ମଣିଷ ଜୀବନର ଏହି ୭ ଟି ଚକ୍ର ଜାଣିବା ପରେ ଆପଣ ହୋଇଯିବେ ଶ-ରୀର ଆତ୍ମା ସବୁ କ୍ଷେତ୍ରରେ ଶକ୍ତିଶାଳୀ ଥରେ ଜାଣିଲେ କେହି ଆପଣଙ୍କର କିଛି କରିପାରିବେନି

ନମସ୍କାର ପାଠକ ବନ୍ଧୁ ଗଣ। ବନ୍ଧୁ ଗଣ ଆପଣ ମାନେ ପୁରାଣ ରେ ଏମିତି ଋଷି ମୁନି ମାନଙ୍କ କଥା ଶୁଣି ଥିବେ ଯାହାଙ୍କ ପାଖରେ ଅଦ୍ଭୁତ ଏବଂ ଅଲୌକିକ ଶକ୍ତି ଥିବ ଯାହା ସାଧାରଣ ମନୁଷ୍ୟ ଙ୍କ ବୁଝିବା ବାହାରେ। ସେ ଯାହାକୁ ଅଭିଶାପ ଦେଉ ଥିଲେ ତାହା ସତ ହେଇ ଯାଉ ଥିଲା ଏବଂ ବରଦାନ ଦେଉ ଥିଲେ ତାହା ମଧ୍ୟ ସତ ହେଇ ଯାଉ ଥିଲା।
ବନ୍ଧୁ ଗଣ ଏହା କେବଳ ତାଙ୍କ କୁଣ୍ଡଳିନୀ ଜାଗୃତ କରିବା ଦ୍ଵାରା ହେଉ ଥିଲା। ଆଜ୍ଞା ହଁ ନିଜ ସାତ ଟି ଚକ୍ର କୁ ଜାଗ୍ରତ କରୁ ଥିଲେ। ଯାହା ଦ୍ଵାରା ସାଧାରଣ ମନୁଷ୍ୟ ଙ୍କ ପାଖରେ ମଧ୍ୟ ଅସାଧାରଣ ଶକ୍ତି ଆସି ଯାଉ ଥିଲା। ସେତେ ବେଳେ ସେ ସାଧାରଣ ମନୁଷ୍ୟ ନୁହେଁ ବରଂ ଏକ ଦିବ୍ୟ ପୁରୁଷ ହେଇ ଯାଉ ଥିଲା।
ଯୋଗ ଶାସ୍ତ୍ର ରେ ଯେଉଁ ସାତ ଟି ଚକ୍ର ବିଷୟ ରେ କୁହା ଯାଇଛି ପ୍ରଥମ ହେଲା ମୂଳାଧାର ଚକ୍ର ଏହା ଶରୀର ର ପ୍ରଥମ ଚକ୍ର ଏହା ନାଭି ତଳେ ସ୍ଥିର ରହେ। ଏହା ମନୁଷ୍ୟ ର ଚେତନା ଶକ୍ତି କୁ ଜାଗ୍ରତ କରେ ତା ପରେ ସ୍ୱାଦିଷ୍ଟାନ ଚକ୍ର ଏହି ଚକ୍ର ଯୋନ ନ୍ଦ୍ରିୟ ରୁ ଚାରି ଆଙ୍ଗୁଳି ଉପରେ ସ୍ଥିତ ଥାଏ। ଏହି ଚକ୍ର ଜାଗ୍ରତ ହେବା ଦ୍ବାରା ମନୁଷ୍ୟ ର କ୍ରୁରତା, ପ୍ରମାଦ, ଅବଜ୍ଞା, ଅବିଶ୍ବାସ ଦୂର ହୁଏ।
ତୃତୀୟ ଏବଂ ଚତୁର୍ଥ ରେ ଅଛି ।ମଣିପୁର ଚକ୍ର, ଓ ଅନାହତ ଚକ୍ର ମଣିପୁର ଚକ୍ର ରେ ସବୁ ନାଢ଼ି ମିଶି ଥାଏ ବନ୍ଧୁ ଗଣ ଯେଉଁ ମାନେ କରାଟେ ଶିକ୍ଷା ଗ୍ରହଣ କରନ୍ତି ସେମାନେ ଏହି ଚକ୍ର ବିଷୟ ରେ ଭଲ ରେ ଜାଣି ଥିବେ। ସେ ଜାଣି ଥିବେ ଯେ ସେ ଏହି ଚକ୍ର କୁ ଗତି ଦେବା କେତେ ମହତ୍ତ୍ୱପୂର୍ଣ୍ଣ। ତା ପରେ ବିଶୁଦ୍ଧ ଚକ୍ର, ଅଜ୍ଞାଚକ୍ର, ସହଶ୍ରାଣ ଚକ୍ର ଏହି ସବୁ ଚକ୍ର ଜାଗ୍ରତ ହେବା ଦ୍ବାରା ମନୁଷ୍ୟ ମଧ୍ୟ ରେ ଦିବ୍ୟ ଶକ୍ତି ବୃଦ୍ଧି ପାଇ ଥାଏ।




