ଦେଶ- ବିଦେଶ

ଯେଉଁ ଝିଅ ମାନଙ୍କର ନିଶ ରହିଥାଏ, ସେମାନେ ଏହି ବିବରଣୀ ନିଶ୍ଚିତ ଭାବରେ ପଢନ୍ତୁ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। କୌଣସି ହିନ୍ଦୁ ପରିବାରରେ ଝିଅର ଜନ୍ମ ହେବାକୁ ଅତ୍ୟନ୍ତ ଶୁଭ ମାନା ଯାଇଥାଏ। କୁହାଯାଏ କି ପରିବାରରେ ଝିଅ ଜନ୍ମ ହେବା ଦ୍ଵାରା ଦେବୀ ଲକ୍ଷ୍ମୀ ଘରକୁ ପ୍ରବେଶ କରିଥାନ୍ତି। ଝିଅ ଜନ୍ମ ହେବା ଦ୍ଵାରା ଘରକୁ ସୌଭାଗ୍ୟ ନେଇ ଆସିଥାଏ। ସମୁଦ୍ର ଶାସ୍ତ୍ର ଅନୁସାରେ ସୌଭାଗ୍ୟଶାଳୀ ସ୍ତ୍ରୀ ମାନଙ୍କର କିଛି ବିଶେଷତା ବିଷୟରେ ବର୍ଣ୍ଣନା କରାଯାଇଛି।

ଏହି ଦୁନିଆରେ ସ୍ତ୍ରୀ ମାନଙ୍କର ବହୁତ ବଡ଼ ଯୋଗଦାନ ରହିଛି। କାରଣ ସ୍ତ୍ରୀ ମାନେ ଜନ୍ମ ଦେଇ ବଂଶକୁ ଆଗକୁ ବଢାଇ ଥାଆନ୍ତି। କହିବାକୁ ଗଲେ କୌଣସି ସ୍ତ୍ରୀ ତାର ସ୍ବାମୀ ଓ ପରିବାର ପାଇଁ ସବୁକିଛି କରିବାକୁ ପ୍ରସ୍ତୁତ ରହିଥାଏ। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି ମହିଳା ମାନଙ୍କର କେଉଁ ଅଙ୍ଗ ପରିବାର ପାଇଁ ସୌଭାଗ୍ୟ ଆଣିଥାଏ, ତେବେ ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ଯେଉଁ ମହିଳା ମାନଙ୍କର ନଖ ବହୁତ ସୁନ୍ଦର ଦେଖା ଯାଇଥାଏ, ସେମାନେ ନିଜ ପରିବାର ପ୍ରତି ଅତ୍ୟନ୍ତ ଯତ୍ନଶୀଳ ହୋଇଥାନ୍ତି। ଯେଉଁ ମହିଳା ମାନଙ୍କର ପାଦର ମଧ୍ୟମା ଆଙ୍ଗୁଳି ଛୋଟ ରହିଥାଏ, ସେମାନେ ପରିବାର ପାଇଁ ଅତ୍ୟନ୍ତ ସୌଭାଗ୍ୟଶାଳୀ ହୋଇଥାନ୍ତି। ଏହି ମହିଳା ମାନେ ସବୁ କ୍ଷେତ୍ରରେ ପାରଙ୍ଗମ ହୋଇଥାନ୍ତି। ଏମାନେ ସବୁ ପ୍ରକାରର ଦାୟିତ୍ୱ ତୁଲାଇବାରେ ସମର୍ଥ ହୋଇଥାନ୍ତି। ଯେଉଁ ମହିଳା ମାନଙ୍କର ନାକ ଲମ୍ବା ହୋଇଥାଏ, ସେମାନଙ୍କ ମଧ୍ୟରେ କୌଣସି ସଙ୍କଟକୁ ମୁକାବିଲା କରିବାର କ୍ଷମତା ରହିଥାଏ।

ଯେଉଁ ମହିଳା ମାନଙ୍କର ଆଙ୍ଗୁଳି ଲମ୍ବା ହୋଇଥାଏ, ସେମାନେ ବହୁତ ବୁଦ୍ଧିମାନ ହୋଇଥାନ୍ତି ଏବଂ ତାଙ୍କୁ ପଢ଼ାପଢା ପ୍ରତି ବହୁତ ରୁଚି ରହିଥାଏ। ଏଭଳି ମହିଳା ଅଯଥା ଖର୍ଚ୍ଚ କରନ୍ତି ନାହିଁ। ଯେଉଁ ମହିଳା ମାନଙ୍କର ପାଦ ଗୋଲାପି ଓ ନରମ ହୋଇଥାଏ, ସେମାନେ ନିଜ ପ୍ରେମୀ ବା ସ୍ବାମୀଙ୍କୁ ଖୁବ୍ ଶୀଘ୍ର ସନ୍ତୁଷ୍ଟ ଓ ପ୍ରସନ୍ନ କରିଥାନ୍ତି। ଶରୀରର ବିଭିନ୍ନ ସ୍ଥାନରେ ତିଳ ରହିବାର ବିଭିନ୍ନ ଅର୍ଥ ରହିଥାଏ।

ଯେଉଁ ମହିଳାଙ୍କର ନାକ ପାଖରେ ତିଳ ରହିଥାଏ, ସେମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି। ଏହାସହିତ କାନ ପାଖରେ ତିଳ ରହିଥିବା ମହିଳା ମାନେ ବହୁତ ଜିଦିଆ ଓ କୋମଳ ହୃଦୟର ହୋଇଥାନ୍ତି। ଏମାନେ କୌଣସି କଠିନ ପରିସ୍ଥିତିରେ ସର୍ବଦା ନିଜ ପରିବାର ଲୋକଙ୍କ ସହିତ ରହିଥାନ୍ତି।

ଏବେ ଆସନ୍ତୁ ଜାଣିବା, ଯେଉଁ ମହିଳା ମାନଙ୍କର ଓଠ ଉପରେ ଚୁଟି ରହିଥାଏ, ସେମାନଙ୍କ ଭାଗ୍ୟ କିପରି ହୋଇଥାଏ। ଯେଉଁ ମହିଳା ମାନଙ୍କର ନିଶ ଅଳ୍ପ ଅଳ୍ପ ଦେଖା ଦେଇଥାଏ, ସେମାନେ ଅଳ୍ପକେ କ୍ରୋଧିତ ହୋଇ ଯାଇଥାନ୍ତି। ଏହାସହିତ ଏମାନେ ନିଜ ପରିବାର ପ୍ରତି ସମସ୍ତ ଦାୟିତ୍ୱ ବହନ କରିଥାନ୍ତି। ସାମୁଦ୍ରିକ ଶାସ୍ତ୍ର ଅନୁସାରେ ବ୍ୟକ୍ତିର ଦାନ୍ତ ମଧ୍ୟରେ ଥିବା ଫାଙ୍କାକୁ ଦେଖି ମଧ୍ୟ ବ୍ୟକ୍ତିର ପରିଚୟ ବିଷୟରେ ଜାଣି ହୋଇଥାଏ।

Related Articles

Leave a Reply

Your email address will not be published. Required fields are marked *

Back to top button