ଦେଶ- ବିଦେଶ
ସିନ୍ଦୁର ଲଗାଇବା ବେଳେ କରନ୍ତୁ ନାହିଁ ଏହି ଭୁଲ ନହେଲେ କମିଯିବ ସ୍ଵାମୀଙ୍କ ଆୟୁଷ ଏବେହି ଜାଣନ୍ତୁ କେଉଁ ସବୁ ଭୁଲ

ଜଣେ ବିବାହିତ ନାରୀ ର ପରିଚୟ ହେଉଛି ତା ମଥା ର ସିନ୍ଦୂର। କଥା ରେ କୁହନ୍ତି କି ସିନ୍ଦୂର ପିନ୍ଧିବା ଦ୍ଵାରା ସ୍ୱାମୀର ଆୟୁଷ ବଢ଼ିଥାଏ। ସିନ୍ଦୂର ହିଁ ସ୍ତ୍ରୀ ଠାରୁ ସ୍ୱାମୀକୁ ଅଲଗା କରିପାରେ ନାହିଁ।
ସିନ୍ଦୂର ମଧ୍ୟ ସ୍ୱାମୀକୁ ବଡ଼ ବଡ଼ ବିପଦ ରୁ ରକ୍ଷା କରିଥାଏ।ତେବେ ଚାଲନ୍ତୁ ଜାଣିବା ସ୍ତ୍ରୀ ସିନ୍ଦୂର ପିନ୍ଧିବା ସମୟ ରେ କେଉଁ ସବୁ ଭୁଲ୍ କରିଲେ ସ୍ୱାମୀର ଆୟୁଷ କମିଥାଏ।
ସିନ୍ଦୂର ର ଅନେକ ଆଧ୍ୟାତ୍ମିକ ମହତ୍ତ୍ଵ ରହିଛି। ବିଶେଷ କରି ମଥାରେ ସିନ୍ଦୂର ପିନ୍ଧିବା ସମୟ ରେ ବିଭିନ୍ନ ଦିଗ ପ୍ରତି ଧ୍ୟାନ ଦେବା ନିହାତି ଆବଶ୍ୟକ। ଶାସ୍ତ୍ର ଅନୁସାରେ ସିନ୍ଦୂର ପିନ୍ଧିବା ସମୟରେ ଯଦି ଏମିତି କିଛି ଭୁଲ କରୁଛୁ ତେବେ ଆପଣଙ୍କ ସ୍ବାମୀ ଙ୍କ ଆୟୁଷ କମିଥାଏ।
ତେବେ ପୌରାଣିକ କରଣ ମା ପାର୍ବତୀ ଙ୍କୁ ଜଣେ ଆଦର୍ଶ ପତ୍ନୀ ରୂପେ ବିବେଚନା କରାଯାଏ।ମଥାରେ ସିନ୍ଦୂର ପିନ୍ଧିଲେ ଜଣେ ସ୍ତ୍ରୀ ଅଖଣ୍ଡ ସୌଭାଗ୍ୟବତୀ ହୋଇଥାଏ। ବିଶ୍ୱାସ ରହିଛି ସିନ୍ଥିରେ ସିନ୍ଦୂର ପିନ୍ଧିଲେ ମା ଲକ୍ଷ୍ମୀ ମଥା ରେ ବାସ କରନ୍ତି ଓ ସ୍ୱାମୀକୁ ସର୍ବଦା ଧନ ପ୍ରାପ୍ତି ହୋଇଥାଏ।
ଧାର୍ମିକ ବିବାହିତ ସ୍ତ୍ରୀ ଶିନ୍ଥିରେ ସିନ୍ଦୂର ସର୍ବଦା ମଧ୍ୟ ଭାଗରେ ଲଗାଇବା ଉଚିତ୍ । ବିଭିନ୍ନ ଆଙ୍ଗୁଳି ରେ ସିନ୍ଦୂର ପିନ୍ଧିବାର ଭିନ୍ନ ଭିନ୍ନ ମହତ୍ତ୍ଵ ସବୁ ରହିଛି। ପଶ୍ଚିମ ଦିଗକୁ ମୁହଁ କରି ଅନାମିକା ଆଙ୍ଗୁଳି ରେ ସିନ୍ଦୂର ପିନ୍ଧିଲେ ଅର୍ଥ ଏବଂ ସୁଖ ଶାନ୍ତି ପ୍ରାପ୍ତି ହୋଇଥାଏ।
ଉତ୍ତର ଦିଗକୁ ମୁଁହ କରି ତର୍ଜନି ଆଙ୍ଗୁଳି ରେ ସିନ୍ଦୂର ପିନ୍ଧିଲେ ଜ୍ଞାନ ଏବଂ ପୂର୍ବ ଦିଗକୁ ମୁହଁ କରି ମଧ୍ୟମ ଆଙ୍ଗୁଳି ରେ ସିନ୍ଦୂର ପିନ୍ଧିଲେ ଐସୋର୍ଯ୍ୟ ପ୍ରାପ୍ତ ହୋଇଥାଏ। କିନ୍ତୁ ବିଭିନ୍ନ କାଠି ରେ ସିନ୍ଦୁର ପିନ୍ଧିବା ଶୁଭ ହୋଇନଥାଏ।
ତେବେ ଅଜିତ ଜାଣିଲେ ସ୍ତ୍ରୀ ସିନ୍ଦୁର ପିନ୍ଧିବା ସମୟରେ କେଉଁ ସବୁ ଭୁଲ୍ କରିବା କଥା ନୁହେଁ, ଏହି ସବୁ ଭୁଲ୍ କଲେ ଆପଣଙ୍କ ସ୍ବାମୀ ଙ୍କ ଆୟୁଷ ହ୍ରାସ ପାଇଥାଏ। ତେବେ ଆଶା କରୁଛି ଆପଣଙ୍କୁ ଏହି ଛୋଟ ଉପଦେଶ ଟି ନିହାତି ଭାବେ ଭଲ ଲାଗିଥିବା।




