ସ୍ୱାସ୍ଥ୍ୟ

80 ବର୍ଷ ପର୍ଯ୍ୟନ୍ତ ଆଁଠୁ ଗଣ୍ଠି ଫିଟ ରହିବ, କେବଳ 1 ଗ୍ଳାସ ପିଅନ୍ତୁ…

ସେହି କାରଣରୁ ଗଣ୍ଠି ଓ ହାଡ ଦୁର୍ବଳ ହୋଇଥାଏ । ଶରୀରର କୌଣସି ଅଙ୍ଗରେ ଏହି ସମସ୍ଯା ଦେଖାଯାଏ । ତେଣୁ ଆଁଠୁ ରୁ ଏହାର ଆରମ୍ଭ ହୋଇଥାଏ । ଓଜନ ଅଧିକ ହେବ ମଧ୍ୟ ଆଁଠୁ ଗଣ୍ଠି ବିନ୍ଧାର ପ୍ରମୁଖ କାରଣ ହୋଇଥାଏ । ଅନେକ ଥର ଆଁଠୁ ରେ ଗିରିଶ କମ ହୋଇଯିବ ଅମଧ୍ୟ ଆଁଠୁ ଗଣ୍ଠି ବିନ୍ଧର କାରଣ ହୋଇଥାଏ । ଆଁଠୁ ରେ ଗ୍ଯାପ ହେବା କାରଣରୁ ଆଁଠୁ ର ହାଡ ପରସ୍ପର ସହ ରଗଡିଥାଏ ଯାହା ଅଧିକ ପେନଫୁଲ ହୋଇଥାଏ ।

ତେବେ ଏହି ସମସ୍ଯା ଦୂର କରିବା ପାଇଁ ଆସନ୍ତୁ ଜାଣିବା ଏକ ରେମେଡି ବିଷୟରେ । ଏହି ରେମେଡି ବଣାଇବା ପାଇଁ ଆବଶ୍ୟକ ରହିଛି 50 ଗ୍ରାମ ମେଥି, 50 ଗ୍ରାମ ଜୀରା, 50 ଗ୍ରାମ ସୁଣ୍ଠି ପାଉଡର ଓ 25 ଗ୍ରାମ ଗୋଲମରୀଚ । ଏହି ସବୁ ସାମଗ୍ରୀ କୁ ଭଲ ଭାବେ ପାଉଡର ପ୍ରସ୍ତୁତ କରନ୍ତୁ । ଏହା ପରେ ଏହାକୁ ଛାଣି ନିଅନ୍ତୁ । ଏହାକୁ ଆପଣ କାଚ ଜାର ରେ ଷ୍ଟୋର କରି ରଖିପାରିବେ ।

ଏହି ଗୁଣଦାର ଏକ ଚାମଚ ଗରମ ପାଣି ରେ ମିଶିଆ ଏହାର ସେବନ ଦିନକୁ 2 ଥର କରିବାକୁ ହେବ । ସକାଳୁ ଜଳଖିଆ ଖାଇବାର ଅଧ ଘଣ୍ଟା ପରେ ଓ ରାତି ରେ ଖାଦ୍ୟ ଖାଇବାର ଅଧ ଘଣ୍ଟା ପରେ ଏହାର ସେବନ କରନ୍ତୁ । ଏହା ପିଇବାକୁ ଅଳ୍ପ ରାଗ ଲାଗିପାରେ । ସେଥିପାଇଁ ଆପଣ ଏଥିରେ ଏକ ଚାମଚ ମହୁ ବା ଗୁଡ ଆଡ କରି ପାରିବେ । ଏହି ରେମେଡି ଆଁଠୁ ଗଣ୍ଠି ର ଯନ୍ତ୍ରଣା କମ କରିବ ।

ଏହା ସହ ଫୁଲା କମ କରିବ , ଗିରିଶ କୁ ପୂରଣ କରିବ । ଏହା ଦ୍ଵାରା ଚାଲିବା ବୁଲିବା ସାହାର୍ଯ୍ୟ କରିବ । ଏହି ରେମେଡି କୁ ନିହାତି 40 ଦିନ ଯାଏଁ ଲଗାତାର ସେବନ କରନ୍ତୁ । ଏହା ସହ ଯଦି ଆପଣଙ୍କର ଓଜନ ଅଧିକ ଅଛି ତେବେ ଓଜନ କମାଇବା ଉଚିତ । ଏହା ଛଡା କ୍ଷୀର ସେବନ କରିବା ଦ୍ଵାରା ଶରୀରରେ କ୍ୟାଲସିୟମର ଅଭାବ ପୂରଣ ହୋଇଥାଏ ।

ଆଁଠୁ ବିନ୍ଧା ସମସ୍ଯା ଥିଲେ ସଂପୂର୍ଣ୍ଣ ରୂପେ ଚାଲିବା ବୁଲିବା ବନ୍ଦ କରିବା ଉଚିତ ନୁହେଁ । ସାଇକେଲିଙ୍ଗ କରିବା ଦ୍ଵାରା ଆଁଠୁ ଉପରେ କମ ପ୍ରେସର ପଡେ । ଏହା ସହ ସ୍ଵୀଲିଙ୍ଗ ମଧ୍ୟ କରି ପାରିବେ । ତେବେ ଏହି ସବୁ କଥା ପ୍ରତି ଧ୍ୟାନ ଦେଲେ ଆଁଠୁ ଗଣ୍ଠି ବିନ୍ଧା ସମସ୍ଯା ରୁ ମୁକ୍ତି ପାଇ ହେବ ।

Related Articles

Leave a Reply

Your email address will not be published. Required fields are marked *

Back to top button