ସ୍ୱାସ୍ଥ୍ୟ

ସକାଳେ ଓ ସନ୍ଧ୍ୟାରେ କେବଳ 2 ଥର ଏହାକୁ ପିଅନ୍ତୁ, ଗଣ୍ଠି ର ଗ୍ରୀସ ବଢେଇ ତୁରନ୍ତ ଆଣ୍ଠୁ ଗଣ୍ଠି ବିନ୍ଧାରୁ ଦେଇଥାଏ ଆରାମ

ନମସ୍କାର ବନ୍ଧୁଗଣ, ଆପଣଙ୍କ ଜଏଣ୍ଟରେ ଗ୍ରୀସ ର କମ ହେବା ବା ଚିକ୍କଣ କମ ହୋଇଯିବା ଏକ ବଡ କାରଣ ହୋଇଥାଏ ଜଏଣ୍ଟ ଅସୁବିଧାର ସୃଷ୍ଟି ହେବାର । ଗ୍ରୀସ କମିଯିବା ଫଳରେ ଆପଣଙ୍କ ଆଣ୍ଠୁ ଗଣ୍ଠିରେ କଷ୍ଟ ଅନୁଭବ ହେବା ସହ ଆପଣ ଉଠି ବସି ପାରିବେ ନାହିଁ । କୌଣସି କାରଣ ପାଇଁ ଜଏଣ୍ଟ ସ୍ଥାନରୁ ଗ୍ରୀସ କମିଯିବା ଫଳରେ ଦୁଇ ହାଡ ମଧ୍ୟରେ ମାଡ ହୋଇଥାଏ ବା ଘଷି ହୋଇଥାଏ । ଯାହା ଆପଣଙ୍କୁ ବହୁତ ଅଧିକ କଷ୍ଟ ଦେଇଥାଏ ।

ତେବେ ଆପଣ କିଭଳି କମିଯାଇଥିବା ଗ୍ରୀସକୁ ପୁଣି ଥରେ ବଢାଇପାରିବେ ଏହା ସମ୍ପର୍କରେ ଆମେ ଆଜି ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ । ପ୍ରଥମ: ଅଖ୍ରୋଟରେ ଥିବା ଭିଟାମିନ ଏବଂ କ୍ୟାଲିସିୟମ ଆପଣଙ୍କ ଜଏଣ୍ଟକୁ ମଜବୁତ ବନାଇବା ପାଇଁ ସାହାର୍ଯ୍ୟ କରିଥାନ୍ତି । ଅଖ୍ରୋଟ ଆପଣ ପ୍ରତ୍ୟକ ଦିନ ଖାଇବା ଦ୍ଵାରା ଆପଣଙ୍କ ଜଏଣ୍ଟ ମଧ୍ୟରେ ଗ୍ରୀସର ମାତ୍ରା ବହୁତ ଶୀଘ୍ର ବଢିବାକୁ ଲାଗିଥାଏ । ଆପଣଙ୍କୁ ପ୍ରତିଦିନ ୩ ରୁ ୪ ତି ଅଖ୍ରୋଟ ଖାଇବା ଉଚିତ ।

୩ ରୁ ୪ ଅଖୋଟର ଚୋପା ବାହାର କରି ଆପଣ ରାତିରେ ପାଣିରେ ଭିଜାଇ ଦିଅନ୍ତୁ । ଏହାପରେ ସକାଳୁ ଉଠିବା ପରେ ଖାଲି ପେଟରେ ଆପଣଙ୍କୁ ଭିଜା ଯାଇଥିବା ଅଖ୍ରୋଟକୁ ଚୋବାଇ ଖାଇବା ଉଚିତ । କେବଳ ଏକ ମାସ ପର୍ଯ୍ୟନ୍ତ ଆପଣ ଏଭଳି ନିୟମିତ କରିବାଦ୍ବାରା ଆପଣ ନିଜ ଜଏଣ୍ଟରେ ବହୁତ ଅଧିକ ପରିବର୍ତ୍ତନ ଦେଖିବା ପାଇଁ ପାଇବେ ।

ଦ୍ଵିତୀୟ: ଆପଣଙ୍କୁ ପାରିଜାତ ଗଛର ୮ରୁ ୧୦ଟି ପତ୍ର ନେବାର ଅଛି । ଏହାପରେ ଆପଣ ଏକ ଗ୍ଳାସ ଗରମ ପାଣିରେ ହାତରେ ଏହି ପତ୍ରକୁ ମକଚି ପକାଇ ଦିଅନ୍ତୁ । ଏହାକୁ ଆପଣ ତିନି ଚାରି ଥର ଫୁଟାଇବା ପାଇଁ ଛାଡିଦିଅନ୍ତୁ । ଫୁଟିସାରିବା ପରେ ଆପଣ ଏଥିରେ ଏକ ଘୋଡଣି ୫ ରୁ ୭ ମିନିଟ ପାଇଁ ଘୋଡାଇ ଦିଅନ୍ତୁ ।

୫ ରୁ ୭ ମିନିଟ ପରେ ଯେତେବେଳେ ଏହା ଥଣ୍ଡା ହୋଇଯିବ ଆପଣ ଏହାକୁ ଛାଣି ସକାଳୁ ସକାଳୁ ଖାଲି ପେଟରେ ପିଇବା ଉଚିତ । ଏହାଦ୍ୱାରା ଆପଣଙ୍କ ଜଏଣ୍ଟ କଷ୍ଟ କମ ହୋଇଥାଏ ଏବଂ ଆପଣଙ୍କ କମିଯାଇଥିବା ଗ୍ରୀସ ବଢିବାକୁ ଲାଗିଥାଏ ।

ତୃତୀୟ: ଆପଣଙ୍କୁ ପ୍ରତ୍ୟକ ଦିନ ନଡିଆ ପାଣି ପିଇବା ଆବଶ୍ୟକ । ନଡିଆ ପାଣିର ph ଆଲକାଲାଇନ ହୋଇଥାଏ । ତେଣୁ ଯଦି ଆପଣ ଏହାକୁ ପ୍ରତିଦିନ ପିଅନ୍ତି ତେବେ ଆପଣଙ୍କ ଶରୀର ମଧ୍ୟରେ ଥିବା ଆସିରିଟି କମ ହେବାକୁ ଲାଗିଥାଏ । ଏବଂ ଏହାଛଡା ନଡିଆ ପାଣି ଆପଣଙ୍କ ଜଏଣ୍ଟରେ ଗ୍ରୀସକୁ  ବଢାଇଥାଏ , ନଡିଆ ଏକମାତ୍ରା ଜିନିଷ ଯାହାକି ସମ୍ପୂର୍ଣ ପ୍ରକୃତିକ ଅଟେ ।

ଏକ ପଇଡ ପାଣି ଆପଣଙ୍କୁ ପ୍ରତିଦିନ ନିହାତି ଭାବରେ ପିଇବା ଦରକାର । ଏହି ତିନୋଟି ଛଡା ଆପଣ ପ୍ରତ୍ୟକ ଦିନ ଏକ ଗ୍ଳାସ କ୍ଷୀର ଏବଂ ଅଣ୍ଡା ଖାଇବା ଦରକାର । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ,  ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Related Articles

Leave a Reply

Your email address will not be published. Required fields are marked *

Back to top button