ଖେଳ ଖବର

ଏସଆରଏଚକୁ ୨୦୯ ରନର ବିଜୟ ଲକ୍ଷ୍ୟ ଦେଲା କେକେଆର – Kalinga News

[ad_1]

କୋଲକାତା: ଆଇପିଏଲ୍ ୨୦୨୪ର ତୃତୀୟ ମ୍ୟାଚ୍ ରେ ଶନିବାର କୋଲକାତା ନାଇଟ୍ ରାଇଡର୍ସ(କେକେଆର) ଏବଂ ସନରାଇଜର୍ସ ହାଇଦ୍ରାବାଦ୍(ଏସଆରଏଚ୍) ମୁହାଁମୁହିଁ ହୋଇଛନ୍ତି। ଏସଆରଏଚ୍ ଅଧିନାୟକ ପ୍ୟାଟ୍ କୁମିନ୍ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଟସ୍ ହାରି କେକେଆର ଟିମ୍ ଅଧିନାୟକ ଶ୍ରେୟଶ ଆୟାରଙ୍କ ନେତୃତ୍ବରେ ବ୍ୟାଟିଂ ଆରମ୍ଭ କରି ଧାର୍ଯ୍ୟ ୨୦ ଓଭରରେ ୭ ୱିକେଟ ହରାଇ ୨୦୮ ରନ କରିଛି। ଫଳରେ ଏସଆରଏଚ ପାଇଁ ୨୦୯ ରନର ବିଜୟ ଲକ୍ଷ୍ୟ ରହିଛି।

କେକେଆର ପକ୍ଷରୁ ଫିଲିପ ସଲ୍ଟ ୪୦ ବଲରେ ୫୪ ରନ୍ କରିଥିଲେ। ରମନଦୀପ୍ ସିଂ ୩୫ ରନ୍ କରିଥିବାବେଳେ ରିଙ୍କୁ ସିଂ ୨୩ ରନ ଏବଂ ଆଣ୍ଡ୍ରେ ରସେଲ୍ ଅପରାଜିତ ୬୪ ରନ କରିଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button