କୋଲଗେଟ ଦ୍ଵାରା ପିମ୍ପଲ ଏବଂ ବ୍ଲାକହେଡ୍ସ ୩ ମିନିଟରେ ଦୂର କରନ୍ତୁ, ଆସନ୍ତୁ ଜାଣିବା ଉପାୟ ବିଷୟରେ

କୌଣସି ଝିଅ ପାଇଁ ତାଙ୍କ ଚେହେରାର ବହୁତ ମହତ୍ଵ ରହି ଥାଏ, ପ୍ରତି ଝିଅ ନିଜ ଚେହେରାକୁ ବହୁତ ଭଲ ପାଇ ଥାଏ ଏବଂ ଝିଅମାନେ ନିଜ ଚେହେରା ପାଇଁ କେତେ ପ୍ରକାର କାମ କରି ଥାନ୍ତି ଯାହା ଦ୍ଵାରା ତାଙ୍କ ଚେହେରା ଆହୁରି ସୁନ୍ଦର ଲାଗୁ । ଆଜିକା ସମୟରେ ପ୍ରଦୂଷଣ ପାଇଁ ଚେହେରା ଉପରେ ଗୋଟେ କଳା ଲେୟର ପଡି ଯାଏ, ଯାହା ଦ୍ଵାରା ଚେହେରା ଖରାପ ହୋଇ ଥାଏ ଓ ପିମ୍ପଲ୍ସ ଏବଂ ବ୍ଲାକହେଡ୍ସ ହୋଇ ଯାଏ ଯାହା ଫଳରେ ସୁନ୍ଦର ଚେହେରା ଖରାପ ଲାଗି ଥାଏ ।
ପିମ୍ପଲ୍ସ ଓ ବ୍ଲାକହେଡ୍ସ ଭଲ କରିବା ପାଇଁ ଝିଅମାନେ ବହୁତ ଡକ୍ଟର ପାଖକୁ ଯାଇ ଥାନ୍ତି ଓ ଡକ୍ଟର କେତେ ପ୍ରକାର ଔଷଧ ଦେଇ ଥାନ୍ତି ।
ଏହି ଉପାୟ ପୁଅ ଝିଅ ଦୁହିଁଙ୍କ ପାଇଁ ଅଟେ ଓ ଯେଉଁ ଜିନିଷ ବିଷୟରେ ଆମେ କହୁଛୁ ତାକୁ ଆପଣଙ୍କୁ ଅଲଗା କିଣି ଆଣିବା ଦରକାର ନାଇ ସେଇଟା ଆପଣଙ୍କ ରାସନ ଜିନିଷ ସହ ଘର ଉପଯୋଗ ପାଇଁ ଆସି ଥାଏ ସବୁ ଠାରୁ ବଡ କଥା ଏହି ଉପାୟ ର ସାଇଡ ଇଫେକ୍ଟ ହୋଇ ନଥାଏ ଆପଣ ବିନା ଡର ରେ ଏହାକୁ ଉପଯୋଗ କରି ପାରନ୍ତି ।
ଉପଯୋଗ କରିବା ପ୍ରକ୍ରିୟା :
କୋଲଗେଟ ଉପଯୋଗ ବହୁତ ସହଜ ଅଟେ, ଏହାର ଉପଯୋଗ ରେ ଆପଣଙ୍କୁ ଗୋଟେ କୋମଳ ବ୍ରସ ଦରକାର ପଡିବ, ଓ ଟିକେ କୋଲଗେଟ ବାସ ଏତିକି ଜିନିଷ, ଆପଣଙ୍କୁ ଅନ୍ୟ କୌଣସି ଜିନିଷ ଦରକାର ନାହିଁ । ଟିକେ କୋଲଗେଟ ଆଙ୍ଗୁଳି ରେ ନେଇ ଯେଉଁ ଜାଗାରେ ପିମ୍ପଲ୍ସ ବା ବ୍ଲାକହେଡ୍ସ ଅଛି ସେଠି ଲଗାନ୍ତୁ ଏହା ପରେ କୋମଳ ହାତରେ ବ୍ରସ ଧୀରେ ଧୀରେ ସେହି ଜାଗାରେ ମସାଜ କରନ୍ତୁ ୩ ମିନିଟ ମସାଜ କଲା ପରେ ନିଜ ଚେହେରା ଭଲ ସଫା ପାଣି ରେ ଧୋଇ ଦିଅନ୍ତୁ ଏହି ପ୍ରକ୍ରିୟା ଦିନକୁ ଦୁଇ ଥର ପ୍ରତି ଦିନ କରନ୍ତୁ । ଗୋଟେ ସପ୍ତାହ ଏମିତି କଲା ପରେ ଆପଣଙ୍କୁ ଫରକ ଦେଖା ଯିବ ଓ ଆପଣ ବହୁତ କମ ଟଙ୍କା ରେ ନିଜ ଚେହେରା ବିନା କେମିକଲରେ ଭଲ କରି ପାରିବେ ।




