ସାବଧାନ! ଅଧିକ ଶୋଇବାର ଅଭ୍ୟାସ ନେଇ ପରେ ଆପଣଙ୍କ ଜୀବନ

ବିଶେଷ
ସାବଧାନ! ଅଧିକ ଶୋଇବାର ଅଭ୍ୟାସ ନେଇ ପରେ ଆପଣଙ୍କ ଜୀବନ
September 28, 2019
by TaboolaSponsored Links
You May Like
If You See A Coin In Your Car Door Handle, Walk Away
Articles Stone
ଆପଣ ଶୁଣି ଥିବେ କି କମ ଶୋଇବା ସ୍ୱାସ୍ଥ୍ୟ ପାଇଁ ହାନିକାରକ କିନ୍ତୁ ଆପଣଙ୍କୁ ଜାଣିକି ଆଶ୍ଚର୍ଯ୍ୟ ହବ କି ଅତ୍ୟଧିକ ଶୋଇବା ବି ସ୍ୱାସ୍ଥ୍ୟ ପାଇଁ ହାନିକାରକ ଅଟେ । ଅତ୍ୟଧିକ ଶୋଇବା କେବଳ ଶରୀର ଉପରେ ନୁହେଁ, ମାନସିକ ସ୍ୱାସ୍ଥ୍ୟ ଉପରେ ମଧ୍ୟ ଏହାର ଖରାପ ପ୍ରଭାବ ପଡିଥାଏ । ଯଦି ଆପଣ ସବୁଦିନ ୭-୮ ଘଣ୍ଟା ରୁ ଅଧିକ ଶୋଉଛନ୍ତି ତାହେଲେ ଆପଣଙ୍କୁ କେତେ ପ୍ରକାର ସମସ୍ୟା ଏବଂ ରୋଗ ର ସାମ୍ନା କରିବାକୁ ପଡି ପାରେ ।
କେଲିଫୋର୍ନିଆ ୟୁନିଭର୍ସିଟି ରେ ଏକ ଷ୍ଟଡି ରୁ ସାମ୍ନା କୁ ଆସିଛି କି ଯେଉଁ ଲୋକ ୯-୧୦ ଘଣ୍ଟା ଶୁଅନ୍ତି ତାଙ୍କୁ ଅନେକ ପ୍ରକାରର ନିଦ ସମସ୍ୟା ହୋଇ ପାରେ । ଯେଉଁ ଲୋକ ୭ ଘଣ୍ଟା ରୁ କମ ଶୁଅନ୍ତି ତାଙ୍କୁ ବି କେତେ ପ୍ରକାର ସ୍ୱାସ୍ଥ୍ୟ ସମସ୍ୟା ଲାଗି ରହି ଥାଏ ।
୭୨ ହଜାର ମହିଳାମାନଙ୍କ ଉପରେ ଅଧ୍ୟୟନ :
୧୩ ବର୍ଷ ପୁରୁଣା ଏକ ଅଧ୍ୟୟନ ରୁ ଗୋଟେ କଥା ସାମ୍ନା କୁ ଆସିଲା ଯେ ଯେଉଁ ଲୋକ ଅତ୍ୟଧିକ ଶୁଅନ୍ତି ସେମାନଙ୍କ ମଧ୍ୟରେ କମ ବୟସ ରେ ମୃତ୍ୟୁ ର ଆଶଙ୍କା ବଢି ଥାଏ । ଯଦି ଏହି ଅଭ୍ୟାସ ସହ ଆପଣଙ୍କୁ ଡାଇବେଟିଜ ନଚେତ ହାର୍ଟ ରୋଗ ଅଛି ତାହେଲେ ଏହି ବିପଦ ଆପଣଙ୍କ ପାଇଁ ଆହୁରି ବଢିଯିବ ।
ମୋଟା ହେବାର ସମ୍ଭାବନା ୨୧ ପ୍ରତିଶତ ବଢି ଯାଏ :
ଏକ ଅଧ୍ୟୟନ ରୁ ଜଣା ପଡିଛି କି ଯେଉଁ ଲୋକ ପ୍ରତ୍ୟକ ଦିନ ୯-୧୦ ଘଣ୍ଟା ନଚେତ ଏହାଠାରୁ ବି ଅଧିକ ସମୟ ଶୁଅନ୍ତି ଏବଂ ତାଙ୍କର ଏହି ଅଭ୍ୟାସ ଲଗାତର ୬ ବର୍ଷ ଯାଏଁ ରୁହେ, ତେବେ ସେହି ଲୋକ ମେଦବହୁଳତା ରୋଗରେ ପୀଡିତ ହେବାର ଆଶଙ୍କା ୨୧ ପ୍ରତିଶତ ବଢି ଯାଇଥାଏ । ୮ ଘଣ୍ଟା ରୁ ଅଧିକ ଶୋଉଥିବା ଲୋକମାନଙ୍କର ପ୍ରାୟତଃ ମୁଣ୍ଡବ୍ୟଥା ଅଧିକ ହୁଏ ବଲି କୁହାଯାଏ ।
ଟାଇପ -୨ ଡାଇବେଟିଜ ର ବିପଦ :
ଦ ଆମେରିକାନ ଡାଇବେଟିଜ ରେ ପ୍ରକାଶ ପାଇଥିବା ଏକ ମଗାଜିନ ରେ କୁହାଯାଇଛି କି ଯେଉଁ ଲୋକ ଅଧିକ ସମୟ ଶୁଅନ୍ତି, ଏମିତି ଲୋକଙ୍କୁ ଟାଇପ -୨ ଡାଇବେଟିଜ ର ବିବପଦ ଅଧିକ ଥାଏ । ଡ଼ିପ୍ରେସନ ପୀଡିତ ଲୋକ ୧୫ ପ୍ରତିଶତ ଅଧିକ ଶୁଅନ୍ତି । ଏହି ସ୍ଥିତି ଅଧିକ ସମୟ ରହିଲେ ରୋଗୀ କୁ ଭଲ ହେବାପାଇଁ ବହୁତ ସମୟ ଲାଗିପାରେ ।
ସାଙ୍ଗମାନେ ଆଶାକରୁଛୁ ଆମର ଏହି ସ୍ୱାସ୍ଥ୍ୟ ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଭଲ ଲାଗିଲେ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଆଗକୁ ଏମିତି ନୂଆ ନୂଆ ଟିପ୍ସ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।




