ପତ୍ନୀଙ୍କ ପାଦ କହିବ ଆପଣଙ୍କ ଭବିଷ୍ୟତ, ଜାଣନ୍ତୁ କିପରି ?

ବିବାହ ପରେ ପତି ପତ୍ନୀର ସମ୍ପର୍କ ଅତୁଟ ହୋଇଥାଏ କି ଦୁଇ ଜଣଙ୍କ ମଧ୍ୟ ରୁ ଜଣଙ୍କ ସହ କଥା ହେଲେ ଆପଣ ତାଙ୍କ ସାଥିଙ୍କ ବିଷୟରେ ଜାଣିପାରିବେ। ଏହାମଧ୍ୟ ଜ୍ୟୋତିଷ ଶାସ୍ତ୍ର ମଧ୍ୟ ଏହି କଥାକୁ ମାନିଥାଏ। ଏହି ସମ୍ପର୍କ ଏ ଭଳି ଭାବରେ ଜଡ଼ିତ ଥାଏ କି ଆପଣ ପତ୍ନୀର ପାଦ ଦେଖି ଆପଣଙ୍କର ଭବିଷ୍ୟତ ବିଷୟରେ ଜାଣିପାରିବେ। ଆପଣଙ୍କୁ ଏହି କଥା ମଜାକ୍ ଲାଗିଲେ ମଧ୍ୟ ଏହା ସତ ଅଟେ।ସାମୁଦ୍ରିକ ଶାସ୍ତ୍ର ଅନୁସାରେ ପତ୍ନୀର ପାଦ ସ୍ବାମୀର ଭବିଷ୍ୟତ ବିଷୟରେ ଦର୍ଶାଇଥାଏ। କିପରି ଆପଣ ଭବିଷ୍ୟତ ବିଷୟରେ ଜାଣିପାରିବେ ଆଜି ଆମେ ଆପଣଙ୍କୁ ଜଣାଇବୁ।
ଯଦି କିଛି ପତ୍ନୀର ପାଦ ତଳେ ଚକ୍ର,ଧ୍ବଜ,ସ୍ବସ୍ତିକ ଚିହ୍ନ ରହିଥାଏ ସେହିଭଳି ସ୍ତ୍ରୀ ସହିତ ବିବାହ କରିଥିବା ବ୍ୟକ୍ତିକୁ ରାଜ ସୁଖ ମିଳିଥାଏ।ସେମାନେ ରାଜା ଭଳି ଜୀବନ ଅତିବାହିତ କରିବେ ଏବଂ ତାଙ୍କ ସ୍ତ୍ରୀ ରାଣୀର ସମ୍ନାନ ପାଇବେ।
ଯେଉଁ ବ୍ୟକ୍ତିର ଦ୍ବିତୀୟ ପାଦର ଆଙ୍ଗୁଠି ବାକି ପାଦର ଆଙ୍ଗୁଠି ଠାରୁ ବଡ଼ ହୋଇଥାଏ, ତାଙ୍କର ବ୍ୟବହାର ବିବାହ ପୂର୍ବରୁ ଜଣାପଡ଼ି ଯାଇଥାଏ। ଏହା ଦ୍ବାରା ତାଙ୍କ ଜୀବନରେ ଶାନ୍ତି ମିଳିନଥାଏ।
ଯେଉଁ ବ୍ୟକ୍ତି ପାଦ ର ତଳ ଭାଗ ବଡ଼ ଏବଂ ପାଦର ଆଙ୍ଗୁଠି ଉପରକୁ ଯାଇଥାଏ,ସେହି ମହିଳା ସ୍ବାମୀଙ୍କ ପାଇଁ ଶୁଭ ହେବା ସହିତ ଜୀବନରେ ସଫଳତା ଓ ଖୁସି ପାଇଥାନ୍ତି।




