ- ବିଦେଶ

ସମସ୍ତଙ୍କ ପସନ୍ଦିତା ମାରୁତି 800 ର ହେଲା ନୂଆ ରୂପରେ ଲଞ୍ଚ, ମୂଲ୍ୟ ଏତେ ଶସ୍ତା କି ଜାଣିଲେ ଖୁସି ହୋଇଯିବେ ଆପଣ

ମାରୁତି ୮୦ ଦଶକ ର ସବୁଠାରୁ ଭଲ କାର ମଧ୍ୟରୁ ଗୋଟେ ଥିଲା ଏହା କେବଳ କାର ନୁହେଁ ପରିବାର ର ଏକ ସଦସ୍ୟ ମନା ଯାଉଥିଲା । ଏହା ସହିତ ଜଡିତ କିଛି ନା କିଛି ଅନୁଭବ ଆପଣଙ୍କର ବି ଥିବ । ଏହାକୁ ଚଳାଇବା ବହୁତ ଭଲ ଲାଗେ । ଯଦି ପୁରୁଣା ଦିନର କଥା କହୁ ତେବେ ଆମ ମୁଣ୍ଡରେ ସବୁଠାରୁ ପ୍ରଥମ କାର ଆସିଥାଏ ତାହା ହେଉଛି ମାରୁତି ୮୦୦ ।

ଟିକେ ଭାବନ୍ତୁ ଯେତେ ବେଳେ ଆପଣଙ୍କୁ ଜଣାପଡିବ କି ଆପଣଙ୍କର ମନପସନ୍ଦ ମାରୁତି ୮୦୦ କୁ ବଦଳାଇ ଏକ ନୂଆ କାର ରୂପରେ ପୁଣିଥରେ ବଜାରରେ ଆସୁଛି ଏବଂ ଏହା କୋଣସି  ସ୍ଵପ୍ନ ନୁହ ଏହା ସତ କଥା ଅଟେ । ମାରୁତି ସୁଜୁକି ର ମାରୁତି ୮୦୦ ସବୁ ବ୍ୟକ୍ତି ର ହୃଦୟ ସହିତ ଜଡିତ ଅଛି ଏହାକୁ କେମିତି ଯିବାକୁ ଦେବେ । ଏଥିପାଇଁ ପୁଣିଥରେ ତାହାକୁ ଏକ ନୂଆ ରୂପରେ ସାମନ୍ନାକୁ ଆଣିବାକୁ ଭାବିଲେ ।

ଆପଣଙ୍କ ଜାଣିବା ନିମନ୍ତେ କହି ଦେଉଛୁ ଯେ ବର୍ତ୍ତମାନ ଏହି କାର କୁ ନୂଆ ରୂପରେ ଲଞ୍ଚ କରିବା ପାଇଁ କାମ ଆରମ୍ଭ ହୋଇ ଗଲାଣି ଏବଂ ଲୋକ ମାନଙ୍କ ପାଖକୁ ଖବର ପହନଚି ଗଲାଣି ତାଙ୍କର ପସନ୍ଦିତା କାର ମାରୁତି ୮୦୦ ଏକ ନୂଆ ରୂପରେ ତାଙ୍କୁ ମିଳିବାର ଅଛି ସେଥି ପାଇଁ ଏହି କାର କୁ ସମସ୍ତେ ଅପେକ୍ଷା କରୁଛନ୍ତି ।

ଏହାର ନାମ ମାରୁତି ୮୦୦ ରହିବ କିନ୍ତୁ ଏହା ପୁରୁଣା କାର ଠାରୁ କେତେ ଗୁଣାରେ ବେସୀ ନୂଆ ଏବଂ ଏହାର ଫିଚର୍ସ ବି ଏମତି ହବ ଯେଉଁ କାର ଆଜି ଏତେ ବେସୀ ଦାମରେ ମିଳୁଛି ସେହି ସବୁ କାରକୁ ଆଜି ଏହା ପଛରେ ଛାଡିବାର ଅଛି ।

ସବୁଆଡେ କେବଳ ମାରୁତି ୮୦୦ର ଚର୍ଚା ହେଉଛି । ମାରୁତି କାର ଏହି ଥର ଏକ ନୂଆ ରଙ୍ଗ ସହ ଏକ ନୂଆ ରୂପରେ ଆସିବାର ଅଛି । ଏହି କାର ଦାମ ୧.୫୦ ଲକ୍ଷ ରୁ ୨ ଲକ୍ଷ ମଧ୍ୟରେ ରହିବ । ସୋସିୟାଲ ମିଡିୟା ରେ ମାରୁତିର ଏହି କାର ର ଫଟୋ ବର୍ତ୍ତମାନ ହିଁ ଲିକ ହୋଇଛି । ଏହି ଫଟୋରେ କାର ର ଭଲ ଲୁକ ଏବଂ ଇଂଟୀରିୟର ସହିତ ଦେଖାଇ ଦିଆ ଯାଇଛି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button