ଦେଶ- ବିଦେଶ

ଏମିତି ଝିଅ ମିଳିଲେ ସଙ୍ଗେ ସଙ୍ଗେ ବାହା ହୋଇ ପଡ଼ନ୍ତୁ, ଏମିତି ଝିଅ ବହୁତ କମ୍ ମିଳନ୍ତି

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଚାଣକ୍ୟ ନୀତି ସମ୍ବନ୍ଧରେ କହିବୁ। ଜୀ-ବନକୁ ସୁଖମୟ କରିବା ପାଇଁ ଚାଣକ୍ୟଙ୍କର ଅନେକ ପନ୍ଥା ଦିଆଯାଇଛି। ଏହି ଗ୍ରନ୍ଥର ମୂଳଲକ୍ଷ୍ୟ ମାନବ ସମାଜକୁ ଉଚିତ ଶିକ୍ଷା ଦେବା। ଚାଣକ୍ୟ ଜଣେ ଜ୍ଞାନୀ ଥିଲେ। ସେ ନିଜର ନୀତି ଦ୍ଵାରା ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କୁ ରାଜା କରାଇଥିଲେ। ଚାଣକ୍ୟଙ୍କର ନୀତିବାଣୀ ଜୀ-ବନର କେଉଁଠି ନା କେଉଁଠି କାର୍ଯ୍ୟରେ ଆସିଥାଏ।

ଏମିତି ନାରୀ ପାଇଲେ ବିବାହ କରିଦେବା ଉଚିତ:-
ବନ୍ଧୁଗଣ ଏମିତି ସମସ୍ତେ ବାହାଘରକୁ ନେଇ ସମସ୍ତେ ଚିନ୍ତିତ ଅଛନ୍ତି। ମୁଖ୍ଯତଃ ପୁଅ ପିଲା ଅସୁବିଧା ଓ ଦ୍ଵିଧାରେ ପଡନ୍ତି। ସେମାନେ ସର୍ବଦା ଭାବନ୍ତି ଝିଅଟି କିପରି ହୋଇଥିବ, ଜୀ-ବନସାରା ଖୁସି ରଖୁଥିବ। ଘର ଲୋକଙ୍କ ସହ କିପରି ବ୍ୟବହାର କରୁଥିବ, ଏହିସବୁ ପ୍ରଶ୍ନ ଆମର ମନର ଚିନ୍ତାକୁ ବଢାଇଦିଏ। ଶାସ୍ତ୍ରରେ ଚାଣକ୍ୟ ନୀତିରେ କୁହାଯାଇଛି,”ସିଦ୍ଧ ବ୍ୟକ୍ତିଙ୍କ ସହିତ ବିବାହ ହେବ ଉଚିତ ନଚେତ ଜୀ-ବନସାରା ଅନେକ ସମସ୍ଯାର ସମ୍ମୁଖୀନ ହେବାକୁ ପଡିବ। ଏମିତିରେ ଆହୁରି ଚିନ୍ତା ବଢିଯାଏ। ଶାସ୍ତ୍ରରେ କୁହାଯାଇଛି,”ଏଭଳି ନାରୀ ମିଳିଲେ ବିଳମ୍ବରେ ବିବାହ କରିବା ଠିକ ନୁହେଁ।” ଆସନ୍ତୁ ଜାଣିବା ସେହି ବିଷୟରେ।

୧। ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ଯଦି କୌଣସି ନାରୀ କାମରେ ଠିକଠାକ ହୋଇ ନଥାଏ କିନ୍ତୁ ସମସ୍ତ ଦାୟିତ୍ବ ତୁଲାଇବାରେ ସକ୍ଷମ ହୋଇଥାନ୍ତି ତେବେ ସେହିଭଳି ସ୍ତ୍ରୀ ପରିବାରର ସମ୍ମାନ ବୃଦ୍ଧି କରିଥାନ୍ତି।

୨। ବିବାହ କରୁଥିବା ସ୍ତ୍ରୀଙ୍କର ଗୋଟିଏ ଗୁଣ ରହିଥିବା ଆବଶ୍ୟକ। ନିଜଠୁ ବଡ ଓ ସାନଙ୍କୁ ସର୍ବଦା ସମ୍ମାନ ଦେଉଥିବେ। ଏହିଭଳି ନାରୀମାନେ ପରିବାରକୁ ଶୃଙ୍ଖ-ଳିତ ରଖିଥାନ୍ତି।

Google
୩। ଯେଉଁମାନେ ସଂସ୍କୃତି ଓ ପରମ୍ପରା ପାଳନ କରୁଥାନ୍ତି ସେମାନେ ବିବାହ ପାଇଁ ଶ୍ରେଷ୍ଠ ହୋଇଥାନ୍ତି। ସେମାନେ ପୂଜାପାଠ କରିବା ଦ୍ଵାରା ଦେବା ଦେବୀଙ୍କର ଆଶିଷ ପାଇଥାନ୍ତି। ଯାହାଦ୍ୱାରା ଘରର ସମୃଦ୍ଧି ବଢେ।

୪। ଯେଉଁ ନାରୀମାନେ ସଞ୍ଚୟ କରିଥାନ୍ତି ସେମାନେ ଅତ୍ୟନ୍ତ ଶୁଭ ହୋଇଥାନ୍ତି। ଆର୍ଥିକ ରୂପରେ ଦୃଢ କରିବା ପାଇଁ ମୁଖ୍ୟ ଭୂମିକା ଗ୍ରହଣ କରିଥାନ୍ତି।

୫। ଯେଉଁ ନାରୀମାନଙ୍କର କଥା ମିଠା ଓ ମନକୁ ତୃ-ପ୍ତି ଦେଇଥାଏ, ସେମାନେ ବିବାହ ପାଇଁ ଶ୍ରେଷ୍ଠ ଅଟନ୍ତି।

୬। ଯେଉଁ ନାରୀମାନେ ଅସୁବିଧାରେ ମଧ୍ୟ ନିଜର ସ୍ଵାମୀଙ୍କୁ ଭଲ ରାସ୍ତା ଦେଖାଇଥାନ୍ତି ସେମାନେ ଭଲ ମାର୍ଗଦର୍ଶିକା ହୋଇଥାନ୍ତି। ସେହିଭଳି ନାରୀଙ୍କୁ ବିବାହ କରିବା ଦ୍ଵାରା ବୋଝ କମିଯାଏ।

୭। ଯେଉଁ ନାରୀମାନେ ନିଜର ଭାଇ ଓ ଭଉଣୀଙ୍କ ସହ ସମ୍ପର୍କ ଭଲ ରଖିଥାନ୍ତି ସେମାନେ ପରିବାର ସହ ସୁବିଧା ଓ ଅସୁବିଧାରେ ଭଲ ସମ୍ପର୍କ ମଧ୍ୟ ବଜାୟ ରଖନ୍ତି।

୮। ଯେଉଁ ନାରୀ ଅଭିମାନ ରଖନ୍ତି ସେମାନଙ୍କର ବଂ-ଶର ହା-ନି ହୋଇନଥାଏ। ସେମାନେ ଶ୍ରେଷ୍ଠ ସ୍ତ୍ରୀ ମଧ୍ୟ ହୋଇପାରିବେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Check Also
Close
Back to top button