ସ୍ୱାସ୍ଥ୍ୟ

ସବୁ ଔଷଧର ବାପା ଅଟେ ଏହି ପତ୍ର, ମାତ୍ର ୪ ଦିନ ଏହାର କେବଳ ଦୁଇଟି ଫୁଲ ପାଣିରେ ଭିଯାଇ ଖାଇ ନିଅନ୍ତୁ, ସାରା ଜୀବନ ରହିବେ ନୀରୋଗ

ନମସ୍କାର ବନ୍ଧୁଗଣ,ବନ୍ଧୁଗଣ ପରିବେଶରେ ବିଭିନ୍ନ ପ୍ରକାର ଗଛ ଦେଖିବାକୁ ମିଳିଥାଏ ।ଆଉ ତାହା ମଧ୍ୟରୁ କେତେ ଉପକାରୀ ମଧ୍ୟ ହୋଇଥାନ୍ତି ।ଆଜି ଆପଣଙ୍କୁ ଏମିତି ଏକ ଗଛ ବିଷୟରେ ଜଣେଇବାକୁ ଯାଉଛୁ ଯାହା ଆପଣଙ୍କର ଆଖ ପାଖ କେଉଁ ଠାରେ ବି ମିଳିଯାଇପାରିବ । କିନ୍ତୁ ଆମେ ଏହାର ଉପକାରୀତା ନ ଜାଣି ତାକୁ ଛିଡାଇ ଏଠି ସେଠି ପକାଇ ଦେଇଥାଉ । ଏହି ଗଛ ର ନାମ ହେଉଛି ସଦାବିହାରୀ ଓ ଏହା ବର୍ଷ ର ସବୁ ଋତୁ ରେ ହୋଇଥାଏ । ଏହାକୁ ଅଲଗା ଅଲଗା ଭାଷା ରେ ଏବଂ ନାମ ରେ ମଧ୍ୟ ଡକାଯାଇଥାଏ। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ରହି ଗଛର ଉପକାରୀତା ବିଷୟ ରେ ଅନେକ ଅଜଣା କଥା।

ବନ୍ଧୁଗଣ ମଧୁମେହ , ଏହି ରୋଗ ପାଇଁ ଏହା ବହୁତ ଉପଯୋଗୀ ହୋଇଥାଏ । ଏହାକୁ ଖାଇବା ଦ୍ୱାରା ଏହା ଇନସୁନୀଲ କୁ ନିୟନ୍ତ୍ରଣ ରଖିଥାଏ । ଏବଂ ସବୁ ସନ୍ତୁଳିତ ରଖିଥାଏ । ତେଣୁ ଏହାଦ୍ୱାରା ମଧୁମେହ ଭଲ ହୋଇଯାଇଥାଏ । । ଯଦି ଆପଣଙ୍କର ପେଟ ଜନିତ ବହୁତ ରୋଗ ହେଉଛି ଏବଂ ଆପଣ ତାକୁ ଠିକ କରିବାକୁ ଚାହୁଁଛନ୍ତି ଓ ପାଚନ କ୍ରିୟା କୁ ବି ଠିକ କରିବାକୁ ଚାହୁଁଛନ୍ତି । ତେବେ ଏହି ପତ୍ର ଆପଣଙ୍କ ପାଇଁ ଖୁବ ଉପଯୋଗୀ ହୋଇଥାଏ ।

ପେଟ ରୋଗ ହେବା ଦ୍ୱାରା ଆମକୁ ଅନେକ ଅସୁବିଧା ର ସମୁଖୀନ ହେବାକୁ ପଡ଼ିଥାଏ ଯେମିତି କି ମୋଟପଣ , ଗ୍ୟାସ ଆଦି ରୋଗ ଯଦି ମୋଟାପଣ ସରିଯିବ ତେବେ ସମସ୍ତ ପ୍ରକାର ପେଟ ରୋଗ ମଧ୍ୟ ଠିକ ହୋଇଯିବ । ଆପଣଙ୍କୁ କୌଣସି ବି ଅସୁବିଧା ର ସମୁଖୀନ ହେବାକୁ ପଡିନଥାଏ । ଉଚ୍ଚ ରକ୍ତ ଚାପ ପାଇଁ ମଧ୍ୟ ଏହା ଖୁବ ଜରୁରୀ ହୋଇଥାଏ । ଏହି ପତ୍ର ବା ଫୁଲ ର ବ୍ୟବହାର ଦ୍ଵାରା ଆପଣଙ୍କର ରକ୍ତ ଚାପ ନିୟନ୍ତ୍ରଣ କରି ହୋଇଥାଏ ।

ଯଦି ଆପଣ କୋଲେଷ୍ଟର ରୁ ବି ମୁକ୍ତି ପାଇବାକୁ ଚାହୁଁଛନ୍ତି ତେବେ ଏହାକୁ ବ୍ୟବହାର କରନ୍ତୁ । କିଡନୀ ଆଦି ସବୁ ପ୍ରକାର ରୋଗ କୁ ମଧ୍ୟ ଏହା ନିଅନ୍ତ୍ରଣ କରିଥାଏ । ଯେତେବେଳେ ଆପଣଙ୍କର କୋଲେଷ୍ଟର ନିୟନ୍ତ୍ରଣ ହୋଇଯାଏ ସେତେବେଳେ ନା ଆପଣଙ୍କୁ ହୃଦ ଘାତ ହୋଇଥାଏ ନା କିଛି ହୃଦୟ ଜନିତ କିଛି ରୋଗ । ତେବେ ଏହି ବାହାରେ ହେଉଥିବା ଏହି ଅବ୍ୟବହୃତ ଗଛ ଆପଣଙ୍କର ଏହି ତିନୋଟି ରୋଗ କୁ ଭଲ କରିଦେଇଥାଏ ।

 

ଯଦି ଆପଣ ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତି କୁ ମଧ୍ୟ ବଢାଇବାକୁ ଚାହୁଁଛନ୍ତି ତେବେ ଆପଣ ଏହାର ବ୍ୟବହାର ଦ୍ବାରା ଫଳପ୍ରଦ ଲାଭ ପାଇପାରିବେ । ବନ୍ଧୁଗଣ କ୍ୟାନ୍ସର ପାଇଁ ମଧ୍ୟ ଏହି ଗଛ ବ୍ୟବହାର ରେ ଆସିଥାଏ । ତେବେ ସମସ୍ତ ରୋଗ ପାଇଁ ଆପଣ ଏହାର ଫୁଲ ଏବଂ ପତ୍ର ର ବ୍ୟବହାର କରିପାରିବେ । ଏହାକୁ ଆପଣ ତିନି ଟି ପଦ୍ଧତି ରେ ବ୍ୟବହାର କରିପାରିବେ । ପ୍ରଥମେ ଆପଣ ଏହାର ଫୁଲ ଦୁଇଟି କୁ ରାତିସାରା ଭିଜେଇ ତା ପାଣିକୁ ସକାଳେ ପିଇ ପାରିବେ ।

ଦ୍ଵିତୀୟ ଆପଣ ଏହାର ପତ୍ର କୁ ଭଲ ଭାବରେ ଧୋଇ ଖାଲି ରେ ସକାଳୁ ଚୋବାଇ ଖାଇପାରିବେ । ତୃତୀୟ ହେଲା ଆପଣ ଏହାର ପତ୍ର କୁ ଭଲରେ ଧୋଇ ତାକୁ ପାଣିରେ ଭିଜାଇ ସକାଳେ ପାଣି କୁ ପିଇ ପତ୍ର କୁ ଚୋବେଇ ଖାଇ ମଧ୍ୟ ପାରିବେ । ଏହା ର ଅଧିକ ପ୍ରୟୋଗ ଦ୍ଵାରା ମଧ୍ୟ ଆପଣଙ୍କୁ ବହୁତ ଅସୁବିଧାର ସମୁଖୀନ ହେବାକୁ ପଡିପାରେ ତେଣୁ ଏହାକୁ ଦୁଇ ସପ୍ତାହ ବ୍ୟବହାର କରି ବନ୍ଦ କରି ଦିଅନ୍ତୁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button