ସ୍ୱାସ୍ଥ୍ୟ

ବୟସ ଅନୁସାରେ ଏତେ ସମୟ ଶୋଇଲେ, ମଣିଷ ରୋଗମୁକ୍ତ ହେବା ସହ ଶାରୀରିକ ସମ୍ୱନ୍ଧ କରିବାର କ୍ଷମତା ବଢିଥାଏ

ବୟସ ଅନୁସାରେ କେତେ ସମୟ ଶୋଇଲେ ଶରୀର ରୋଗମୁକ୍ତ ହେବା ସହ ଶାରୀରିକ ସମ୍ୱନ୍ଧ କରିବାର କ୍ଷମତା ମଧ୍ୟ ବଢିଥାଏ । ଏହାସହ ଆପଣ ମାନେ ନିଶ୍ଚିତ ଜାଣିଥିବେ ଯେ ନିଦ ସମସ୍ତଙ୍କ ପାଇଁ ନିହାତି ଜରୁରୀ ଅଟେ, କାରଣ ଶୋଇଲେ ଥକାପଣ ଦୂର ହୁଏ ଓ ସତେଜ ଅନୁଭବ କରିଥାନ୍ତି । ତେବେ ଆସନ୍ତୁ ଜାଣିବା ବୟସ ଅନୁସାରେ କେତେ ସମୟ ଶୋଇବା ଆବଶ୍ୟକ ଓ କେତେ ସମୟ ଶୋଇବା ଦ୍ୱାରା ଶାରୀରିକ ସମ୍ୱନ୍ଧ କରିବାର କ୍ଷମତା ବୃଦ୍ଧି ପାଇଥାଏ ।

ନିୟମିତ ଭାବରେ ଠିକ ସମୟରେ ଶୋଇବା ଦ୍ବାରା ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବା ସହ ଶାରିରୀକ ଗତିବିଧି ଭଲ ଭାବରେ ପରିଚାଳନା ହୋଇଥାଏ । ୬ ରୁ ୧୩ ବର୍ଷର ପିଲାମାନେ ଦିନକୁ ୧୦ ଘଣ୍ଟା ଶୋଇଲେ ଛୁଆର ସ୍ବାସ୍ଥ୍ୟ ଭଲ ରହିଥାଏ ଏବଂ ସ୍ମରଣ ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ ।

୧୪ ରୁ ୨୧ ବର୍ଷ ପିଲାମାନେ ଦିନରେ ୯ ଘଣ୍ଟା ଶୋଇବା ଦରକାର, କାରଣ ରୋଗ ପ୍ରତିରୋଧକ ଶକ୍ତି ବଢିବା ସହ ଏହି କିଶୋର ବୟସରେ ଶାରୀରିକ ଶକ୍ତି ବୃଦ୍ଧି ମଧ୍ୟ ପାଇଥାଏ, ଏବଂ ଏହା ସହ ଶରୀର ରୋଗମୁକ୍ତ ହେବା ସହ ଶାରୀରିକ ସମ୍ୱନ୍ଧ କରିବାର କ୍ଷମତା ମଧ୍ୟ ବଢିଥାଏ ।

୨୨ ରୁ ଉର୍ଦ୍ଧ ବ୍ୟକ୍ତିମାନଙ୍କୁ ପ୍ରତିଦିନ ୮ ଘଣ୍ଟା ଶୋଇବା ଦରକାର କାରଣ ଶାରୀରିକ କିମ୍ବା ମାନସିକ ପରିଶ୍ରମରୁ ମୁକ୍ତି ମିଳିବା ସହ ଶରୀରକୁ କିଛି ଊର୍ଜା ମିଳିଥାଏ । ସାଧାରଣତଃ ପୁଅମାନେ ୧୮ ରୁ ୨୭ ବର୍ଷ ଓ ଝିଅ ମାନଙ୍କ କ୍ଷେତ୍ରରେ ୨୫ ରୁ ୩୫ ବର୍ଷ ମଧ୍ୟରେ ନିୟମିତ ଭାବରେ ଠିକ ସମୟରେ ଶୋଇବା ଦ୍ବାରା ଶରୀର ରୋଗମୁକ୍ତ ହେବା ସହ ଶାରୀରିକ ସମ୍ୱନ୍ଧ କରିବାର କ୍ଷମତା ମଧ୍ୟ ବଢିଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button