ସ୍ୱାସ୍ଥ୍ୟ

ଥାଇରଏଡ଼ ମୂଳରୁ ଶେଷ ହୋଇଯିବ ସପ୍ତାହକୁ ଦୁଇ ଥର ପିଅନ୍ତୁ ତାପରେ ଦେଖନ୍ତୁ ଚମତ୍କାର ଶହେ ବର୍ଷ ବଞ୍ଚିବେ

ଦର୍ଶକ ବନ୍ଧୁ ଆଜି ଆମେ ଆପଣଙ୍କୁ ଏପରି ଏକ ଘରୋଇ ଉପଚାର ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କ ଥାଇରଏଡ ଭଳାଇ ସମସ୍ୟାକୁ ସମ୍ପୂର୍ଣ୍ଣ ଭାବରେ ଶେଷ କରିଦେବ। ଆଜିର ଏହି ଉପଚାର ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ସର୍ବ ପ୍ରଥମେ ଆବଶ୍ୟକତା ପଡ଼ିବ ଧନିଆ ପତ୍ରର କାରଣ ଯେଉଁ ମାନଙ୍କ ଥାଇରଏଡ ନିୟନ୍ତ୍ରଣରେ ନାହିଁ

ସେମାନଙ୍କ ଥାଇରଏଡ ନିୟନ୍ତ୍ରଣକୁ ଆଣିବା ପାଇଁ ଏହା ବହୁତ୍ ଲାଭ କରି ଅଟେ । ପ୍ରଥମେ ଆପଣ କିଛି ଧନିଆ ପତ୍ର ନେଇ ଏହାକୁ ଭଲଭାବେ ଧୋଇ ଦିଅନ୍ତୁ ତାପରେ ଆପଣ ଏହାକୁ ଗ୍ରାଇଣ୍ଡିଂ ଯଗ୍ ରେ ପକାନ୍ତୁ ତାପରେ ଏହି ଧନିଆ ପତ୍ରରେ କଲା ଲୁଣ ଏକ ଛୋଟ ଚାମଚ୍ ପକାନ୍ତୁ ତାପରେ ଆପଣ ଏଥିରେ ତିନୋଟି ଗୋଲମରିଚ ପକାନ୍ତୁ

ତାପରେ ଆପଣ ଏଥିରେ ଅଧାକପ୍ ପାଣି ମିଶାଇ ଗ୍ରାଇଣ୍ଡିଂ କରି ଦିଅନ୍ତୁ ଏହାକୁ ଗ୍ରାଇଣ୍ଡିଂ କରି ଏହାର ଯୁସ୍ ପ୍ରସ୍ତୁତ କରନ୍ତୁ ତାପରେ ଏକ ଛାଙ୍କୁଣି ସହାୟତାରେ ଛାଙ୍କିବା ପରେ ଆପଣ ଏଥିରେ ଫଳେ ଲେମ୍ବୁ ରସ ପକାନ୍ତୁ ।

ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କ ଚମତ୍କାରୀ ଘୋରୋଇ ଉପଚାର ଯାହା ଆପଣଙ୍କ ଥାଇରଏଡ ଜନିତ ସମସ୍ୟାକୁ ସମ୍ପୂର୍ଣ୍ଣ ଭାବରେ ଶେଷ କରିଦେବ ଓ ଆପଣଙ୍କ ଥାଇରଏଡ କୁ ନିୟନ୍ତ୍ରଣରେ ରଖିବାକୁ ଆପଣଙ୍କୁ ସାହାଯ୍ୟ କରିବ ।

 

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button