ଦେଶ- ବିଦେଶ

ସବୁବେଳେ ମନ ଅଶାନ୍ତ ରହୁଥିଲେ ଏହାକୁ ନିଶ୍ଚୟ ଥରେ ପଢି ନିଅନ୍ତୁ ! ବହୁତ ଶାନ୍ତି ମିଳିବ

ମଣିଷ ଜିବନର ସବୁ ଠାରୁ ବଡ ଜିନିଷ ହେଉଛି ଶାନ୍ତି । ଏହା ହେଉଛି କି ମୋ ମସ୍ତିସ୍କ କିଭଳି ଭାବେ ସାନ୍ତ ହୋଇଯିବ । କେଉଁ ଭଳି ମୁ କିଛି ଚିନ୍ତା ପାଇବି ନି । ଆମେ ଯାହାଭି କରୁଛେ ଆମ ଉପାର୍ଜନା କରୁଛେ ଏହା ପାଇଁ ଆମେ କଷ୍ଟ କରୁଛେ ଏହା ପାଇଁ ଶାନ୍ତି ମିଳିବ ଆମେ ଖୁଶିରେ ରହିବା ଓ ଶାନ୍ତି ପାଇବା । କିଛି ଉପାୟ ଅଛି ଆମେ ଯାହା ଦ୍ଵାରା ଶାନ୍ତି ପାଇବା । କିନ୍ତୁ ଆପଣ ଜାଣି ନିଅନ୍ତୁ କି ଯେଉଁ ଯାଏ ଆମେ ଭଗବାନ ସରଣରେ ରହିନୁ ତେବେ ଆମ ଜୀବନର ଶାନ୍ତି ମିଳିବା କଷ୍ଟ ହହୋଇ ପଡିଥାଏ ।

ଯେଉଁ ମାନେ ଖୁଶି ଆନନ୍ଦ ରେ ରହୁଛନ୍ତି ସେମାନେ ନିଶ୍ଚିତ ଭାବେ ଖୁଶି ଓ ମାନଶୀକ ଶାନ୍ତି ପାଇବେ । ଆଜି ସେଇ ପାଇଁ ଆମେ କହିବା ଏକ କାହାଣୀ ଯାହା ଦ୍ଵାରା ଆପଣ ଜାଣି ପାରିବେ କି ମାନଶୀକ ଶାନ୍ତି ପାଇବାର କିଛି ତ ଜାଣି ପାରିବେ । ଏକ କାହାଣୀ ହେଉଛି ରାଜା ଆଉ ତାଙ୍କ ଅଶାନ୍ତ ମନର । ଏକ ପାହାଡିଆ ଅଞ୍ଚଳ ହିମାଚଳ ପାଖରେ ଏକ ସୁନ୍ଦର ରାଜାଙ୍କ ମହଲ ସବୁ ନଗର ବାଶି ଖୁବ ଆନନ୍ଦ ରେ ରହି ଥିଲେ କିନ୍ତୁ ରାଜା ସବୁ ବେଳେ କିଛି ଭଲ ଅନୁଭବ କରୁ ନଥିଲେ ତାଙ୍କୁ ଶାନ୍ତି ଦରକାର ଥିଲା ।

ସେଇ ପାଇଁ ସେ ସବୁ ଜ୍ଞାନୀ ମହାତ୍ମା ଯିଏ ତାଙ୍କ ପାଖକୁ ଆସନ୍ତି ତାଙ୍କୁ ଏହି ଆଗରେ ପ୍ରସନ୍ନ କରୁଥିଲେ କି ମୋ ଶାନ୍ତି କିଭଳି ପାଇବି କିନ୍ତୁ ତାହା କ୍ଷୀଣ ସ୍ଥାଇ ଥିଲା କିଛି ଦିନ ପରେ ସେ ଏକ ମହାତ୍ମା ଙ୍କ ବିଶୟରେ ଜାଣିବା ପାଇଁ ପାଇଲେ ତାଙ୍କୁ ରାଜା ଦେଖିବା କରିବା ପାଇଁ ପାହାଡ ଉପରକୁ ଏକା ହିଁ ଯାତ୍ରା କରିଥିଲେ । ସେ ଯିବା ବେଳେ ଦେଖିଲେ ରୁଷି ଜଣଙ୍କ ନିଜ ନିତ୍ୟ କର୍ମ ସାରି ଧ୍ୟାନ ଚିତାରେ ବଶୀଛନ୍ତି ।

ତାଙ୍କ ପାଖକୁ ଯାଇ ପ୍ରଣାମ କାଲେ ଓ କ୍ଷମା ମଧ୍ୟ ମାଗିଥିଲେ କି ସେ ତାଙ୍କ କାମରେ ବିଘ୍ନ ଦେଉଛନ୍ତି ବୋଲି । ମୁନି ରାଜାଙ୍କ ଯଥା ଶକ୍ତି ସ୍ଵାଗତ କରିବା ପରେ ଆସିବାର କାରଣ ପଚାରିଲେ ରାଜା କହିଲେ କି ମୋ ପାଖରେ ସବୁ କିଛି ଅଛି ଏମିତିକି ମୋ ପାଖରେ ମୋ ଜୀବନର ସବୁ ଖୁଶି ଥିବାର ଅନୁବହ ମୁ କରୁଛି କିନ୍ତୁ ମୁ ଶାନ୍ତି ପାଉନି ଏହାର କାରଣ କଣ ? ରାଜାଙ୍କ ପ୍ରଶ୍ନ ଛାଡି ମୁନି କହିଲେ ଆପଣଙ୍କ ଅସାନ୍ତି କେଉଁ ଜାଗାରେ ଅଛି ।

ସେ କହିଲେ ମୋ ମନରେ କହିଲେ ଆଛା ଆପଣ କାଲୀ ଆସନ୍ତୁ କିନ୍ତୁ ନିଜ ମନ କୁ ନିଜ ରାଜ ମହଲରେ ଛାଡି ଆସିବେ ଆପଣ । ସେ କହିଲେ କି ଏହା କିଭଳି ସମ୍ଭବ କିଛି ଦିନ ଗଲା ପରେ ରାଜା ଆଉ ସମ୍ଭାଳି ନ ପରି କହିଲେ ମୁନିବର ମୁ ଆଉ ପାରୁନି ମତେ ଶାନ୍ତି ଦରକାର ମୁନି କହିଲେ କି ଆଜି ଆପଣଙ୍କୁ ସମାଧାନ ମିଳିଯିବ । ଆପଣ କିଛି ସମୟ ବସି ଭାବନ୍ତୁ ଓ ନ୍ଯାଯ ଶରୀର ମଧ୍ୟରେ କେଉଁ ଜାଗାରେ ମନ ଅଛି ଖୋଜନ୍ତୁ ।

ରାଜା ଧ୍ୟାନ ଚିତାରେ ଏକାଗ୍ରତ ହୋଇ ମନକୁ ଖୋଜିବା ପାଇଁ ଲାଗିଲେ । ଶେଷରେ ସେ କିଛି ସମୟ ରେ ଆଖି ଖୋଲିଲେ ମୁନି ପଚାରିଲେ କି କ୍କିଭଳି ଅନୁଭବ କରୁଛ ରାଜା କହିଲେ ଶାନ୍ତି ଅନୁଭବ କରୁଛି । ସେ କହିଲେ କି ଏହା ଏକ ଅଦୃଶ୍ୟ ଶକ୍ତି କିନ୍ତୁ ତୁମେ ଏହାକୁ ଖୋଜିବା ପାଇଁ ଯେତେବେଳେ ଏକ ଚିତ କରିଇଲ ଶାନ୍ତି ମିଳିଲା ଏହାର ଅର୍ଥ ହେଉଛି କି ଏହା ଆମ ଭିତରେ ହିଁ ଆଗରୁ ଅଛି ଆମେ ଚାହିଁବା ତ ନିଜକୁ ଶାନ୍ତି ଦେଇ ପାରିବା ଓ ଆମେ ଚାହିଁବା ତ ନିଜକୁ ଶାନ୍ତି ଦେଇ ପାରିବାନି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button