ମନୋରଞ୍ଜନ
    January 22, 2026

    ପୁଣି ଏକ ନୂଆ ସିରିଏଲରେ ନଜର ଆସିବେ ଓଡିଆ ଟିଭି ଅଭିନେତ୍ରୀ ଆପଣଙ୍କର ପ୍ରିୟ ମାନିନୀ (Swity Pattnayak)

    ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ…
    ମନୋରଞ୍ଜନ
    January 22, 2026

    ବୋଲ୍ଡ ସୀନ କରିବା ସମୟରେ ନିଜ ଉପରେ କଣ୍ଟ୍ରୋଲ ହରାଇ ବସିଲେ Bollywood ର ଏହି 5 ଜଣ Hero, ଡ଼ିରେକ୍ଟର ବାରମ୍ବାର କଟ କହିବା ପରେ ମଧ୍ୟ ଶୁଣିଲେ ନାହିଁ

    ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ବହୁତ ଫିଲ୍ମ ଦେଖିଥିବେ । ବର୍ତ୍ତମାନର ସମୟରେ ବଲିଉଡ…
    ମନୋରଞ୍ଜନ
    January 22, 2026

    କଣ ଆପଣ ଜାଣିଛନ୍ତି ୮୦ ଦଶକର ଫେମସ ଅଭିନେତ୍ରୀ Neelam Kothari କରିଛନ୍ତି 2 ଟି ବିବାହ, ଦ୍ଵିତୀୟ ସ୍ବାମୀଙ୍କ ଠାରୁ ବହୁତ ହ୍ୟାଣ୍ଡସମ ଦେଖାଯାନ୍ତି ତାଙ୍କର ପ୍ରଥମ ସ୍ଵାମୀ

    ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ୮୦ ଦଶକ ର ପ୍ରସିଦ୍ଧ ବଲିଉଡ ଅଭିନେତ୍ରୀ ନିଲମ କୋଠାରୀ…
    ମନୋରଞ୍ଜନ
    January 22, 2026

    ହେ ଭଗବାନ ! Bollywood ରେ ପୁଣି ଥରେ ଶୋକର ଲହରୀ, ଏବେ ଏବେ ଏହି Bollywood ଆକ୍ଟର ତଥା ପ୍ରଡ୍ୟୁସରଙ୍କର ହେଇଗଲା ପରଲୋକ

    ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ବଲିଉଡ ଇଣ୍ଡଷ୍ଟ୍ରୀ ର ଲୋକପ୍ରିୟ ଅଭିନେତା ଋଷି କପୁର ଏବଂ ରଣଧୀର କପୁର ଙ୍କ ସାନ…
    ଜ୍ୟୋତିଷ
    January 22, 2026

    ହାତରେ କେଉଁ ରେଖା ଥିଲେ ମଣିଷ ହୁଏ ଧନୀ ଓ ଜୀବନ ହୁଏ ସୁଖମୟ – Palm Astrology

    ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ଆମ ହାତରେ ଥିବା ବିଭିନ୍ନ ପ୍ରକାର ରେଖା ର ବିଭିନ୍ନ ପ୍ରକାର ମହତ୍ୱ ରହିଛି ।ଏହି…
    ଜ୍ୟୋତିଷ
    January 22, 2026

    ଯେଉଁ ଘରେ ଥାଏ ଏହି 4 ଟି ଜିନିଷ, ସେହି ଘର ର ପାଖ ମଧ୍ୟ ମାଡି ନଥାଏ ଦରିଦ୍ରତା- Vastu Tips

    ନମସ୍କାର ବନ୍ଧୁଗଣ ,ବନ୍ଧୁଗଣ ଚାଣକ୍ୟ ନୀତି ଚାଣକ୍ୟ ଙ୍କ ଦ୍ଵାରା ଲିଖିତ ଏକ ନୀତି ଗ୍ରନ୍ଥ ଅଟେ । ଯେଉଁଥିରେ…
    ସ୍ୱାସ୍ଥ୍ୟ
    January 22, 2026

    ସବୁ ଔଷଧର ବାପା ଅଟେ ଏହି ପତ୍ର, ମାତ୍ର ୪ ଦିନ ଏହାର କେବଳ ଦୁଇଟି ଫୁଲ ପାଣିରେ ଭିଯାଇ ଖାଇ ନିଅନ୍ତୁ, ସାରା ଜୀବନ ରହିବେ ନୀରୋଗ

    ନମସ୍କାର ବନ୍ଧୁଗଣ,ବନ୍ଧୁଗଣ ପରିବେଶରେ ବିଭିନ୍ନ ପ୍ରକାର ଗଛ ଦେଖିବାକୁ ମିଳିଥାଏ ।ଆଉ ତାହା ମଧ୍ୟରୁ କେତେ ଉପକାରୀ ମଧ୍ୟ ହୋଇଥାନ୍ତି…
    ମନୋରଞ୍ଜନ
    January 22, 2026

    ଦିନେ ଦୁଇ ବେଳା ଦୁଇ ମୁଠା ଖାଇବାକୁ ପାଉନଥିଲେ ଏହି ସବୁ ଷ୍ଟାର, ଆଜି ଅଟନ୍ତି Bollywood ର ସୁପର ଷ୍ଟାର, 3 ନମ୍ବର ତ ଅଟନ୍ତି ଦେଶର ସବୁଠୁ ବଡ ଷ୍ଟାର

    ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ବଲିଉଡ ଇଣ୍ଡଷ୍ଟ୍ରୀ ର ଏଭଳି କିଛି ଲୋକପ୍ରିୟ ଅଭିନେତା ମାନଙ୍କ…
    ଦେଶ- ବିଦେଶ
    January 22, 2026

    Interesting Gk Questions- କେଉଁ ଗଛକୁ ଓପାଡି ଦେଲେ ତାହା ଛୁଆ ଙ୍କ ପରି କାନ୍ଦିଥାଏ ?

    ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ସାଧାରଣ ଜ୍ଞାନ ଆମ ଜୀବନରେ ବହୁତ ଆବଶ୍ୟକ ହୋଇଥାଏ।ନିଜ ଆଖପାଖ,ରାଜ୍ୟ,ଦେଶ ଓ ସମଗ୍ର ବିଶ୍ୱର ପ୍ରତ୍ୟେକ…
    ମନୋରଞ୍ଜନ
    January 22, 2026

    Alia Bhatt ନୁହଁନ୍ତି ବରଂ ଏହି Actress ଙ୍କୁ Kareena କରିବାକୁ ଚାହୁଁଥିଲେ ନିଜ ଭାଉଜ, Ranbir ଙ୍କୁ ସାରା ଜୀବନ ରହିବ ପଶ୍ଚାତାପ

    ବନ୍ଧୁଗଣ ଆପଣ ମାନେ ସାମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ନିଶ୍ଚୟ ଦେଖିଥିବେ…
    ଦେଶ- ବିଦେଶ
    January 22, 2026

    ହାତରେ ଏହି ରଙ୍ଗର ଚୁଡ଼ି ଭୁଲରେ ବି କେବେ ପିନ୍ଧନ୍ତୁ ନାହିଁ, ସ୍ୱାମୀ ଙ୍କ ଉପରକୁ ମାଡି ଆସେ ଦୁର୍ଭାଗ୍ୟ- Chanakya Niti

    ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଚୁଡ଼ି କୁ ବିବାହିତା ମହିଳା ମାନଙ୍କ ସୌଭାଗ୍ୟ ର ପ୍ରତୀକ ବୋଲି ମାନି ନିଆ ଯାଇଥାଏ…
    ଦେଶ- ବିଦେଶ
    January 22, 2026

    Jyotish Shastra- ସବୁଠୁ ଅଧିକ ପବିତ୍ର ହୋଇଥାନ୍ତି ଏହି 4 ଟି ନାମ ର ଝିଅ, କଣ ଆପଣଙ୍କ ପାର୍ଟନର ଙ୍କ ନାମ ଅଛି ଏଥିରେ ?

    ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ଆମ ଜୀବନ ରେ ଶାସ୍ତ୍ର ର ବହୁତ ମହତ୍ତ୍ୱ ରହିଛି । ହିନ୍ଦୁ ଧର୍ମ ରେ…
    • ସ୍ୱାସ୍ଥ୍ୟ

      ପୁରୁଷଙ୍କ ପାଖରେ କମୁଛି ପ୍ରଜନନ କ୍ଷମତା: ପ୍ରାୟ ୧୮ ପ୍ରତିଶତ ବୟସ୍କ ହୋଇପାରୁ ନାହାନ୍ତି ବାପା

      ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲୁଏଚଓ) ରିପୋର୍ଟ କହୁଛି ଯେ ଛଅ ଦଶନ୍ଧି ମଧ୍ୟରେ ବିଶ୍ୱର ମୋଟ ପ୍ରଜନନ ହାର (ଟିଏଫଆର) ୫.୩ ରୁ ମାତ୍ର ୨.୩କୁ ହ୍ରାସ ପାଇଛି। ଏହାର ଅର୍ଥ ହେଉଛି, ଯେତେବେଳେ କି ୧୯୬୦ରେ ଜଣେ ମହିଳା ତାଙ୍କ ଜୀବନରେ ହାରାହାରି ୫.୩ ସନ୍ତାନ ଜନ୍ମ ଦେଉଥିଲେ, ଆଜି ସେ କେବଳ ୨.୩ ସନ୍ତାନ ପ୍ରସବ କରିବାରେ ସକ୍ଷମ ହୋଇଛନ୍ତି। ୨୦୨୨ରେ, ୧୭.୫ ପ୍ରତିଶତ ବୟସ୍କ ପିଲା ଜନ୍ମ କରିବାରେ ଅସମର୍ଥ ହୋଇଥିଲେ, ଅର୍ଥାତ୍‌ ପ୍ରତି ଛଅ ଦମ୍ପତିଙ୍କ ମଧ୍ୟରୁ ଜଣେ ସନ୍ତନେ ପ୍ରସବ କରିବାକୁ ସକ୍ଷମ ହେଉଛନ୍ତି। ପୁରୁଷମାନଙ୍କ ମଧ୍ୟରେ ବାତା ବୃଦ୍ଧି ପାଉଥିବାରୁ ଏହି ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ପରିବାରରେ ସନ୍ତାନ ନ ଥିବା ପାଇଁ ୩୫ ପ୍ରତିଶତ କ୍ଷେତ୍ରରେ ମହିଳାଙ୍କ ବନ୍ଧ୍ୟାତ୍ୱ କାରଣ ହୋଇଥିବାବେଳେ ୩୦ ପ୍ରତିଶତ ମାମଲାରେ ପୁରୁଷଙ୍କ ପ୍ରଜନନ ଅକ୍ଷମତା ଦାୟୀ ବୋଲି କୁହାଯାଉଛି। ପାର୍ଥକ୍ୟ ବହୁତ ବଡ ନୁହେଁ, କିନ୍ତୁ ଦୀର୍ଘ ସମୟ ଧରି ମହିଳାମାନଙ୍କ ମଧ୍ୟରେ ବାକରଣ ଉପରେ ବ୍ୟାପକ ଅନୁସନ୍ଧାନ କରାଯାଇଛି ଏବଂ ଚିକିତ୍ସା ମଧ୍ୟ ମିଳିଛି। ଏଥି ସହିତ ପୁରୁଷ ପ୍ରଜନନକ୍ଷମ ଅକ୍ଷମତା ଉପରେ ଆଲୋଚନା ମଧ୍ୟ ଗୁପ୍ତରେ ଅନୁଷ୍ଠିତ ହୋଇଥାଏ। ମେଲବାର୍ନ ବିଶ୍ୱବିଦ୍ୟାଳୟରେ ପୁରୁଷ ପ୍ରଜନନ ସ୍ବସ୍ଥ୍ୟ ଉପରେ କାର୍ଯ୍ୟ କରୁଥିବା ଡିନ ଏବଂ ପୁରୁଷ ପ୍ରଜନନ ଉପରେ କାମ କରୁ୍‌ଥିବା ପ୍ରଫେସର ମୋୟରା ଓ’ବ୍ରାୟନଙ୍କ ଅନୁଯାୟୀ ପୁରୁଷମାନଙ୍କ ମଧ୍ୟରେ ବାକରଣ ଏକ ସାଧାରଣ ସମସ୍ୟା ଏବଂ ଏହା ସମଗ୍ର ବିଶ୍ୱରେ ବ୍ୟାପିଛି। ପୁରୁଷମାନଙ୍କରେ ଏହି ଦିଗକୁ ଅଣଦେଖା କରିବା ସ୍ବାସ୍ଥ୍ୟ ବ୍ୟବସ୍ଥାର ବିଫଳତା। ପୁରୁଷମାନଙ୍କ କ୍ଷେତ୍ରରେ, ସମସ୍ୟାର କାରଣ ଅନ୍ୟ କେତେକ ରୋଗ ମଧ୍ୟ ହୋଇପାରେ। ଏହି ସମସ୍ୟାର କାରଣ ଜୀବନଶୈଳୀ ଠାରୁ ଦ୍ରୁତଗତିରେ ପ୍ରଦୂଷିତ ହେଉଥିବା ପରିବେଶ ପର୍ଯ୍ୟନ୍ତ, କିନ୍ତୁ ପ୍ରକୃତ କାରଣ ପ୍ରକାଶ କରାଯାଇ ନାହିଁ। ଏଥିପାଇଁ ବିଭିନ୍ନ ପ୍ରକାରର ଅକ୍ଷମତାକୁ ବୁଝିବାକୁ ପଡିବ, ତେବେ ଯାଇ ଏହାର ଚିକିତ୍ସା ମିଳିପାରିବ। ଆଜି ବି ଏହି ଅକ୍ଷମତା ପରୀକ୍ଷା କରିବାର ସଠିକ ପଦ୍ଧତି ଉପଲବ୍ଧ ନାହିଁ । ଏହି ପ୍ରସଙ୍ଗରେ ଲୋକଙ୍କ ମଧ୍ୟରେ ସଚେତନତାର ଅଭାବ ମଧ୍ୟ ରହିଛି।

      Read More »
    • ସ୍ଵପ୍ନରେ ଭଗବାନଙ୍କୁ ଦେଖିବାର ଅର୍ଥ କଣ ? ମିଳିଥାଏ କେଉଁ ସଙ୍କେତ ?

    • ସିଡନି ମଲ୍ରେ ଛୁରିମାଡ଼ ଓ ଗୁଳିକାଣ୍ଡ, ୪ ମୃତ – Kalinga News

    • ପାକିସ୍ତାନ ଆସି ଫସିଗଲା England Team, 14 ଜଣ ଗୁରୁତର…

    Back to top button