ମନୋରଞ୍ଜନ

ବାପା ଅଟନ୍ତି ସୁପରଷ୍ଟାର କିନ୍ତୁ ପୁଅ ହେଉଛନ୍ତି ଟ୍ରକ ଲୋଡର, ଏବେ ୬୨ ବର୍ଷ ବୟସରେ ହେଲେ ୧୫୦୦ କୋଟି ଟଙ୍କାର ମାଲିକ, ଜାଣନ୍ତୁ କିଏ ଏହି ମହାନ ବ୍ୟକ୍ତି

ଆମର ବଲୀଉଡ ଇଣ୍ଡଷ୍ଟ୍ରି ରେ ଏମିତି ସବୁ ସୁପରଷ୍ଟାର ଅଛି ଯେଉଁମାନେ ନିଜର ଭଲ ଅଭିନୟ ଦ୍ଵାରା ସମସ୍ତଙ୍କ ହୃଦୟ ଜିତିଛନ୍ତି । ଏମିତି କେତେ ଫିଲ୍ମ ରେ ଅଭିନୟ କରି ଲୋକମାନଙ୍କୁ ମନୋରଞ୍ଜନ କରିଛନ୍ତି । ଆଜି ଆମେ ଆପଣଙ୍କୁ ସେହି ଅଭିନେତା ବିଷୟରେ କହିବୁ ଯିଏ ଜଙ୍ଗଲି, କଶ୍ମୀର କୀ କଲୀ, ତୁମସା ନହୀ ଦେଖା ଭଳି ଫିଲ୍ମ ରେ କାମ କରିଛନ୍ତି । ସବୁଥିରେ ହିରୋ ର ରୋଲ କରିଛନ୍ତି । ଆମେ କହୁଛୁ ସମ୍ମୀ କପୂରଙ୍କ ବିଷୟରେ । ଅଭିନୟ ପାଇଁ ସମସ୍ତେ ତାଙ୍କୁ ପସନ୍ଦ କରୁଥିଲେ । ସେ ବଲୀଉଡ ରେ ୩ ଦଶକ ରାଜ କରିଛନ୍ତି । ଆଜି ଆମେ ଆପଣଙ୍କୁ ତାଙ୍କ ପୁଅ ଆଦିତ୍ୟ ରାଜ କପୂରଙ୍କ ବିଷୟରେ କହିବୁ ।

ସମ୍ମୀ କପୂରଙ୍କୁ ମାୟାନଗରୀ ର ବାଦଶାହା କୁହା ଯାଉଥିଲା । ତାଙ୍କ ପୁଅଙ୍କର ନିଶ୍ଚିତ ଇଚ୍ଛା ଥିବା ବଲୀଉଡରେ ଆସିବା ପାଇଁ କିନ୍ତୁ ଏହା ପୁରା ଓଲଟା ହେଲା ଆଦିତ୍ୟ ରାଜ କପୂର ଜାଣେ ବଡ ବିଜନେସମେନ ଅଟନ୍ତି । ତାଙ୍କର ନିଜର ୱେୟର ହାଉସ କମ୍ପାନୀ ଅଛି ଯାହାର ବର୍ଷକର ଟର୍ନଓଭର ପାଖା ପାଖି ୧୫୦୦ କୋଟି ଅଟେ ।

ତାଙ୍କର ଫିଲ୍ମ ‘ଜବ ସେ ତୁମ୍ହେ ଦେଖା’ ରେ ଆଦିତ୍ୟ ସେଥିର ବଳ କଳାକାର ରୂପରେ କାମ କରି ଥିଲେ । ଏହା ପରେ ସେ ୧୯୭୩ ରେ ଆସିଥିବା ଫିଲ୍ମ ବାବି ରେ ଆଦିତ୍ୟ ଆସିସ୍ଟେଂଟ ଡାୟରେକ୍ଟର ରାଜ କପୂରଙ୍କ ସହ କାମ କରିଥିଲେ । ସେ ବଲୀଉଡ ରେ ବହୁତ କମ ସାମୀ ଦେଉଥିଲେ କାହିଁକି ନା ତାଙ୍କୁ ବିଜନେସ ମଧ୍ୟ କରିବାର ଇଚ୍ଛା ଥିଲା ।

ଏହା ପରେ ସେ ‘ସତ୍ୟମ ଶିବମ୍ ସୁନ୍ଦରମ, ଗିରଫ୍ତାର, ସାଜନ, ଦିଲ ତେରା ଆଶିକ’ ଭଳି ଫିଲ୍ମରେ ଆସିସ୍ଟେଂଟ ଡାୟରେକ୍ଟର ରୂପରେ କାମକରିଥିଲେ । କିନ୍ତୁ ତାଙ୍କୁ ଏହା ସବୁ ଭଲ ଲାଗିଲା ନାହିଁ ଏବଂ ନିଜର ରାସ୍ତା ବଦଳାଇ ଦେଲେ ଏବଂ ବିଜନେସ କରିବା ପାଇଁ ଇଛା କରିଲେ । ବର୍ତ୍ତମାନ ତାଙ୍କର ୱେୟର ହାଉସ ଏବଂ ଦୁଇଟି କଂସ୍ଟ୍ରକ୍ଶନ କମ୍ପାନୀ ଅଛି । ଏବଂ ସେ ଦିଲ୍ଲୀରେ ‘ ଅପପୁ ରାଜ’ କମ୍ପାନୀ କରିଛନ୍ତି ।

ଗୋଟେ ଇନରଭିୟୁ ରେ ସେ କହିଛନ୍ତି କି ଯେତେବେଳେ ମୋ ପାଖରେ ପଇସା ନ ଥିଲା ସେତେବେଳେ ମୁଁ ଅନ୍ୟ ଲୋକମାନଙ୍କ ସହ କାମ କରି ପଇସା ଏକାଠି କରି ନିଜର ବିଜନେସ ଆରମ୍ଭ କରିଲି । ଏମିତି ବି ସମୟ ଆସିଥିଲା କି ମୋ ପାଖରେ ଲୋଡିଙ୍ଗ କରିବା ପାଇଁ ମଧ୍ୟ ଟଙ୍କା ନଥିଲା, ମୁଁ ନିଜେ ଟ୍ରକ ଲୋଡିଙ୍ଗ କରିଥିଲି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button