ସ୍ୱାସ୍ଥ୍ୟ

ଅର୍ଶ ( Piles ) କୁ ମୂଳରୁ ଭଲ କରିଦେବ ଏହି ଘରୋଇ ଉପାୟ

ଠିକ ସେ ଖାଇବା ନ ଖାଇଲେ ଆମେ ସୁସ୍ଥ ରହି ଥାଉ । ମାତ୍ର ଆମେ ଯଦି ଦେଖିବା ପାଇଁ ଯିବା ତ ଆମେ ଜାଣି ପାରିବା କି ଆମେ ଜଦି ଠିକ ସେ ଖାଇବା ନ କାହିବା ତେବେ ଆମର ପେଟ ଗରମ ହୋଇ ଯାଇ ଥାଏ । ତେବେ ଆମ ପାଇଁ ଅସୁବିଧା ହୋଇ ଯାଇଥାଏ । ତେବେ ଏହାକୁ କମ କରିବା ପାଇଁ ଆମେ ଅନେକ ପ୍ରକାର ଉପାୟ ଆପଣେଇ ଥାଉ । ଆଜି ଆମେ ଏହି ଭଳି ଏକ ଘରୋଇ ଉପଚାର ଯାହା ଦ୍ଵାରା ଆମେ ସୁସ୍ତ୍ଥ ହୋଇ ପାରିବା ଖୁବ ଶୀଘ୍ର ।

ଆମେ ଏହାକୁ କିଭଳି ବନାଇବା ଓ କେଉଁ ପ୍ରକାର ଅର୍ଶ ଏହା ଭଲ କରିଥାଏ । ନିମ୍ବ ଏହାକୁ ଆମେ ବିଭିନ୍ନ ପ୍ରକାର ଔଷଧ ବନେଇବା ରେ ବ୍ୟବହାର କରିଥାଉ । ଏହାକୁ ଆମେ ପାଚିବା ଆଗରୁ ଆଣିବା ପାଇଁ ପଡିବ । ନିମ୍ବ ଫଳ ବର୍ଷା ଋତୁ ରେ ପାଚି ଯାଇଥାଏ ।

ଏହା ପାଇଁ ଆମେ ନିମ୍ବ ଫଳ ନେବା ଏହା କଞ୍ଚା ଫଳ  ହେଲେ ଅଧିକା ଭଲ । ଯେଉଁ ମାନଙ୍କ ଅର୍ଶ ବାହାରକୁ ବ୍ବାହାରୀ ଯାଇଆ ଥାଏ ତାଙ୍କ ପାଇଁ ଏହା ରାମବାଣ ଔଷଧ ଥାଏ । ଅର୍ଶ ଯଦି ଅଧିକା ଦିନର ହୋଇ ଯାଇଛି ତେବେ ଏହା  ଆପେ ଆପେ ଶୁଖିକି ଝଡି ଜୀବ ।

ଆପଣ 50 ଗ୍ରାମ ନିମ୍ବ ଫଳ ଆଣିବେ ।   ଯେଉଁ ମାନଙ୍କୁ ଚର୍ମ ରୋଗ ଅଛି ସେମାନେ ଏହାକୁ କଞ୍ଛା ଚୋବାଇକି ଖାଈ ପାରିବେ । ଏହାକୁ ଆପଣ ସବୁ ଦିନ ଚୋବାଇକି ଖାଇବା ଭଲ ହୋଇ ଥାଏ । ଆପଣ ଏହାକୁ ଭଲ ଭାବେ ବାଟି ନିଅନ୍ତୁ । ଏହାକୁ ଆପଣ ଭଲ ଭାବେ ଗ୍ରାଇଣ୍ଡ କରିବେ ।

ଆପଣ ଏହାକୁ କର୍ପୁର ସହ ମିଶାଇବେ କିନ୍ତୁ ଏହାକୁ ଆପଣ ସେମିତି ଛାଡି ଦିଅନ୍ତୁ ନି ଏହା ମଧ୍ୟରେ ଆପଣ ପାଣି ମିଶାଇ ଦେବା । ଆପଣ ଏହା କୁ ଛାଣି ନିଅନ୍ତୁ । ଆପଣ ଯଦି ଭାବୁ ଛନ୍ତି ଏହାର ରସ କମ ଲାଗୁଛି ତେବେ ଆପଣ ଆଉ କିଛି ନିମ୍ବ ଫଳ ଆଣିକି ଏହାକୁ କୁଟିକି ଏହାର ରସ କାଢି ନେବେ ।

ଏହାର ରସ କ୍ଷୀର ଭଳି ଦେଖିବା ପାଇଁ । ଏହାକୁ ନିମ୍ବୂଳୀ ରସ କୁହାଯାଏ । ଆପଣ ଏହାକୁ ଖାଇବେ ନି । ଆପଣ ଏହାକୁ ଲଗାଇବେ । ଆପଣ ଏହାକୁ ତୁଳା ସାହାଯ୍ୟରେ ଏହାକୁ ଅର୍ଶ ରେ ଲଗାଇବା ଭଲ ହେବ । ଆପଣ ଦେଖିବେ ଏହା ଶୁଖିକି ଝଡି ଜୀବ ନିଶ୍ଚିତ ଭାବେ ।

ଯଦି ଏହା କୁ ଆପଣ ଅଧିକା କରିକି ରଖିବା ପାଇଁ ଚାହୁଁ ଛନ୍ତି । ତେବେ ଆପଣ ଏହାକୁ ଏକ ସପ୍ତାହ ପାଇଁ ପ୍ରସ୍ତୁତ କରୀ ପାରିବେ ତା ଠାରୁ ଅଧିକା ଲାମ୍ବା ସମୟ ଯାଏ ରଖିବା ଭଲ ନୁହେଁ । ତେବେ ଏହାର ବ୍ୟବହାର ଆପଣ ଦେଖିକି କରିବେ ଅର୍ଶ କୁ ଭଲ ଭାବେ ସଫା କରିବା ପରେ ଏହାର ବ୍ୟବହାର କରିବେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button