ଦେଶ- ବିଦେଶ
ସ୍ଵାମୀ ଲୀଳା କରୁଥିଲା ସମସ୍ତଙ୍କ ଆଗରେ ସ୍ତ୍ରୀ ଚପଲ କାଢି ସେକିଲା ଭିଡିଓ ହେଲା VIRAl ଯିଏ ଦେଖୁଛି ସିଏ କହୁଛି ଭଲ ହେଇଛି

ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଆପଣ ମାନେ ତ ଜାଣିଛନ୍ତି ସ୍ୱାମୀ ସ୍ତ୍ରୀ କେତେ ଯେ ପବିତ୍ର ବନ୍ଧନ ବା ସମ୍ପର୍କ ଏହା ସାତ ଜନ୍ମ ପର୍ଯ୍ୟନ୍ତ ଅତୁଟ ହୋଇ ରହିଥାଏ ଯାହାକି ସ୍ୱାମୀ ର ସବୁ ଦୁଃଖସୁଖ ରେ ସ୍ତ୍ରୀ ହିଁ ଭାଗିଦାର ହୋଇଥାଏ ଆଉ ଖରାପ ସମୟରେ ତାର ସାହସ ମଧ୍ୟ ପାଲଟି ଥାଏ।
କିନ୍ତୁ ଆଜିକାଲି ସମାଜ ରେ ସ୍ୱାମୀ ସ୍ତ୍ରୀ ଭିତରେ ଥିବା ମଧୁର ସମ୍ପର୍କ ବହୁତ କମ ଦେଖିବା ପାଇଁ ମିଳୁଛି ଏହି ଯୁଗରେ ପରକୀୟା ପ୍ରୀତି ଅନେକ ସମୟରେ ଦେଖିବା ପାଇଁ ମିଳୁଛି।
କେତେବେଳେ ସ୍ୱାମୀ ଅନ୍ୟ କେଉଁଠି ଖରାପ ସମ୍ପର୍କ ରଖୁଛି ତ ପୁଣି କେଉଁଠି ସ୍ତ୍ରୀ ଅନ୍ୟ କାହା ସହ ସମ୍ପର୍କ ରଖୁଛି। ଶାରୀରିକ ସମ୍ପର୍କ ରଖିବା ପାଇଁ ଏଭଳି କିଛି ବ୍ୟକ୍ତି ଅଛନ୍ତି ଯେଉଁ ମାନେ ନିଜ ବିବେକ ବୁଦ୍ଧି ମଧ୍ୟ ହରାଇ ବସନ୍ତି, ଆଉ ଏବେ ସେଭଳି ଏକ ଘଟଣା ପୁଣି ଦେଖିବା ପାଇଁ ମିଳିଛି।
ତେବେ ସେଭଳି ଏକ ଘଟଣା ସାମ୍ନା କୁ ଆସିଛି ଯାହାକୁ ଶୁଣିଲେ ଏଭଳି ନାରୀ ପ୍ରତି ଆପଣ ମଧ୍ୟ ଖୁବ ନି-ନ୍ଦା କରିବେ। ତେବେ ବନ୍ଧୁଗଣ ମୟୂରଭଞ୍ଜ ଜିଲ୍ଲା ମୋରଡଥାନା ଅନ୍ତର୍ଗତ ହଳଦୀପାଳ ଗ୍ରାମରେ ରବିବାର ଦିନ ଘଟଣାଟି ଘଟିଛି।
ପିଲାମାନଙ୍କ ଭବିଷ୍ୟତ ପାଇଁ ସ୍ବାମୀ ବାହାରକୁ ରୋଜଗାର ପାଇଁ ଯାଉଥିବା ସମୟ ରେ ସ୍ତ୍ରୀ ପର ପୁରୁଷ ସହ କରୁଛି ରା-ସ-ଲୀ-ଳା। ପୁରୁଷ ଜଣକ ମହିଳାଙ୍କ ପାଖକୁ ଆସିଥିଲେ ଓ ରାତି ଅଧିକ ସମୟ ହୋଇ ଯିବାରୁ ମହିଳା ଜଣକ ଭାବିଲେ ସମସ୍ତେ ସୋଇ ପଡିଛନ୍ତି ବୋଲି।
ମହିଳା ଦେଢ଼ସୁରକୁ କିଛି ଶବ୍ଦ ଶୁଣା ଯିବାରୁ ସେ ପଡୋଶୀ ଓ ଗ୍ରାମବାସୀଙ୍କୁ ଡାକି ଧରିଥିଲେ। ଯୁବକ ଜଣକ ଘରର ଝରକା ଡେଇଁ ଚାଲିଯିବାକୁ ଚେଷ୍ଟା କରୁଥିଲେ ମଧ୍ୟ ଘର ଚାରିପଟେ ଲୋକ ଜଗିଥିଲେ ଓ ତାଙ୍କୁ ଧରି ପକାଇଥିଲେ।
ସେମାନଙ୍କ ଠାରୁ କିଛି ପ୍ରତିକ୍ରିୟା ମିଳିଛି ଯେଉଁଥିରେ କି ଉଭୟ ନିଜ ଦୋଷ ଘୋଡାଇବା ପାଇଁ ଅନେକ କଥା କହିଥିଲେ। କଥା ପଛରେ କେତେ ସତ୍ୟାସତ୍ୟ ରହିଛି ତାହା ଜଣାପଡ଼ିନାହିଁ। ବର୍ତ୍ତମାନ ସମୟରେ ସମାଜ ରେ ଏହି ଭଳି ଘଟଣା ଅଧିକ ଘଟି ଥିବାରୁ ସ୍ବାମୀ ଉପରେ ସ୍ତ୍ରୀ ସନ୍ଦେହ କରିବା କୁ ବାଧ୍ୟ ହେଉଛି।
ତେବେ ଏହି ନି-ନ୍ଦ-ନୀ-ୟ ଦୃଶ୍ୟ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖିଲେ ଖୁବ ଲ-ଜ୍ୟା ଅନୁଭବ କରିବେ। ତେବେ ଏଭଳି କିଛି ବ୍ୟକ୍ତି ଓ ମହିଳା ଙ୍କ ପାଇଁ ଆଜିର ସମାଜ କ-ଳୁ-ଷି-ତ ହେବାରେ ଲାଗିଛି |