ସ୍ୱାସ୍ଥ୍ୟ

ରୋଗ ପ୍ରତିରୋଧକ ଶକ୍ତି ଯୋଗାଇଥାଏ ତମ୍ବା

ଏକ ପୁରାତନ ଧାତୁ ଭାବରେ ବିବେଚନା କରାଯାଏ । ଆମ ପୁର୍ବପୁରୁଷମାନେ ମଧ୍ୟ ଏହାର ବ୍ୟବହାର କରୁଥିଲେ । ତମ୍ବା ଏକ ପୁରାତନ ଧାତୁ ଭାବରେ ବିବେଚନା କରାଯାଏ । ପୁର୍ବପୁରୁଷମାନେ ତମ୍ବା ପାତ୍ରରେ ଖାଦ୍ୟ ଓ ପାନୀୟ ବ୍ୟବହାର କରୁଥିଲେ । ଏହାର ପ୍ରତିରୋଧକ ଶକ୍ତି ବୃଦ୍ଧି ଓ ସକାରତ୍ମକ ଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇଥାଏ । ଏଥିରେ ରକ୍ତ ଶୁଦ୍ଧି କରିବାର କ୍ଷମତା ରହିଛି ଏଥିସହ ରକ୍ତ ସଂଚାଳନକିୁ ବୃଦ୍ଦି କରିବାରେ ସାହାର୍ଯ୍ୟ କରିଥାଏ । ଏହା ଆମ ହୃତପିଣ୍ତକୁ ମଧ୍ୟ ସୁସ୍ଥ ରଖିଥାଏ । ହୃଦଘାତ ଓରକ୍ତଚାପ ଭଳି ସମସ୍ୟାରେ ପୀଡିତ ଥିବା ବ୍ୟକ୍ତି ମାନଙ୍କ ପାଇଁ ଏହା ଲାଭଦାୟକ ହୋଇଥାଏ । ଏହା ଶରୀରର କୋଲଜେନ୍ ଏଲ୍ଷ୍ଟିନ୍ ଓ ଅନ୍ୟ ଫାଇବରରୁ ଉନ୍ନତ କରେ । ଗଣ୍ଠି ଯନ୍ତ୍ରଣା ରୁ ଆରମଦୟକ ହେବା ସହ ହାଡକୁ ସୁସ୍ଥ ମଧ୍ୟ ରଖିଥାଏ । ଏଥିସହ ଚର୍ମ ଓ କେଶକୁ ସତେଜ ରଖିବାରେ ସାହାର୍ଯ୍ୟ କରିଥାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button