ସ୍ୱାସ୍ଥ୍ୟ

ମାତ୍ର 15 ମିନିଟ ରେ ହାତ, ଗୋଡ, ଆଣ୍ଠୁ ଗଣ୍ଠି ଓ ଅଣ୍ଟାବିନ୍ଧା ସବୁ ଦିନ ପାଇଁ ଗାୟବ ହେଇଯିବ, କରନ୍ତୁ ଏହି ଉପାୟ

ନମସ୍କାର ବନ୍ଧୁଗଣ । ଆଜିର ସମୟ ରେ ଅଧିକାଂଶ ଲୋକ ମାନଙ୍କ ଠାରେ ଗଣ୍ଠି ଜନିତ ସମସ୍ଯା ଦେଖା ଦେବା ଦେଉଛି । ଏହା ବିଭିନ୍ନ ପ୍ରକାରର କାରଣ ମାନଙ୍କ ରୁ ହେବାର ଦେଖା ଯାଇଥାଏ । କିନ୍ତୁ ମୁଖତଃ ଏହା ଶରୀର ରେ କ୍ୟାଲସିୟମ ର ଅଭାବ ରୁ ହେବାର ଦେଖା ଯାଇଥାଏ । ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ ଏକ ଏପରି ଘରୋଇ ଉପଚାର ଯାହାର ସାହାର୍ଯ୍ୟ ଆରେ ଆପଣ ଆଣ୍ଠୁ ବିନ୍ଧା, ଅଣ୍ଟା ବିନ୍ଧା ତଥା ପାଦ ରେ କଷ୍ଟ ଭଳି ସମସ୍ତ ସମସ୍ଯା ରୁ ମୁକ୍ତ ହୋଇ ପାରିବେ ।

ବନ୍ଧୁଗଣ ଆଜିର ଏହି ଉପଚାର ଟି ଆପଣ ଅତି ହିଁ ସହଜରେ ନିଜ ଘରେ ପ୍ରସ୍ତୁତ କରି ପାରିବେ । ଏହା ପାଇଁ ଆପଣଙ୍କୁ ଆବଶ୍ୟକ ପଡିବ କିଛି ଗୋଲ ମରୀଚ ର ଯାହା ଆପଣଙ୍କୁ ଅତି ସହଜରେ ନିଜ ଘରର ରୋଷେଇ ଘରୁ ମିଳିଯିବ । ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କୁ ବଢାଇବାରେ ସାହାର୍ଯ୍ୟ କରିଥାଏ ।

ଯଦି 2 ରୁ 3 ତି ଗୋଲମରୀଚ କୁ ଗୁଣ୍ଡ କରି କ୍ଷୀର ରେ ପକାଇ ପିଲା ମାନଙ୍କୁ ଖାଇବାକୁ ଦିଆଯାଏ, ତେବେ ଏହା ଶରୀର ରେ ଥିବା ଥଣ୍ଡା ଓ କାସ କୁ ଦୂର କରି ଦେଇଥାଏ । ଆଜିର ଏହି ଉପଚାର ଟିକୁ ପ୍ରଶ୍ରତୁତ କରିବା ପାଇଁ ଆପଣ ସର୍ବ ପ୍ରଥମେ 5 ରୁ 10 ଟି ଗୋଲ ମରୀଚ କୁ ଭଲ ଭାବରେ ଗୁଣ୍ଡ କରି ନିଅନ୍ତୁ। ଏହା ପରେ 1 ଇଞ୍ଚ ର ଏକ ଅଦା କୁ ଭଲ ଭାବରେ ଘୋରି କଇର ନେଇ ନିଅନ୍ତୁ ।

ବନ୍ଧୁଗଣ ଆପଣ ଏଠାରେ ଚାହିଁଲେ ଅଦା ର ପରିବର୍ତ୍ତେ ଅଧ ଚାମଚ ସୁଣ୍ଠି ପାଉଡର ର ମଧ୍ୟ ନେଇ ପାରିବେ । ପ୍ରଥମେ ଆପଣ ଗ୍ୟାସରେ ଏକ ପାତ୍ର ବସାଇ ସେଥିରେ ଏକ ଗ୍ଳାସ କ୍ଷୀର ଦିଅନ୍ତୁ । କ୍ଷୀର ଉଷୁମ ହେଲା ପରେ ସେଥିରେ କରି ରଖିଥିବା ଗୋଲମରୀଚ ଗୁଣ୍ଡ ତଥା ଅଦା କୁ ଦେଇ ଦିଅନ୍ତୁ ।

ଏହା ପରେ ସେଥିରେ ଚିମୁଟାଏ ହଳଦୀ ଗୁଣ୍ଡ ପକାଇ ଫୁଟିବାକୁ ଛାଡି ଦିଅନ୍ତୁ । ବନ୍ଧୁଗଣ ଦଇବେଟିଶ ବ୍ୟକ୍ତି ଙ୍କ ବ୍ଯତୀତ ଅନ୍ୟ ମାନେ ଏହାକୁ ମିଠା କରିବା ପାଇଁ ଏଥିରେ କିଛି ଗୁଡ ମିଶାଇ ପାରିବେ । କିନ୍ତୁ ମନେରଖନ୍ତୁ, ଆପଣ ଏଠାରେ ଚିନି ର ପ୍ରୟୋଗ ଆଦୌ କରିବେ ନାହିଁ ।

କିଛି ସମୟ ଭଲ ଭାବରେ ଏହା ଫୁଟିଗଲା ପରେ ଏହାକୁ ଗ୍ଯାସ ଉପରୁ କାଢି ଆଣି ତାହାକୁ ଏକ ଗ୍ଳାସ ରେ ଛାଣି ନିଅନ୍ତୁ । ବର୍ତ୍ତମାନ ଡ୍ରିଂକ୍ସ ଟି ବନି ପ୍ରସ୍ତୁତ ହୋଇ ଯାଇଛି । ଆପଣ ଏହି ଡ୍ରିଂକ୍ସ ଟିକୁ ରାତିରେ ଶୋଇବା ପୂର୍ବରୁ ସେବନ କରିବେ ।

ଏହି ପରି ମାତ୍ର 15 ଦିନ ସେବନ କରିବା ପରେ ଆପଣ ଦେଖି ପାରିବେ କି ଆପଣ ଙ୍କର ଗଣ୍ଠି ଯନ୍ତ୍ରଣା ପାଦ ଯନ୍ତ୍ରଣା ସବୁ କିଛି ଦୂର ହୋଇ ଯାଇଥିବ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋଷ୍ଟ ଟି ଭଲ ଲାଗିଥିଲେ, ଆପଣ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ

Related Articles

Leave a Reply

Your email address will not be published. Required fields are marked *

Back to top button