ଦେଶ- ବିଦେଶ

ସ୍ଵାମୀ ଓ ସ୍ତ୍ରୀଙ୍କର ଏହି ଭୁଲ ଛୋଟିଆ ପାଇଁ ଜନ୍ମ ହୁଅନ୍ତି ଯାଆଁଳା ପିଲା, ଜାଣନ୍ତୁ ଏହାର କାରଣ

ଆପଣମାନେ ନିଶ୍ଚୟ ଦେଖିଥିବେ ଯାଆଁଳା ଶିଶୁମାନଙ୍କୁ । ଯାଆଁଳା ଶିଶୁ ଜନ୍ମ ହେବା ଏକ ସାଧାରଣ କଥା ହୋଇ ଗଲାଣି । ଯଦି ଆପଣ ଏହି ଭୁଲ କାମ କରୁଛନ୍ତି ତେବେ ଆପଣମାନଙ୍କର ଯାଆଁଳା ଶିଶୁ ଜନ୍ମ ଗ୍ରହଣ କରିଥାନ୍ତି । ତେବେ ଆସନ୍ତୁ ଜାଣିବା ସେହି ଭୁଲ ଗୁଡିକ କଣ ଅଟେ । ତେବେ ଆପଣମାନେ ଦେଖୁଥିବେ କେଉଁଠି ଏକାଭଳିର ଶିଶୁ ହେଇଥିଲା ବେଳେ ଆଉ କେଉଁଠି ଭିନ୍ନ ଭିନ୍ନ ରୂପର ହୋଇଥାନ୍ତି ।

ଆପଣମାନେ ଶୁଣିଥିବେ ଗାଁ ଗହଳିରେ କୁହାଜାଏ ଯଦି ଏକ ମହିଳା ଗର୍ଭଧାରଣ ପୂର୍ବରୁ କିଛି ଯାଆଁଳା ଫଳ ଖାଇଲେ, ତାଙ୍କର ଯାଆଁଳା ଶିଶୁ ଜନ୍ମ ଗ୍ରହଣ ହୋଇଥାଏ । କିନ୍ତୁ ବୈଜ୍ଞାନିକମାନେ ଅନେକ ପରୀକ୍ଷା ପରେ ଏହାର କାରଣ ଜଣାଇଛନ୍ତି । କେଉଁ କାରଣ ପାଇଁ ଗୋଟେ ଶୂକ୍ରାଣୁ ଦୁଇ ଭାଗରେ ବିଭକ୍ତ ହୋଇ ଦୁଇଟି ଭ୍ରୁଣ ର ରୂପ ନେଇଥାଏ ଓ ଯାଆଁଳା ସନ୍ତାନ ଜନ୍ମ ଗ୍ରହଣ ହୋଇଥାଏ ।

Find a girl! 100% Free website!
Best Forex Broker!

1 – ପ୍ରଥମ କାରଣ ହେଉଛି ଯେଉଁ ମହିଳା ମାନେ ଅଧିକ ମାତ୍ରାରେ ଗର୍ଭ ନିରୋଧକ ବଟିକା ଖାଇଥାନ୍ତି ଓ ଅଧିକ ଥର ଗର୍ଭପାତ କରିଥାନ୍ତି ସେମାନଙ୍କ ଠାରେ ଯାଆଁଳା ଶିଶୁ ଜନ୍ମ ଗ୍ରହଣ କରିଥାନ୍ତି । କାରଣ ସେମାନେ ଗର୍ଭନିରୋଧକ ଔଷଧ ସେବନ କରିବା ଦ୍ଵାରା ସେମାଙ୍କ ଶରୀରରେ ଫଳିକାଲ ଶିମୋଲାଇଟିଙ୍ଗ ହରମନର ମାତ୍ରା କମିଯାଏ । ଯାହା ଫଳରେ ଶୂକ୍ରାଣୁର ଦୁତୀୟ ଅଣ୍ଡୋକୋଷ ସୃଷ୍ଟି ହୋଇଥାଏ । ଯାହା ଫଳରେ ଦୁଇଟି ସନ୍ତାନ ଜନ୍ମ ଗ୍ରହଣ କରନ୍ତି ।

2 – ଦ୍ଵିତୀୟ ରେ ହେଉଛି ଯଦି ଆପଣଙ୍କ ପରିବାରରେ କେହି ଯାଆଁଳା ଶିଶୁ ଜନ୍ମ ଗ୍ରହଣ କରିଛନ୍ତି ତାହାଲେ ଆପଣଙ୍କର ଯାଆଁଳା ଶିଶୁ ଜନ୍ମ ହେବାର ବହୁତ ଆଶଙ୍କା ରହିଥାଏ ।

3 – ତୃତୀୟରେ ହେଉଛି ଯଦି ଆପଣ ପ୍ରତ୍ୟକ ଦିନ ଆମିଷ ଖାଇଥାନ୍ତି ତାହାଲେ ଆପଣଙ୍କର ଯାଆଁଳା ଶିଶୁ ଜନ୍ମ ଗ୍ରହଣ ହୋଇଥାଏ । ଯଦି ଆପଣ ମୋଟା ହୋଇଥାନ୍ତି କିମ୍ବା ଡେଙ୍ଗା ହୋଇଥାନ୍ତି ତାହାଲେ ଆପଣଙ୍କର ଯାଆଁଳା ଶିଶୁ ହୋଇଥାଏ । କାରଣ ଏହି ମହିଳା ମାନଙ୍କ ଶରୀରରେ ହରମୋହନ ଅଧିକ ପରିବର୍ତନ ଦେଖିବାକୁ ମିଳିଥାଏ । ସେଥିପାଇଁ ଆପଣଙ୍କର ଯାଆଁଳା ଶିଶୁ ଜନ୍ମ ଗ୍ରହଣ ହୋଇଥାନ୍ତି ।

4 – ଚତୁର୍ଥରେ ହେଉଛି ଯାଆଁଳା ଶିଶୁ ଜନ୍ମ ହେବାର କାରଣ ହେଉଛି ସେହି ସ୍ଥାନ ଓ ପରିବେଶ । ଆମ ପୃଥିବେରେ ସବୁଠାରୁ ଅଧିକ ମାତ୍ରାରେ ଆଫ୍ରିକାରେ ଯାଆଁଳା ଶିଶୁ ଜନ୍ମ ଗ୍ରହଣ କରନ୍ତି କାରଣ ସେଠିକାର ଜଳବାୟୁ ଓ ପରିବେଶ ଅଧିକ ବାତାବରଣ ହୋଇଥାଏ ସେଥିପାଇଁ ସେଯାଗାରେ ଅଧିକ ଯାଆଁଳା ଶିଶୁ ଜନ୍ମ ଗ୍ରହଣ କରିଥାନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button