ଦେଶ- ବିଦେଶ

ଏହି କାରଣ ପାଇଁ କୃଷ୍ଣ କରିନଥିଲେ ରାଧାଙ୍କୁ ବିବାହ, ଜାଣନ୍ତୁ

ଯେତବେଳେ କଥା ପବିତ୍ର ସମ୍ବନ୍ଧର ଆସିଥାଏ ତାହେଲେ ସବୁଠାରୁ ପ୍ରଥମେ ନାମ ଆସିଥାଏ କୃଷ୍ଣ ଏବଂ ରାଧାଙ୍କର । ସବୁ ପ୍ରେମୀ ଯୁଗଳ ଶ୍ରୀକୃଷ୍ଣ ଏବଂ ରାଧାଙ୍କର ଆରାଧନା ନିହାତି କରୁଥିବେ ,ଦୁନିଆକୁ ପ୍ରେମର ପାଠ ଏମାନେ ହିଁ ଶିଖାଇ ଥିଲେ । କିନ୍ତୁ ସବୁଠାରୁ ଅଧିକ ଆଶ୍ଚର୍ଯ୍ୟ କରିବା କଥା ହେଉଛି କି କୃଷ୍ଣ ଏବଂ ରାଧାଙ୍କ ଭିତରେ ଏତେ ଅତୁଟ ଭଲପାଇବା ଥିଲେ ମଧ୍ୟ ସେମାନେ ବିବାହ କରି ନଥିଲେ ।ଏହା ପଛରେ ଥିବା କାରଣ କିଛି ଲୋକଙ୍କୁ ଜଣାଥିବା ,ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି କୃଷ୍ଣ ଏବଂ ରାଧା କଣ ପାଇଁ ବିବାହ କରିନଥିଲେ ।

ପିଲାଦିନରୁ ହିଁ ଦୁଇଜଣଙ୍କ ଭିତରେ ଥିଲା ଗଭୀର ପ୍ରେମ- ରାଧା ଏବଂ କୃଷ୍ଣ ପିଲାଦିନରୁ ହିଁ ଏକା ସହିତ ରହୁଥିଲେ । ଏକା ସହିତ ଖେଳିବା ,ଖାଇବା ଏବଂ ବୁଲିବା ଦୁଇଜଣଙ୍କ ପିଲାଦିନରୁ ହି ଥିଲା ,ଦୁଇଜଣ ଜଣେ ଅନ୍ୟ ଜଣଙ୍କ ବିନା କିଛି କରୁନଥିଲେ । ଯେତବେଳେ ଦୁଇଜଣ ବଡ ହୋଇଗଲେ ସେତବେଳେ ରାଧାଙ୍କୁ ଶ୍ରୀକୁଷ୍ଣ ଙ୍କ ପ୍ରତି ଥିବା ଗଭୀର ପ୍ରେମ ଆନୁଭବ ହେଲା ଏବଂ ଶ୍ରୀକୃଷ୍ଣ ବି ରାଧାଙ୍କ ଠାରୁ ଦୂରରେ ରହିପାରୁ ନଥିଲେ ।

ଏହି ଦୁଇଜଣଙ୍କ ସହିତ ଖରାପ ସେତବେଳେ ହେଲା ଯେତବେଳେ ରାଧାଙ୍କ ପିତା ତାଙ୍କୁ ନିଜ ସହିତ କୌଣସି ଏକ ରାଜ୍ୟକୁ ନେଇଗଲେ ଏବଂ ଶ୍ରୀକୃଷ୍ଣ ଙ୍କର ରାଧାଙ୍କ ସହିତ ମିଳାମିଶା କରିବା ବନ୍ଦ କରିଦେଲେ । ଏହାପରେ ଶ୍ରୀକୃଷ୍ଣଙ୍କ ଜୀବନରେ ରୁକ୍ମଣୀ ଆସିଥିଲେ ।

ରାଧା ହେଉଛନ୍ତି ରୁକ୍ମଣୀ, ଆପଣ ଜାଣି ଆଶ୍ଚଜ୍ୟ ହେବେ କି ଦୁନିଆ ଯେଉଁ ରୁକ୍ମଣୀଙ୍କୁ ଶ୍ରୀକୃଷ୍ଣଙ୍କର ଅର୍ଦ୍ଧାଙ୍ଗିନୀ କହିଥାଏ ସେ ରାଧା ହିଁ ଅଟନ୍ତି । ରୁକ୍ମଣୀଙ୍କର ପିତା ତାଙ୍କ ବିବାହ ଅନ୍ୟ କେଉଁଠି କରିବାକୁ ଚାହୁଁଥିଲେ ଏବଂ ଯେତବେଳେ ଏହି କଥା ଶ୍ରୀକୃଷ୍ଣଙ୍କୁ ଜଣାପଡିଲା ସେ ରୁକ୍ମଣୀଙ୍କୁ ତାଙ୍କ ମହଲରୁ ନେଇଗଲେ ଏବଂ ସେବେଠାରୁ ଆଜି ପର୍ଯ୍ୟନ୍ତ ଦୁଇଜଣ ଏକା ସହିତ ଅଛନ୍ତି କିନ୍ତୁ ସେମାନେ କେବେ ବିବାହ କରିନାହାଁନ୍ତି ।

ରୁକ୍ମଣୀଙ୍କୁ ଲକ୍ଷ୍ମୀଙ୍କ ରୂପ ବୋଲି କୁହାଯାଇଥାଏ ଏବଂ ସେ ସର୍ବଦା ବିଷ୍ଣୁଙ୍କ ସହିତ ବିରାଜମାନ ରହନ୍ତି ଏବଂ ଶ୍ରୀକୃଷ୍ଣ ବିଷ୍ଣୁଙ୍କର ଅବତାର ଅଟନ୍ତି ।ଆମ ପେଜକୁ ଲାଇକ କରି ଦିଅନ୍ତୁ । ଆମେ ସବୁ ସମୟରେ କିଛି କାମରେ ଆସିବା ଭଳି ଲେଖା ଆଣି ଥାଉ । ଯାହା ଫଳରେ ସେ ସବୁ ଆପଣ ପାଇ ପାରିବେ । ଲେଖାଟି କେମିତି ଲାଗିଲା ନିଜ ମତାମତ ଜଣାନ୍ତୁ ଓ ଅନ୍ୟମାନଙ୍କ ସହ ସେଆର କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button