ଦେଶ- ବିଦେଶ

ଝିଅମାନେ ମାସିକ ଋ-ତୁଶ୍ରା-ବ (ପି-ରି-ୟ-ଡ୍ସ) ସମୟରେ କଣ ପାଇଁ ବା-ଳ ଧୁଅନ୍ତି ନାହିଁ, ଜାଣିବା ପାଇଁ ପଢନ୍ତୁ

ବନ୍ଧୁଗଣ ମହିଳା ମାନଙ୍କର ପି-ରିୟ-ଡ଼ ଅର୍ଥାତ୍ ଏହାକୁ ମାସିକ ଋ-ତୁ ସ୍ରା-ବ ବୋଲି କୁହାଯାଏ। ଏହା ଏକ ପ୍ରାକୃତିକ ପ୍ରକ୍ରିୟା, ଯେଉଁଥିରେ ମହିଳା ମାନଙ୍କର ଶରୀରର ଅପରିଷ୍କାର ରକ୍ତ ବାହାରକୁ ବାହାରି ଯାଏ। ଏହି କାରଣ ପାଇଁ ଏହି ସମୟରେ ମହିଳା ମାନଙ୍କୁ ବିଶ୍ରାମ ନେବା ସହିତ ଅନେକ କାର୍ଯ୍ୟ କରିବାକୁ ମଧ୍ୟ ବାରଣ କରାଯାଇଛି।

ବନ୍ଧୁଗଣ ଆମ ପୁରାତନ କାଳରୁ ମାନ୍ୟତା ରହିଛି କି ମହିଳା ମାନେ ମାସିକ ଋତୁସ୍ରାବ ସମୟରେ ମୁଣ୍ଡ ବା-ଳ ଧୋଇବା କେବେବି ଉଚିତ ହୋଇ ନଥାଏ। କିନ୍ତୁ ଆଜିକାଲିର ମହିଳା ମାନେ ଏହାକୁ ଏକ ଭ୍ରମ ଭାବରେ ଗ୍ରହଣ କରନ୍ତି ଏବଂ ନିଜ ମୁଣ୍ଡର ବା-ଳ କୁ ଧୋଇ ଦେଇଥାନ୍ତି। ଯାହାଫଳରେ ସେମାନଙ୍କୁ ଅନେକ ଶାରୀରିକ ସମସ୍ୟା ଓ ଭିନ୍ନ ଭିନ୍ନ ପ୍ରକାରର ସ୍ବାସ୍ଥ୍ୟ ସମସ୍ୟା ମଧ୍ୟ ଦେଖା ଦେଇଥାଏ। ବନ୍ଧୁଗଣ ସେ ପୁରାଣ ଶାସ୍ତ୍ର ହେଉ ଅବା ବିଜ୍ଞାନ ଶାସ୍ତ୍ର ଉଭୟ ରେ ବର୍ଣ୍ଣିତ ରହିଛି କି ମହିଳା ମାନେ ପି-ରିୟ-ଡ଼-ସ ସମୟରେ କେବେ ନିଜର ମୁଣ୍ଡ ଧୋଇବା ଉଚିତ ନୁହେଁ। ନଚେତ ଏହା ସେମାନଙ୍କ ଶରୀର ପାଇଁ ଅନେକ କ୍ଷତିକାରକ ସାବ୍ୟସ୍ତ ହୋଇପାରେ। ତେବେ ସାଙ୍ଗମାନେ ଆସନ୍ତୁ ଜାଣିବା ମହିଳା ମାନେ ମାସିକ ଋ-ତୁସ୍ରା-ବ ସମୟରେ ଯଦି ମୁଣ୍ଡ ଧୋଇବେ ତାହେଲେ ଏହାଦ୍ବାରା ସେମାନଙ୍କର କଣ କଣ କ୍ଷ-ତି ହେବାର ସମ୍ଭାବନା ରହିଥାଏ।

୧/ ର-କ୍ତସ୍ରାବ ଠିକ୍ ଭାବରେ ହୋଇପାରେ ନାହିଁ –

ମହିଳା ମାନଙ୍କର ପି-ରିୟ-ଡ଼ ସମୟରେ ଉଚିତ ଭାବରେ ର-କ୍ତସ୍ରା-ବ ହେବା ଜ-ରୁରୀ ଅଟେ। କାରଣ ଯଦି ର-କ୍ତସ୍ରା-ବ ଠିକ୍ ଭାବରେ ନହୁଏ , ତେବେ ଏହା ଗ-ର୍ଭାଶ-ୟରେ ଜ-ମା-ଟ ବାନ୍ଧି ଯାଏ। ଯାହା ପରମୁହୁର୍ତରେ ସେମାନଙ୍କ ସ୍ବାସ୍ଥ୍ୟ ପାଇଁ ସମସ୍ୟା ଦେଖା ଦେଇଥାଏ। ଶରୀରରେ ଉଚିତ ର-କ୍ତସ୍ରା-ବ ହେବା ଶରୀର ପାଇଁ ଜ-ରୁ-ରୀ ଅଟେ। କିନ୍ତୁ ମୁଣ୍ଡ ଧୋଇବା ଦ୍ୱାରା ଶରୀରର ତାପମାତ୍ରା କମ୍ ହୋଇ ଯାଇଥାଏ। ଯେଉଁ କାରଣରୁ ର-କ୍ତସ୍ରା-ବ ଠିକ୍ ଭାବରେ ହୋଇ ପାରେ ନାହିଁ। ଯାହାଫଳରେ ମହିଳା ମାନଙ୍କ ପେଟରେ ଯ-ନ୍ତ୍ର-ଣା ମଧ୍ୟ ସୃଷ୍ଟି ହୋଇଥାଏ । ସେଥିପାଇଁ ପି-ରିୟ-ଡ଼-ସ ସମୟରେ ବିଶେଷ କରି ପ୍ରଥମରୁ ତିନିଦିନ ପର୍ଯ୍ୟନ୍ତ କେବେବି କେଶ ଧୋଇବା ଅନୁଚିତ ଅଟେ।

Google

୨/ ମାସିକ ଋ-ତୁସ୍ରା-ବ ଆରମ୍ଭରୁ ତିନିଦିନ ପର୍ଯ୍ୟନ୍ତ କେଶ ଧୋଇବାରୁ ଦୂରେଇ ରୁହନ୍ତୁ –

ସାଙ୍ଗମାନେ ମହିଳା ମାନଙ୍କର ମାସିକ ଋ-ତୁସ୍ରା-ବ ସମୟରେ ଗାଧୋଇବା, ମୁଣ୍ଡ ଧୋଇବା ଆଦି ବାରଣ କରାଯାଇଛି। ନଚେତ ଏହାଦ୍ବାରା ସେମାନଙ୍କ ଶରୀରରୁ ବି-ଷା-କ୍ତ ପଦାର୍ଥ ସମ୍ପୂର୍ଣ୍ଣ ରୂପରେ ବାହାରକୁ ଆସିପାରେ ନାହିଁ। ଯେଉଁ କାରଣରୁ ପେଟରେ ଯ-ନ୍ତ୍ର-ଣା ଭଳି ସଂ-କ୍ରମ-ଣ ହେବାର ସମ୍ଭାବନା ରହିଥାଏ। ତେଣୁ ଅତିକମରେ ତିନିଦିନ ପର୍ଯ୍ୟନ୍ତ ମହିଳା ମାନେ ମୁଣ୍ଡର କେଶକୁ ଧୋଇବା ଉଚିତ ନୁହେଁ। ଋ-ତୁସ୍ରା-ବର ଶେଷ ଦିନରେ ଆପଣ କେଶ ଧୋଇ ପାରିବେ। ମନେ ରଖନ୍ତୁ ଯଦି ଆପଣ ଏହି ସମୟରେ ଗାଧୋଇବା ଓ ମୁଣ୍ଡ ଧୋଇବାକୁ ଏଡାଇ ପାରିବେ ନାହିଁ, ତାହେଲେ ଆପଣ ଏଥିପାଇଁ ହାଲକା ଉଷୁମ ପାଣି ବ୍ୟବହାର କରି ପାରିବେ।

୩/ ସାଙ୍ଗମାନେ ବିଜ୍ଞାନ ମତରେ ଯଦି ଋତୁସ୍ରାବ ସମୟରେ ମହିଳାମାନେ ମୁଣ୍ଡ ଧୋଇ ଥାନ୍ତି, ତାହେଲେ ସେମାନଙ୍କର ଅନେକ ପ୍ରକାରର ଶାରୀରିକ ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଥାଏ। କାରଣ ଏହି ସମୟରେ ଯେଉଁ ବି-ଷା-କ୍ତ ପଦାର୍ଥ ଶରୀରରୁ ସମ୍ପୂର୍ଣ୍ଣ ରୂପରେ ବାହାରକୁ ନ ଆସିଥାଏ, ସେହି କାରଣରୁ ଶରୀରରେ ବ୍ୟା-ଘା-ତ ସ୍ତୃଷ୍ଟି ହୋଇଥାଏ। ସେଥିପାଇଁ ସେମାନଙ୍କୁ କିଛି ଶାରୀରିକ ସମସ୍ୟା ର ସାମ୍ନା କରିବାକୁ ପଡିପାରେ ଯେପରିକି ସଂ-କ୍ରମ-ଣ, ପେଟ ଯ-ନ୍ତ୍ର-ଣା, ଇନଫେକ୍ସନ ଇତ୍ୟାଦି। ଯଦି ଆପଣ ଏହି ସମସ୍ୟାରୁ ଦୂରେଇ ରହିବାକୁ ଚାହୁଁଛନ୍ତି, ତାହେଲେ ଆପଣ ଋ-ତୁସ୍ରା-ବ ସମୟରେ କେବେ କେଶ ଧୋଇବା ଉଚିତ ନୁହେଁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button