ଚାହା ପିଇସାରି ଖଆନ୍ତୁ ନାହିଁ ଏହି ଜିନିଷ, ନଚେତ୍ ମାଡିଯିବ ଏହି ଚର୍ମରୋଗ
ଆଜି କାଲି ଆମଦେଶରେ ଚାହା ପିଇବାର ପଦ୍ଧତି ବହୁତ ବଢ଼ି ଯାଇଛି । ପ୍ରାୟତଃ ସମସ୍ତ ଦିନକୁ ଦୁଇ ରୁ ତିନି ଥର ଚାହା ପିଇ ଥାଆନ୍ତି । ଚାହା ପିଇବା ଦ୍ୱାରା ଆମର ଦେହ ଫୁର୍ତି ରହିଥାଏ ଓ ଥଣ୍ଡା ଜ୍ଵର ହୋଇଥିଲେ ବହୁତ ଆରାମ ଦେଇଥାଏ । ବହୁତ ସମୟରେ ଆମେ ଚାହା ପିଇସାରି ଏମିତି କିଛି ଖାଦ୍ୟ ଖାଇଦେଇ ଥାଉ କି ଯାହାଦ୍ୱାରା ଆମ ମାନଙ୍କର ବହୁତ କ୍ଷତି ଘଟିଥାଏ । ଆସନ୍ତୁ ଆମେ ଚାହା ପିଇସାରି କେଉଁ ଜିନିଷ ଖାଇବା ନାହିଁ ତାହା ଜାଣିବା ।
ଆପଣ ଦେଖିଥିବେ କେତେକଙ୍କ ମୁହଁରେ ଧଳା ଧଳା ଦାଗ ହେଇଥିବାର । ଏପରି ହେବାର କାରଣ ଏହା ଯେ ,ଯଦି ଆପଣ ଚାହା ପିଇ ସାରିବା ପରେ ବୁଟ ଗଜା ବା ମୁଗ ଗଜା ଖାଇଲେ ଏହା ହୋଇଥାଏ । ଆପଣ କେବେବି ଚାହା ପିଇ ସାରିବା ପରେ ପାଣି ପିଅନ୍ତୁ ନାହିଁ ।
ଏହା ଦ୍ୱାରା ଦାନ୍ତ ଝିମଝିମ ହୋଇଥାଏ, ଦାନ୍ତ ମୂଳରେ କଷ୍ଟ ଅନୁଭବ ହୋଇଥାଏ ଓ ଶୀଘ୍ର ଦାନ୍ତ ଭାଙ୍ଗି ଯାଇଥାଏ । ଚାହା ପିଇବା ପରେ ଆପଣ କେବେବି ଲେମ୍ବୁରେ ତିଆରି ଜିନିଷ ଖାଆନ୍ତୁ ନାହିଁ । ଲେମ୍ବୁ ଖାଇବା ଦ୍ୱାରା ଏହା ବିଷରେ ପରିଣତ ହୋଇଥାଏ । ତାହା ଆମ ଶରୀରରେ ଅନେକ ରୋଗ କରେଇଥାଏ ।
କେବେବି ଚାହା ପିଇସାରିବା ପରେ ଆପଣ ବେଶନ କିମ୍ବା ହଳଦୀରେ ତିଆରି ହୋଇଥିବା ଜିନିଷ ଖାଆନ୍ତୁ ନାହିଁ । ଏହା ଖାଇବାଦ୍ୱାର ଆମ ମୁଣ୍ଡରେ ଥିବା ବାଳ ଧଳା ହୋଇ ଝଡି ଯାଇଥାଏ । ଆପଣ ଏହାକୁ ଏକ ଘଣ୍ଟା ପରେ କିମ୍ବା ପୂର୍ବରୁ ଖାଆନ୍ତୁ ।
ଆମ ପେଜକୁ ଲାଇକ କରି ଦିଅନ୍ତୁ । ଆମେ ସବୁ ସମୟରେ କିଛି କାମରେ ଆସିବା ଭଳି ଲେଖା ଆଣି ଥାଉ । ଯାହା ଫଳରେ ସେ ସବୁ ଆପଣ ପାଇ ପାରିବେ । ଲେଖାଟି କେମିତି ଲାଗିଲା ନିଜ ମତାମତ ଜଣାନ୍ତୁ, ଓ ଅନ୍ଯମାନଙ୍କ ସହ ସେଆର କରନ୍ତୁ ।