ଦେଶ- ବିଦେଶ

ଶରୀରରେ କୋଲେଷ୍ଟ୍ରୋଲର କେମିତି କରିବେ ଦୂର ?

ବନ୍ଧୁଗଣ ଆମ ଶରୀର ପାଇଁ କୋଲେଷ୍ଟ୍ରୋଲ ବହୁତ ଖରାପ ହୋଇଥାଏ । କିନ୍ତୁ ତା ମାନେ ନୁହେଁ କି କୋଲେଷ୍ଟ୍ରୋଲ ଆମ ଶରୀରରେ ଶୂନ୍ୟ କରି ଦେବା । କୋଲେଷ୍ଟ୍ରୋଲ ଆମ ଶରୀରର ଗୋଟେ ପାର୍ଟ ଅଟେ । ଯେଉଁ ସମୟରେ କାର୍ବୋ ହାଇଡ୍ରେଡ ବନ୍ଦ ଥାଏ ସେତେବେଳେ କୋଲେଷ୍ଟ୍ରୋଲ ଆମ ଶରୀରକୁ ଏନର୍ଜି ଦେଇଥାଏ । କୋଲେଷ୍ଟ୍ରୋଲ ଆମ ଶରୀରରେ ଷ୍ଟୋରେଜ ମେଇକାନିକାଲି ଭାବେ କାମ କରିଥାଏ ।

କୋଲେଷ୍ଟ୍ରୋଲ 2 ପ୍ରାକାରର ଯଥା ବ୍ୟାଡ କୋଲେଷ୍ଟ୍ରୋଲ ଓ ଗୁଡ କୋଲେଷ୍ଟ୍ରୋଲ । ଗୁଡ କୋଲେଷ୍ଟ୍ରୋଲ ହେଉଛି HDL ଓ ବ୍ୟାଡ କୋଲେଷ୍ଟ୍ରୋଲ ହେଉଛି LDL । ବ୍ୟାଡ କୋଲେଷ୍ଟ୍ରୋଲ ରକ୍ତ ପ୍ରବାହକୁ କମାଇଦିଏ । ମସ୍ତିସ୍କର ଅର୍ଗନକୁ ଯେଉଁ ରକ୍ତ ନଳୀ ଯାଇଥାଏ ସେଠାରେ କୋଲେଷ୍ଟ୍ରୋଲ ଅରଗେନେଜସନ ହୋଇଥାଏ । ସେଥିପାଇଁ ହାର୍ଟ ଆଟାକ ଭଳି ସମସ୍ଯା ହୋଇଥାଏ ।

କୋଲେଷ୍ଟ୍ରୋଲ କାରଣରୁ ବ୍ରେନ ସମସ୍ଯା ହୋଇଥାଏ । HDL କୋଲେଷ୍ଟ୍ରୋଲ ହେଉଛି ଯାହାର ପରିମାଣ ଅଧିକ ହେଲେ ରକ୍ତନାଳୀ ଭିତରେ ଡିପୋଜେସନକୁ କମାଇ ଦେଇଥାନ୍ତି । ଖାଦ୍ଯ ପଦରଥରେ ଲିମିଟ ନ ଥିଲେ, କାମ ନ କରି ବସି ରହିବା, ତେଲ ଜାତୀୟ ଖାଦ୍ଯ, ଆମିଷ ଖାଇବା କାରଣରୁ କୋଲ୍ସେଟ୍ରୋଲ ଅଧିକ ହୋଇଥାଏ ।

ଆଉ ଗୋଟେ ଜିନିଷ ହେଉଛି ଆଲକୋହଲ, ସିଗାରେଟ ସେବନ କରିବା ଦ୍ଵାରା କୋଲେଷ୍ଟ୍ରୋଲ ବଢିଥାଏ । ଡାଇବେଟିସ, ହାଇପର ଟେନସନ, ଡାଇବେଟିସ, ରକ୍ତଚାପ, କିଡନି, ଜେନେଟିକ ସମସ୍ଯା ବଢିବା କାରଣରୁ କୋଲେଷ୍ଟ୍ରୋଲ ବଢିଥାଏ । ଏଗୁଡାକ ମୁଖ୍ୟ କାରଣ ହୋଇଥାଏ ଆମ ଶରୀରରେ କୋଲେଷ୍ଟ୍ରୋଲ ବଢିବାର ।

କୋଲେଷ୍ଟ୍ରୋଲ ବଢିବା କାରଣରୁ ଚର୍ବି ବଢିଯାଇ ମସ୍ତିସ୍କରେ ରକ୍ତ ନଳୀରେ ବ୍ରେନ ସ୍ତୋକ କରିପାରେ ବା ଯେ କୌଣସି ଅର୍ଗାନକୁ ଡ୍ୟାମେଜ କରିପାରେ । କୋଲେଷ୍ଟ୍ରୋଲ ଜମିବା କାରଣରୁ ଲିଭରରେ ଚର୍ବି ଜମା ହୋଇ ଲିଭର ଖରାପ ହୋଇପାରେ । ଏମିତିକି ଆଖି ବି ଖରାପ ହୋଇପାରେ । ରକ୍ତନାଳୀ ଭିତରେ କୋଲେଷ୍ଟ୍ରୋଲ ହେଲେ ଅଧିକ ସମସ୍ଯା ହୋଇଥାଏ ।

କୋଲେଷ୍ଟ୍ରୋଲ ନିୟନ୍ତ୍ରଣ କରିବା ପାଇଁ ଯେତେ କମ ପରିମାଣର ତେଲ ବ୍ୟବହାର କରିଥାଏ । ଯେତିକି ଦରକାର ସେତିକି ତେଲ ବ୍ୟବହାର କରିବା ଉଚିତ । ଏକ୍ସସାଇଜ, ଡାଏଟ କରି କୋଲେଷ୍ଟ୍ରୋଲ କମ କରି ହେବ । ଖାଦ୍ଯରେ ସଂଯମତା ରକ୍ଷା କରିବାକୁ ହେବ । ଯଦି କାହାର ଡାଇବେଟିସ, ବ୍ଲଡ଼ ପ୍ରେସର ଅଛି ତେବେ ତାହାକୁ ନିୟନ୍ତ୍ରଣ କରିଲେ କୋଲେଷ୍ଟ୍ରୋଲ କମ ହୋଇ ପାରିବ ।

ନ ହେଲେ ଏଥିପାଇଁ ମେଡ଼ିସିନ ନେବାକୁ ପଡିବ । ବାଦାମ, କାଜୁ, ଆମିଷ ଖାଇବା ଦ୍ଵାରା କୋଲେଷ୍ଟ୍ରୋଲ ଅଧିକ ବଢିଥାଏ । ଫଳ, ପରିବାର ବ୍ୟବହାର ଅଧିକ କରିବା ଉଚିତ । ହାଇ ପ୍ରୋଟିନ ଡାଏଟ ବ୍ୟବହାର କରିବା ଉଚିତ । ଏ ସବୁ ଜିନିଷ କୋଲେଷ୍ଟ୍ରୋଲ ନିୟନ୍ତ୍ରଣ କରିବାର ସବୁଠାରୁ ଭଲ ଉପାୟ ଅଟେ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଏପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Related Articles

Leave a Reply

Your email address will not be published. Required fields are marked *

Back to top button