ସ୍ୱାସ୍ଥ୍ୟ

ଛାତି,ନାକ,ଗଳାରେ ଜମା କଫ ଥରକରେ ତରଳି ବାହାରି ଯିବ ,ଥରେ ନିଶ୍ଚୟ ସେବନ କରିକି ଦେଖନ୍ତୁ

ଦର୍ଶକ ବନ୍ଧୁ ଆଜି ଆମେ ଆପଣଙ୍କୁ ଏପରି ଏକ ଉପଚାର ପ୍ରସ୍ତୁତ କରିବା ଶିଖାଇ ବାକୁ ଯାଉଛୁ ଯାହା ଆପଣଙ୍କ ଛାତି , ନାକ ଓ ଗଳାରେ ଜମି ରହିଥିବା କଫକୁ ସମ୍ପୂର୍ଣ୍ଣ ଭାବରେ ବାହାରକୁ ବାହାର କରିଦେବ । ଦର୍ଶକ ବନ୍ଧୁ ଆଜିର ଏହି ଉପଚାର କୁ ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ପ୍ରଥମେ ଆବଶ୍ୟକତା ପଡ଼ିବ ତାହା ଅଟେ ଡାଲଚିନି ପ୍ରଥମେ ଆପଣ ଏହି ଡାଲଚିନି କୁ ଖରାରେ ଶୁଖାଇ ଦିଅନ୍ତୁ

ଏହା ଭଲଭାବେ ଶିଖିବା ପରେ ଆପଣ ଏହାକୁ ଗୁଣ୍ଡ କରି ଦିଅନ୍ତୁ ତାପରେ ଆପଣ ଏଥିରେ ଏକ ଚାମଚ୍ ଦେଶୀ ମହୁ ମିଶାଇ ଦିଅନ୍ତୁ ଶେଷରେ ଆପଣଙ୍କୁ ଆବଶ୍ୟକତା ପଡ଼ିବ ସନ୍ଦେବ ଲୁଣର ଆପଣ ଏହି ଉପଚାରରେ ଚିମୂଟାଏ ଲୁଣ ମିଶାନ୍ତୁ ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କ ଚମତ୍କାରୀ ଉପଚାର ।

ଏବେ ଆସନ୍ତୁ ଜାଣିବା ଆପଣ ଏହାର ସେବନ କିପରି ଭାବରେ କରିବେ ଆପଣ ସକାଳୁ ଉଠି ଖାଲି ପେଟରେ ଓ ରାତିରେ ଖାଦ୍ୟ ଖାଇବା ପୂର୍ବକୁ ଦୁଇ ଥର ଏହାର ସେବନ କରନ୍ତୁ ଦେଖିବେ ଆପଣଙ୍କ କଫ ଜନିତ ସମସ୍ୟା ସମ୍ପୂର୍ଣ୍ଣ ଭାବରେ ଶେଷ ହୋଇଯିବ |

 

 

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button