ଦେଶ- ବିଦେଶ

ହାତରେ ଏହି ରଙ୍ଗର ଚୁଡ଼ି ଭୁଲରେ ବି କେବେ ପିନ୍ଧନ୍ତୁ ନାହିଁ, ସ୍ୱାମୀ ଙ୍କ ଉପରକୁ ମାଡି ଆସେ ଦୁର୍ଭାଗ୍ୟ- Chanakya Niti

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଚୁଡ଼ି କୁ ବିବାହିତା ମହିଳା ମାନଙ୍କ ସୌଭାଗ୍ୟ ର ପ୍ରତୀକ ବୋଲି ମାନି ନିଆ ଯାଇଥାଏ । ପ୍ରତ୍ୟେକ ବିବାହିତା ମହିଳା ନିଜ ହାତରେ ଚୁଡ଼ି ପିନ୍ଧନ୍ତି । କାରଣ ଏହା ତାଙ୍କ ବିବାହ ର ଚିନ୍ହ ଅଟେ । ବିବାହିତା ମହିଳା ମାନଙ୍କୁ କୌଣସି ଶୁଭ ଅବସର ରେ ମଧ୍ୟ ଚୁଡ଼ି କୁ ଉପହାର ସ୍ୱରୂପ ଭେଟ କରିବାର ପରମ୍ପରା ମଧ୍ୟ ରହିଛି । ଏହି ସମ୍ବନ୍ଧରେ ବିଭିନ୍ନ ପ୍ରଶ୍ନ ମଧ୍ୟ ସମସ୍ତଙ୍କ ମନକୁ ଆସିଥାଏ ଯେ, ବିବାହିତା ମହିଳା ମାନେ କଣ ପାଇଁ ଚୁଡ଼ି ପିନ୍ଧନ୍ତି ଏକ ଏହି ପରମ୍ପରା କଣ ପାଇଁ ଆରମ୍ଭ ହୋଇଥିଲା?

ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଚୁଡ଼ି ସମ୍ବନ୍ଧରେ ଥିବା କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସମ୍ବନ୍ଧରେ କହିବୁ । ଯାହା ଜାଣିବା ଆପଣ ମାନଙ୍କ ପାଇଁ ନିହାତି ଜରୁରୀ ଅଟେ । ତେବେ ଆସନ୍ତୁ ଜାଣିବା ଏହି ସମ୍ବନ୍ଧରେ ।

୧. ବନ୍ଧୁଗଣ ଏଭଳି ଏକ ରଙ୍ଗ ରହିଛି ଯାହା ପୁରୁଷ ମାନଙ୍କୁ ବହୁତ ଶୀଘ୍ର ଆକର୍ଷିତ କରିଥାଏ ଏବଂ ସେହି ରଙ୍ଗର ଚୁଡ଼ି ଯଦି ମହିଳା ମାନେ ପରିଧାନ କରିଥାନ୍ତି ତେବେ ପୁରୁଷ ମାନେ ବହୁତ ଶୀଘ୍ର ଆକର୍ଷିତ ହୋଇଯାନ୍ତି । ତେବେ ସେହି ରଙ୍ଗ ଟି ଅନ୍ୟ କୌଣସି ରଙ୍ଗ ନୁହେଁ ବରଂ ତାହା ହେଉଛି ଲାଲ ରଙ୍ଗ ।

ଲାଲ ରଙ୍ଗ କୁ ଶୁଭ ର ପ୍ରତୀକ ବୋଲି ମାନନ୍ତି ଏବଂ ଏହା ଭଲ ପାଇବାର ମଧ୍ୟ ପ୍ରତୀକ ଅଟେ । ଯଦି କୌଣସି ମହିଳା ଏହି ରଙ୍ଗ ର ଚୁଡ଼ି ପିନ୍ଧିଥାନ୍ତି ତେବେ ପୁରୁଷ ମାନେ ତାଙ୍କ ପ୍ରତି ବହୁତ ଶୀଘ୍ର ଆକର୍ଷିତ ହୋଇଥାନ୍ତି । ପୁରୁଷ ମାନଙ୍କୁ ଲାଲ ରଙ୍ଗ ର ଚୁଡ଼ି ବହୁତ ଅଧିକ ପସନ୍ଦ ଆସିଥାଏ ।

୨. ବନ୍ଧୁଗଣ ବିବାହିତା ମହିଳା ମାନେ କେବେ ବି ମଙ୍ଗଳବାର ଏବଂ ଶନିବାର ଦିନ ଚୁଡ଼ି କିଣିବା ଆଦୋୖ ଉଚିତ ନୁହେଁ । ଏହା ସହିତ ଏହି ଦିନ ରେ ଚୁଡ଼ି ପିନ୍ଧିବା ମଧ୍ୟ ଉଚିତ ନୁହେଁ । ଏହାଦ୍ବାରା ପତି ଙ୍କ ଉପରେ ବିପଦ ଆସିଥାଏ । ପ୍ରତ୍ୟେକ ବିବାହିତା ମହିଳା ମାନଙ୍କୁ ଚୁଡ଼ି ପିନ୍ଧିବା ପୂର୍ବରୁ ମାତା ପାର୍ବତୀ ଙ୍କ ପାଖରେ ପ୍ରାର୍ଥନା କରିବା ଉଚିତ ଏବଂ ଚୁଡ଼ି ପିନ୍ଧିବା ପରେ ନିଜ ଶାଶୁ ତଥା ଘରର ଗୁରୁଜନ ମାନଙ୍କ ଠାରୁ ଆଶୀର୍ବାଦ ଗ୍ରହଣ କରିବା ଉଚିତ ।

୩. ବନ୍ଧୁଗଣ ପ୍ରତ୍ୟେକ ବିବାହିତା ମହିଳା ମାନଙ୍କୁ କେବେବି ଧଳା ବା କଳା ରଙ୍ଗର ଚୁଡ଼ି ପିନ୍ଧିବା ଆଦୋୖ ଉଚିତ ନୁହେଁ । ଏହା ଅଶୁଭ ହୋଇଥାଏ । ଏହି ରଙ୍ଗର ଚୁଡ଼ି ପିନ୍ଧିବା ଦ୍ୱାରା ପତି ଙ୍କ ଉପରେ ବିପଦ ଆସିଥାଏ ଏବଂ ଦୁର୍ଭାଗ୍ୟ ର ଆଗମନ ହୋଇଥାଏ ।

ଏହା ସହିତ ଭାଙ୍ଗି ଥିବା ଯାଇଥିବା ବା ହାଲକା ତୁଟି ଥିବା ଚୁଡ଼ି ମଧ୍ୟ କେବେବି କୌଣସି ବିବାହିତା ମହିଳା ମାନେ ଆଦୌ ପିନ୍ଧିବା ଉଚିତ ନୁହେଁ ଏବଂ କେବେବି ନିଜର ହସ୍ତ କୁ ଖାଲି ମଧ୍ୟ ରଖିବା ଉଚିତ ନୁହେଁ । ଅତିକମ୍ ରେ ଦୁଇ ରୁ ଚାରୋଟି ଚୁଡ଼ି ତ ନିହାତି ପିନ୍ଧିବା ଜରୁରୀ । ନଚେତ ହସ୍ତ ଶୂନ୍ୟ ରଖିବା ଦ୍ଵାରା ଏହା ପତି ଙ୍କ ଦୁର୍ଭାଗ୍ୟ ର କାରଣ ସାଜିଥାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button