ଜ୍ୟୋତିଷ

ଗାଈକୁ ଭୁଲରେ ବି ଖୁଆନ୍ତୁ ନାହିଁ ଏମିତି ରୁଟି, ମାଡିଆସେ ଦୁର୍ଭାଗ୍ୟ ! ଜାଣନ୍ତୁ କଣ କୁହନ୍ତି ଭଗବାନ ଶ୍ରୀ କୃଷ୍ଣ

ଗାଈ କୁ ଆମେ ମା ରୂପ ଦେଇ ଥାଉ । ଆପଣ ମାନେ କଣ ଜାଣି ଛନ୍ତି କି ଗାଈ କୁ କିଭଳି ଭାବେ ଆମେ ରୁଟି ଖୁଆଇବା କେତେ ଭଲ ହୋଇଥାଏ ? ଆମେ ଏହା ମଧ୍ୟ ଜାଣିଛୁ କି ଭଗବାନ କୃଷ୍ଣ ମଧ୍ୟ ଗାଈ କୁ ଖୁବ ଭଲ ପାନ୍ତି ? ଆଜ୍ଞା ହଁ ଆମ ହିନ୍ଦୁ ଧର୍ମ ରେ ଏହାକୁ ପୂଜା କରିବାର ବିଦ୍ଧି ଥିଲେ ମଧ୍ୟ ଆମେ ଏହାକୁ କିଛି ସମୟ କରି ନଥାଉ । ଗାଈ କୁ ରୁଦ୍ର ଦେବଙ୍କ ମାତା, ବାସୁଦେବ ଙ୍କ କନ୍ୟା, ଆଦିତ୍ୟ ଦେବଙ୍କ ଭଉଣୀ, ଅମୃତ୍ୟ ର କେନ୍ଦ୍ର କୁହାଯାଏ।

ଆଜି କାଲୀ କିଛି ଜଣ ଗାଇକୁ ରୁଟି ଖୁଆଇ ଥାନ୍ତି କିନ୍ତୁ କିଛି ଜଣ ଏହାକୁ ଭୁଲ ଭାବେ କରି ଥାନ୍ତି । ଯେଉଁ ମାନେ ଗାଈ କୁ ଖାଇବା ପାଇଁ ଦେଇ ଥାନ୍ତି ସେମାନଙ୍କର ଆଗାମୀ ପିଢୀ ଖୁବ ସୁନ୍ଦର ଜୀବନ ବଞ୍ଚି ପାରିବେ । ଆପଣ ଗାଇକୁ ଯଦି ଗୁଡ ସହ ରୁଟି ଖୁଆଇବେ ତେବେ ଏହା ଆପଣଙ୍କ ହେଉ ନ ଥିବା କାମ କୁ ମଧ୍ୟ କରି ଦେଇ ଥାଏ । ଆପଣ ମାନେ ଯେଉଁ ଭଳି ଭାବେ ଏକ କମ କରିବା ପାଇ ବହୁତ ଚେଷ୍ଟା କରି ଥାନ୍ତି କିନ୍ତୁ ଏହାର ପରିଣାମ ଆପଣଙ୍କୁ ମିଳି ନଥାଏ ।

ଏହା ପାଇଁ ଆପଣ ଏକ କାମ କରି ପାରିବେ କି ଗାଈ ଦାନ କରିବେ କିମ୍ବା ଗାଈ କୁ ଖାଇବା କୁ ଦିଅନ୍ତୁ ଏହା ଦ୍ଵାରା ଆପଣଙ୍କ ସମସ୍ଯା ଦୂର ହୋଇଯିବ । ଆପଣ ଯଦି ଏହି ଭଳି ସବୁ ଦିନ ଗାଈ କୁ ଖାଇବା କୁ ଦେବେ ତେବେ ଆପଣଙ୍କ ଭଲ ସମୟ ଆସିଯିବ। ଆପଣ ମାନେ ଜାଣି ରଖନ୍ତୁ କି ଯେଉଁ ମାନେ ମାନଶିକ ଚିନ୍ତାରେ ଅଛନ୍ତି ସେମାନେ ନିଶ୍ଚିତ ଭାବେ ଗାଇକୁ ଖାଇବା ପାଇଁ ଦିଅନ୍ତୁ ।

ଦେଖିବେ ସେମାନଙ୍କ ଚିନ୍ତା ଧୀରେ ଧୀରେ କମିବାକୁ ଲାଗିବ । ଯେଉଁ ମାନେ ଛୋଟ ବେପାରୀ ଅଛନ୍ତି ସେମାନଙ୍କ ବେପାର ସଠିକ ଭାବେ ଚାଳିନୀ ସେମାନେ ମଧ୍ୟ ଗାଇକୁ ଖାଇଅବା ପାଇଁ ଦେବା ଭଲ ହୋଇ ଥାଏ । ଆଗରୁ ସବୁ ଘରେ ଗାଈ କୁ ରଖା ଯାଉ ଥିଲା ସେଇ ପାଇଁ ଲୋକମାନେ ଯେତେ ଗରିବ ହେଲେ ମଧ୍ୟ ସେମାନଙ୍କ ଘରେ ଖୁଶି ଥିଲା ଓ ସମୃଦ୍ଧି ଥିଲା । ଯଦି ଆପଣ ଗାଇକୁ ଖାଇବା ଦେବେ ତେବେ ଆପଣଙ୍କ ପୂର୍ବ ପିତୃ ପୁରୁଷଙ୍କ ମୁକ୍ତିର ରାସ୍ତା  ମଧ୍ୟ ଖୋଲିଯିବ ।

ଆମ ଘରେ ପରିବାର ରେ କିଛି ଜଣ ଅଛନ୍ତି ଯେଉଁ ମାନେ ନିଜ ପରିବାର ଲୋକଙ୍କ ଶାନ୍ତି ପାଇଁ ଗାଇକୁ ଖାଇବାକୁ ଦେଉଛନ୍ତି ଯେଉଁ ମାନେ ଆଉ ଏହି ଦୁନିଆରେ ନାହାଁନ୍ତି ଓ ସେମାନେ ଏକ ପୀଡିତ ହୋଇ ରହି ଛନ୍ତି । ଆମେ ଗାଇକୁ ଖାଇବା ଦେବା ପରେ ଯାହା ଦ୍ଵାରା ସେମାନଙ୍କୁ ପ୍ରେତ ଯୋନି ରୁ ମୂକତି ମିଳିଯିବ ।

ଆପଣ ମାନେ ଜାଣି ଥିବେ କି ଭଗବାନ ଭି କହିଛନ୍ତି କି ଯେଉଁ  ମାନେ ଆମକୁ ସବୁ ବେଳେ କିଛି ନା କିଛି ଦେଉ ଥାନ୍ତି ବଦଳରରେ ସେମାନେ ଆମ ଠାରୁ କିଛି ଚାହାଁନ୍ତି ନି ଏହି ଭଳି ପ୍ରକୃତି କୁ ପୂଜା କରିବା କଥା । ଗାଈ ମଧ୍ୟ ଆମ ପ୍ରକୃତିର ଏକ ସୁନ୍ଦର ନମୁନା ଯିଏ କି ଆମକୁ ସବୁ ବେଳେ ଦେଇ ଥାଏ ଆମ ପାଖରୁ କିଛି ଆଶା କରିବା ବଦଳରେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button