ଦେଶ- ବିଦେଶ

କାହିଁକି ଶାରୀରିକ ସମ୍ପର୍କ କରିବାକୁ ସଂକୋଚ କରିଥାନ୍ତି ମହିଳା? ଜାଣନ୍ତୁ ଏହାର ୭ଟି ବଡ଼ କାରଣ

ପ୍ରାୟତଃ ପୁରୁଷଙ୍କ ପରି ମହିଳାମାନେ ସେକ୍ସ ପ୍ରତି ସେତେ ଆଗ୍ରହ ପ୍ରକାଶ କରନ୍ତି ନାହିଁ । ଯଦିଓ କିଛି ରିପୋର୍ଟ ଅନୁଯାଇ ପୁରୁଷଙ୍କ ତୁଳନାରେ ମହିଳାମାନଙ୍କର ସେକ୍ସ କରିବାକୁ ଇଚ୍ଛା ଅଧିକ ରହିଥାଏ ବୋଲି ଜଣାଯାଏ । ତଥାପି କିଛି ମହିଳାଙ୍କ ଠାରେ କାମନା ଇଚ୍ଛାର ଅଭାବ ଦେଖିବାକୁ ମିଳିଥାଏ । ସେକ୍ସ କରିବାକୁ ଇଚ୍ଛା ପ୍ରକାଶ କରୁନଥିବା ମହିଳାଙ୍କ ଠାରେ ହାଇପୋଏକ୍ଟିଭ୍ ଡିଜାୟର ଡିସଅର୍ଡର (HSDD) ସିଣ୍ଡ୍ରୋମ୍ ଦେଖିବାକୁ ମିଳିଥାଏ ।

ସାଧାରଣତଃ ମହିଳାମାନଙ୍କ ଠାରେ କାମ ଇଚ୍ଛାର ହ୍ରାସ, ଯୌନ ସମ୍ପର୍କ ସ୍ଥାପନ କରିବା ପ୍ରୟାସର ଅଭାବ, ଅର୍ଗାଜମ୍ ହାସଲ କରିବାରେ ସମସ୍ୟା ଇତ୍ୟାଦି ଲକ୍ଷଣ ଦେଖିବାକୁ ମିଳିଥାଏ । ଯାହା ପଛରେ କିଛି କାରଣ ରହିଥାଇ ପାରେ ଯେପରିକି :-

Barbie: Watch For Free
Casual Dating: 100% FREE

୧. ବୟସ ବୃଦ୍ଧି ହେତୁ ସେକ୍ସୁଆଲ ହରମୋନର ହ୍ରାସ

୨. ଶରୀରରେ ସେକ୍ସୁଆଲ ହରମୋନର ପରିବର୍ତ୍ତନ

୩. ଋତୁସ୍ରାବ ଏବଂ ଚିନ୍ତା

୪. ସାଥି ସହିତ ସମସ୍ୟା

୫. ଯୌନାଙ୍ଗରେ ଆଘାତ

୬. ଗର୍ଭଧାରଣ ଏବଂ ସ୍ତନ୍ୟପାନ କରାଇବା

ନିମ୍ନଲିଖିତ କିଛି ଟିପ୍ସକୁ ବ୍ୟବହାର କରି ମହିଳାମାନେ ନିଜ ଯୌନ ଇଚ୍ଛା ଏବଂ ଯୌନ ସ୍ୱାସ୍ଥ୍ୟକୁ ସୁଧାରିପାରିବେ ।

୧. ନିୟମିତ ଭାବରେ ବ୍ୟାୟାମ କରିବା । ଏଭଳି କରିବା ଦ୍ୱାରା ଶରୀରର ଗଠନ ଉନ୍ନତ ହେବା ସହିତ ନିଜକୁ ଆତ୍ମବିଶ୍ୱାସ ଆସିଥାଏ । ଯାହାଫଳରେ ଶରୀରରେ ଯୌନ ସମ୍ୱନ୍ଧ ପାଇଁ ଆବଶ୍ୟକ ହରମୋନର ସ୍ତର ବଢିବାକୁ ଲାଗିଥାଏ ।

୨. ପତିପତ୍ନୀଙ୍କ ମଧ୍ୟରେ କୌଣସି ପ୍ରକାର ମତଭେଦ ରହିଥିଲେ । ତୁରନ୍ତ, କଥା ହୋଇ ଏହାକୁ ସମାଧାନ କରନ୍ତୁ । ଏହା କରିବା ଦ୍ୱାରା ସେକ୍ସ ଲାଇଫ୍ ମଧ୍ୟ ଉନ୍ନତ ହୋଇଥାଏ ।

୩. ମହିଳାମାନେ କୌଣସି ପ୍ରକାର ଚାପରେ ରହୁଥିଲେ । ତୁରନ୍ତ, ଷ୍ଟ୍ରେସ୍ ମ୍ୟାନେଜମେଣ୍ଟ କୋର୍ସ ବ୍ୟବହାର କରନ୍ତୁ ଏହା ଦ୍ୱାରା ଯୌନ ଜୀବନରେ ସୁଧାର ଆସିପାରେ ।

Related Articles

Leave a Reply

Your email address will not be published. Required fields are marked *

Back to top button