ସ୍ୱାସ୍ଥ୍ୟ

ଏହି ଚାରୋଟି ଜିନିଷକୁ ଖାଇ ତୁରନ୍ତ ପାଣି ପିଅନ୍ତୁ ନାହିଁ, ହୋଇପାରେ ହୋଇପାରେ ବଡ କ୍ଷ-ତି

ଶରୀରକୁ ସ୍ଵସ୍ଥ ରଖିବା ପାଇଁ ଖାଦ୍ଯପେୟ ସଠିକ ହେବା ଆବଶ୍ୟକ ଅଟେ। ଶକ୍ତିଶାଳୀ ଶରୀର ଆପଣଙ୍କୁ ସମସ୍ତ ରୋଗରୁ ରକ୍ଷା କରିବାରେ କାମ ଆସିବ। ଖାଇବା ସହିତ ପାଣି ମଧ୍ୟ ଶରୀର ପାଇଁ ସେତିକି ଉଚିତ ଅଟେ, କାରଣ ଏହା ଆପଣଙ୍କର ଶରୀରକୁ ହାଇଡ୍ରେଟ କରି ରଖିଥାଏ, ଏହା ସହିତ ବି-ଷାକ୍ତ ତତ୍ଵକୁ ଶରୀରରୁ ବାହର କରିବାରେ ସାହାଯ୍ୟ କରିଥାଏ। ଡାକ୍ତର ଦିନରେ ଅତିକମରେ ୮ ଗ୍ଳାସ ପାଣି ପିଇବାକୁ ପରାମର୍ଶ ଦେଇଥାନ୍ତି। କିଛି ଖାସ ଜିନିଷ ଖାଇବା ପରେ ତୁରନ୍ତ ପାଣି ପିଇବା ଉଚିତ ନୁହେଁ। ନହେଲେ ଆପଣଙ୍କ ଶରୀରରେ ଲାଭ ପହଞ୍ଚିବା ବଦଳରେ କ୍ଷତି ପହଞ୍ଚିଯିବ।

ଫଳ:-

ଫଳ ଖାଇବା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭକାରୀ ହୋଇଥାଏ। ଏହା ସହିତ ଅଲଗା ଅଲଗା ଫଳ ଶରୀରକୁ ଅନେକ ଲାଭ ଦେଇଥାଏ। କିନ୍ତୁ ଆମେ ଫଳର ସେବନ କରିବାର ତୁରନ୍ତ ପରେ ପାଣି ପିଇବା ଉଚିତ ନୁହେ। କାରଣ ଫଳରେ ପୂର୍ବରୁ ୯୦ ପ୍ରତିଶତ ପାଣି ଥାଏ। ଯଦି ଆମେ ଏମିତି କରିବା ତେବେ କାସ, ପେଟ ଖରାପ ହୋଇପାରେ।

ବାଦାମ:-

ଥଣ୍ଡା ହେଉ କିମ୍ବା ଗରମ ଲୋକ ବାଦାମ ଖାଇବାକୁ ବହୁତ ଭଲ ପାଆନ୍ତି। କିନ୍ତୁ ଯଦି ଆପଣ ବାଦାମ ଖାଇବା ପରେ ତୁରନ୍ତ ପାଣି ପିଉଛନ୍ତି, ତେବେ ଆପଣଙ୍କୁ ଏମିତି କରିବା ଅନୁଚିତ। କାରଣ ଏମିତି କରିବା ଦ୍ଵାରା ବେକରେ ଖରାସ ଓ କୁଣ୍ଡେଇବା, କାସ ପରି ସମସ୍ଯା ଦେଖାଯାଏ।

ଆଇସକ୍ରିମ:-

ଆଇସକ୍ରିମ ସମସ୍ତଙ୍କୁ ଭଲ ଲାଗେ। କିନ୍ତୁ ଅଧିକାଂଶ ଲୋକ ଏହାକୁ ଖାଇବା ପରେ ତୁରନ୍ତ ପାଣି ପିଇଦିଅନ୍ତି। ଲୋକଙ୍କୁ ଏହା ଜାଣିବା ଉଚିତକି ଥଣ୍ଡା ଆଇସକ୍ରିମ ଉପରେ ପାଣି ପିଇବା ଦ୍ଵାରା ଥଣ୍ଡା ଗରମ ହୋଇପାରେ। ଓ ଆପଣଙ୍କୁ ଏସିଡିଟି ହୋଇପାରେ। କାସ-ଥଣ୍ଡା ଓ ଗ୍ଯାସ ପରି ସମସ୍ଯା ହୋଇପାରେ।

ଚଣା:-

ଚଣାକୁ ଅନେକ ଲୋକ ବିଭିନ୍ନ ପ୍ରକାରର ସେବନ କରନ୍ତି। କିଛି ଲୋକ ଏହାକୁ ଗରମ ପାଣିରେ ଫୁଟାଇ ଖାଇବାକୁ ପସନ୍ଦ କରନ୍ତି। ଆପଣ ଯେତେବେଳେ ଏମିତି କରନ୍ତି ସେତେବେଳେ ଆପଣଙ୍କୁ ତୁରନ୍ତ ପାଣିର ସେବନ କରିବା ଅନୁଚିତ। କାରଣ ଚଣାକୁ ହଜମ ହେବା ପାଇଁ ଶକ୍ତି ଲାଗେ। ଯଦି ଆମେ ପାଣି ପିଇନେବୁ ତେବେ ଠିକ ଭାବରେ ହଜମ ହେବ ନାହିଁ ଓ ପାଚନ କ୍ରିୟାରେ ଅସୁବିଧା ସୃଷ୍ଟି ହେବ। ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button