ଦେଶ- ବିଦେଶ

ଗାଧେଇବା ସମୟରେ ଏହି 5ଟି ଭୁଲ କରନ୍ତୁ ନାହିଁ, ହୋଇ ଥାଏ ଅଶୁଭ

ଆମେ ଦୈନଦିନ ଜୀବନରେ ଜଣା ଅଜଣାରେ ଏଭଳି ଅନେକ କିଛି କାମ କରିଥାଉ ଯାହା ଆମର ମନେ ରୁହେନାହିଁ। କିନ୍ତୁ ଏପରି ଏକ କାର୍ଯ୍ୟ ଅଛି ଯାହା ପ୍ରତ୍ୟକ ଲୋକଙ୍କ ମନେ ରହିଯାଇଥାଏ ଏବଂ ତାହା ହେଉଛି ଗାଧେଇବା କାମ। ଆମେ ଏହି କର୍ମ ଅନେକ ବର୍ଷରୁ କରିଆସୁଛେ। ନିଜକୁ ସଫା ରଖିବା ଏବଂ ନିଜକୁ ସୁଧ ରଖିବା ପାଇଁ କିମ୍ବା ଅନ୍ୟ କୌଣସି ରୋଗରୁ ମୁକ୍ତି ପାଇବା ପାଇଁ ଆମେ ପ୍ରତ୍ୟକ ଦିନ ସ୍ନାନ କରିଥାଉ। ଏହା ଆମ ମନକୁ ଶାନ୍ତି, ଆରାମ ଦେଇଥାଏ। ଯଦି ଆମେ କୌଣସି ସ୍ଥାନକୁ ଯାଉଛେ କିମ୍ବା କୌଣସି ଦର୍ଶନୀୟ ସ୍ଥାନକୁ ଯାଉଛେ ତେବେ ସର୍ବପ୍ରଥମେ ଆମକୁ ସ୍ନାନ କରିବାକୁ ପଡିଥାଏ। ଆମ ଜୀବନରେ ସ୍ନାନ କରିବା ବହୁତ ଜରୁରୀ ହୋଇଥାଏ। ନଗାଧେଇଲା ଆମର ସବୁ କାର୍ଯ୍ୟ ଅଶୁଭ ହୋଇଥାଏ। କିନ୍ତୁ କିଛି ଲୋକ ଗାଧେଇବା ସମୟରେ କିଛି ଏପରି ଭୁଲ କରିଥାନ୍ତି ଯାହା ଦ୍ୱାରା ଆପଣଙ୍କ ଅସୁବିଧା ବଢିଥାଏ ଏବଂ ଅନେକ ରୋଗ ବ୍ୟାଧି ମଧ୍ୟ ବଢିଥାଏ। ତେବେ ଆସନ୍ତୁ ଜାଣିବା ସେ ସବୁ ଭୁଲ ବିଷୟରେ।

1. ଅନ୍ୟ ବ୍ୟକ୍ତିଙ୍କ ବସ୍ତ୍ରକୁ ପିନ୍ଧନ୍ତୁ ନାହିଁ। ପ୍ରତ୍ୟକ ଦିନ ଗାଧେଇବା ପରେ କେବଳ ନିଜର ବସ୍ତ୍ର ପରିଧାନ କରିବା ଉଚିତ। ଏହା ସହିତ ନିଜର ଟାୱେଲ କିମ୍ବା ଗାମୁଛାକୁ ବ୍ୟବହାର କରିବା ଉଚିତ। ଅନ୍ୟ ମାନଙ୍କ ବସ୍ତ୍ର ବ୍ୟବହାର କଲେ ଅନେକ ରୋଗ ହେବାର ସମ୍ଭାବନା ହୋଇଥାଏ।

Google

2. ଅନେକ ଲୋକ ଅଧାଗାଧେଇ ଆସନ୍ତି ହେରି। କିନ୍ତୁ ଏହା କରିବା ଉଚିତ ନୁହେଁ। ଏହାଦ୍ୱାରା ଅନେକ ରୋଗ ଦେଖାଦେଇଥାଏ। ସେଥିପାଇଁ ନିଜର ଶରୀରକୁ ସମ୍ପୂର୍ଣ୍ଣ ଗାଧେଇବା ଉଚିତ।

3. ତୃତୀୟଟି ହେଉଛି ଉଲଗ୍ନ ହୋଇଗାଧେଇବା । ଅନେକ ଲୋକ ଗାଧେଇବା ସମୟରେ ନିଜର ଶରୀରରେ ବସ୍ତ୍ର ରଖନ୍ତି ନାହିଁ। କିନ୍ତୁ ଏହା କରିବା ଉଚିତ ନୁହେଁ। ଖାସକରି ମହିଳାମାନେ ଏହା ମାନିବା ଉଚିତ। ଉଲଗ୍ନ ହୋଇ ଗାଧେଇଲେ ଅନେକ ସମସ୍ୟା ଦେଖାଦେଇଥାଏ।

4. ଚତୁର୍ଥଟି ହେଉଛି ମୁଣ୍ଡରେ ପ୍ରଥମେ ପାଣି ଢାଳିବା। ବୈଜ୍ଞାନିକଙ୍କ କହିବା ଅନୁସାରେ କେବେ ହେଲେ ମଧ୍ୟ ମୁଣ୍ଡରେ ଆଗ ପାଣି ଢାଳିବା ଉଚିତ ନୁହେଁ। ଏହାଦ୍ୱାରା ହୃଦଘାତ , ରକ୍ତଚାପ ଆଦି ରୋଗ ଦେଖାଦେଇଥାଏ। ସେଥିପାଇଁ ସର୍ବପ୍ରଥମେ ପାଦରେ ପାଣି ଢାଳି ଗାଧେଇବା ଉଚିତ।

Google

5. ବାହାରରୁ ସଂଗେ ସଂଗେ ଆସି କିମ୍ବା ଜୀମରୁ ସଂଗେ ସଂଗେ ଆସି ଗାଧେଇବା ଉଚିତ ନୁହେଁ। ନଚେତ ଅନେକ ସମସ୍ୟା ଦେଖାଦେଇଥାଏ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନଟି ଶୁଭ ହେଉ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button