ଦେଶ- ବିଦେଶ

15+ GK QUIZ – ପୁରୁଷ ପ୍ରତିଦିନ ପିନ୍ଧିଥାଏ ଓ ସ୍ତ୍ରୀ ବର୍ଷ କୁ ଗୋଟେ ଥର ପିନ୍ଧିଥାଏ ? କୁହ ତାହା କଣ ?

ବନ୍ଧୁଗଣ ଆମେ ସମସ୍ତେ ସର୍ବଦା ନୂଆ ନୂଆ ବିଷୟ ଶିଖିବା ପାଇଁ ଉଦଯୋଗୀ ହୋଇଥାଉ । ସାଧାରଣ ଜ୍ଞାନ ମଣିଷ ଠାରୁ ଆରମ୍ଭ କରି ଛାତ୍ରଛାତ୍ରୀ ଯାଏ ସମସ୍ତେ ପ୍ରାପ୍ତ କରିଥାନ୍ତି । ଜ୍ଞାନର ବିକାଶ ମଣିଷର ସଫଳତା ପ୍ରତି ପ୍ରଥମ ପାଦ ଅଟେ । ମନୁଷ୍ୟ ପାଖରେ ଯେତେ ମଧ୍ୟ ଜ୍ଞାନ ଥାଉ । ହେଲେ ଜଣେ ବ୍ୟକ୍ତିର ଶିଖିବା ପ୍ରକ୍ରିୟା କେବେ ମଧ୍ୟ ସରି ନ ଥାଏ । ଏହି ଯେପରି ଆମେ ଯେତେ ମଧ୍ୟ ଜ୍ଞାନ ଜାଣିଥାଊ ।

ହେଲେ ବହୁ ସମୟରେ ଆମକୁ ଅଧିକ ଜ୍ଞାନର ମଧ୍ୟ ଆବଶ୍ୟକତା ପଡିଥାଏ । ଆଜିର ଦୁନିଆରେ ବହୁ ଗୁଡିଏ କଥାମାନ ରହିଅଛି । ଯେଉଁ ଗୁଡିଏ କଥା ସବୁ ବହୁ ଲୋକଙ୍କ ପାଖରେ କିଛି ଜଣା ତ କିଛି ଅଜଣା ହୋଇ ରହିଥାଏ । ଆସନ୍ତୁ ଜାଣିବା ଜଣ ଅଜଣା ପ୍ରଶ୍ନ ଓ ଏହାତ ଉତ୍ତର । 1- ଏମିତି କେଉଁ ଫୁଲ ଅଛି ଯିଏ କେବେ ଫୁଟେ ହିଁ ନାହିଁ ?

ଉତ୍ତର- ଏପ୍ରିଲ ଫୁଲ ।

2- ଦୁନିଆରେ ସବୁଠୁ ଅଧିକ ପ୍ରମାଣ କିଏ ଦେଇଥାଏ ?

ଉତ୍ତର- ଇତିହାସ ।

3- ଏମିତି କଣ ଯାହାକୁ ବନାଇବା ପାଇଁ ବର୍ଷ ବର୍ଷ ଲାଗିଯାଏ କିନ୍ତୁ ଭାଙ୍ଗିବା ପାଇଁ ମିନିଟ ବି ଲାଗେ ନାହିଁ ?

ଉତ୍ତର- ବିଶ୍ଵାସ ।

4- ପିଆଜ କାଟିବା ସମୟରେ ଆଖି ରେ ଲୁହ କାହିଁକି ଆସିଥାଏ ?

ଉତ୍ତର- ସଲ୍ଫ୍ୟୁରିକ ଅମ୍ଳ କାରଣରୁ ।

5- ଭାରତର ସବୁଠୁ ତୀବ୍ର ଟ୍ରେନ 1 ଘଣ୍ଟା ରେ କେତେ କିମି ଯାଏଁ ଯାଇପାରେ ?

ଉତ୍ତର- 180କିମି ।

6- ଅମିତାଭ ବଚ୍ଚନଙ୍କର ମୋଟ ସମ୍ପତି କେତେ ?

ଉତ୍ତର- 405 ମିଲିୟନ ଡଲାର ।

7- କେଉଁ ଦେଶର ଝିଅ ବିବାହ କରିଲେ 3 ଲକ୍ଷ ପ୍ରତି ମାସରେ ଦରମା ମିଳିଥାଏ ?

ଉତ୍ତର- ଆଇସଲ୍ୟାଣ୍ଡ ।

8- ଚିନ୍ତା କରିବା ଦ୍ଵାରା ଶରୀରର କେଉଁ ଖ୍ଯାତି ହୋଇଥାଏ ?

ଉତ୍ତର- ମୁହଁରେ ବ୍ରଣ ହୋଇଥାଏ ।

9- ବିଶ୍ଵର ଏମିତି କେଉଁ ଦେଶ ଅଛି ଯେଉଁଠି ଗୋଟେ ବି କ୍ଷେତ ନାହିଁ ?

ଉତ୍ତର- ସିଙ୍ଗାପୁର ।

10- କ୍ରେଡିଟ କାର୍ଡ ର ଦ୍ଵିତୀୟ ନାମ କଣ ?

ଉତ୍ତର- ପ୍ଲାଷ୍ଟିକ ମନି ।

11- ଦୁନିଆରେ ମୋଟ କେତୋଟି ଦେଶ ଅଛି ?

ଉତ୍ତର- 195 ଟି ।

12- ନୋଟ ରେ ମହାତ୍ମା ଗାନ୍ଧୀ ବଙ୍କା ଫୋଟୋ କେବେ ଓ କେଉଁଠି ହୋଇଥିଲା ?

ଉତ୍ତର- 1946 ଇସ୍ଵୀ ରାଷ୍ଟ୍ରପତି ଭାବନ ବାହାରେ ।

13- ଏମିତି କେଉଁ ଛୋଟ ନମ୍ବର ଅଛି ଯାହା 1ରୁ 10 ନମ୍ବର ଯାଏଁ ଭାଗ ଲଗାଇଥାଏ ?

ଉତ୍ତର- 2520 ।

14- ଏମିତି କେଉଁ ନାମ ଅଛି ଯାହା A ରୁ ଆରମ୍ଭ ହୋଇଥାଏ ଓ M ରେ ଶେଷ ହୋଇଥାଏ ?

ଉତ୍ତର- ମା ।

15- ଭାରତର ନୋଟ କେତେ ଜାଗାରେ ଛପା ଯାଇଥାଏ ?

ଉତ୍ତର- 4ଟି ।

17- ପୁରୁଷ ପ୍ରତିଦିନ ପିନ୍ଧିଥାଏ ଓ ସ୍ତ୍ରୀ ବର୍ଷ କୁ ଗୋଟେ ଥର ପିନ୍ଧିଥାଏ ? କୁହ ତାହା କଣ ?

ଉତ୍ତର- ପଇତା ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button