ଦେଶ- ବିଦେଶ

କଣ ଆପଣ ଜାଣନ୍ତି ଅଣ୍ଡା ମାଂସାହାରି କି ଶାକାହାରୀ? ଆସନ୍ତୁ ଜାଣିବା ଏହାର ଜବାବ୍, ରିସର୍ଚରୁ ହେଲା ବଡ ଖୁଲାସା

ଏମିତି କି ଦୁନିଆରେ ବହୁତ ପ୍ରଶ୍ନ ଅଛି ଯାହା ଆମେ ଛୋଟ ବେଳୁ ଖୋଜିଥାଉ, ହେଲେ ପାଇନଥାଉ। ଯେମିତି କିଛି ଲୋକ ପଚାରନ୍ତି ଅଣ୍ଡା ଆଗ ନା କୁକୁଡ଼ା ଆଗ? ଏହାର ଉତ୍ତର ତ ମିଳିନି ,କିନ୍ତୁ ଏମିତି ଏକ ପ୍ରଶ୍ନ ର ଉତ୍ତର ଯାହା ଆମେ ପାଇଛୁ ଯେ ଅଣ୍ଡା ଶାକାହାରୀ କି ମାଂସାହାରି । ଦୁନିଆ ରେ ବହୁତ୍ ଲୋକ ମାନନ୍ତି ଅଣ୍ଡା ଶାକାହାରୀ ନୁହେଁ ମାଂସାହାରି, କାରଣ ଅଣ୍ଡା କୁକୁଡ଼ାର ହୋଇଥାଏ । ଏଥିପାଇଁ ଲୋକ ଅଣ୍ଡା ଖାଆନ୍ତି ନି।

ଆମେ ସବୁବେଳେ କ୍ଷୀର ପିଉ,ସେ ବି ତ ଗାଈ ଠୁ ମିଳେ, ତ ଏହାର ଅର୍ଥ କଣ କ୍ଷୀର ଶାକାହାରୀ ନୁହେଁ । ଏମିତି ଲୋକ ଭାବନ୍ତି । ଯଦି ଅଣ୍ଡା କଥା କହିବା ତ ଆପଣଙ୍କୁ ଉତ୍ତର ଏଇ କାହାଣି ରେ ମିଳିଯିବ ।

ଅଣ୍ଡା କୁ ଯଦି ମାଂସାହାରି ଭାବୁଛନ୍ତି ତ ସମ୍ପୂର୍ଣ୍ଣ ଭୁଲ୍ । କୁକୁଡ଼ା ଅଣ୍ଡା ଦିଏ ସେଇ ଅଣ୍ଡା ରୁ କୁକୁଡ଼ା ଛୁଆ ଜନ୍ମ ହୁଏ । ତ ଅଣ୍ଡା ରେ କୁକୁଡ଼ା ଛୁଆ ର ଜୀବନ ଥାଏ ଏଥିପାଇଁ ଅଣ୍ଡା କୁ ମାଂସାହାରି କୁହାଯାଏ ।

କିନ୍ତୁ ବଜାରରେ ମିଳୁଥିବା ଅଣ୍ଡା ଅନଫର୍ଟିଲାଇଜଡ୍ ହୋଇଥାଏ । ଫର୍ଟିଲାଇଜଡ୍ ର ଅର୍ଥ ଏ ଅଣ୍ଡା ରୁ ଛୁଆ ବହାରନ୍ତିନି । ଅଣ୍ଡା ର ୩ ଅଂଶ ହୋଇଥାଏ । ସବୁଠୁ ପ୍ରଥମ ବାହାର ଅଂଶ ଖୋଳପା ହୋଇଥାଏ। ତାପରେ ଅଣ୍ଡା ର ଧଳା ଅଂଶ ଓ ତାପରେ ହଳଦିଆ କେଶର ହୋଇଥାଏ । ବୈଜ୍ଞାନିକ ଅନୁସାରେ ଅଣ୍ଡା ର ଧଳା ଅଂଶ ଟା ପ୍ରୋଟିନ ହୋଇଥାଏ, ଏଥିରେ କୁକୁଡ଼ା ର କିଛି ଅଂଶ ମିଶିନଥାଏ ।

ଏଥିପାଇଁ ଏ ଅଂଶ ଟି ଶାକାହାରୀ କୁହାଯାଏ । ଅଣ୍ଡା ର କେଶର ରେ ଅଧିକ ପ୍ରୋଟିନ, କୋଲୋଷ୍ଟ୍ରାଲ୍, ଓ ଫ୍ୟାଟ୍ ହୋଇଥାଏ । ଏହା ଅନଫର୍ଟିଲାଇଜଡ୍ ହେଲେ ଏଥିରେ ଗେମିଟ୍ ସେଲ୍ ରହିଥାଏ, ଯାହା କି ଅଣ୍ଡା କୁ ମାଂସାହାରି କରିଥାଏ । ଅଣ୍ଡା ର ହଳଦିଆ ଅଂଶ ରେ ସବୁଠୁ ଅଧିକ ପୋଷାକ ତତ୍ଵ ରହିଛି।

ଏହାକୁ ଲୋକ ବେଶୀ ଖାଇବାକୁ ପସନ୍ଦ କରନ୍ତି । ଅଣ୍ଡା ଅନଫର୍ଟିଲାଇଜଡ୍ ହୋଇଥିଲେ ଏଥିରେ ହଳଦିଆ ଅଂଶ ଅଧିକ ହୋଇଥାଏ । ଏଥିରୁ କୁକୁଡ଼ା ଛୁଆ ହେଉନଥିବାରୁ ଏହାକୁ ଶାକାହାରୀ ଅଣ୍ଡା କୁହାଯାଏ ।

ଏବେ ବି ଯଦି ଆପଣ ଅଣ୍ଡା କୁ ମାଂସାହାରି ଭାବୁଛନ୍ତି, ତ ଏ ଭାବନା ତ୍ୟାଗ କରନ୍ତୁ, ଆଜି ଠୁ ଅଣ୍ଡା ଖାଇବା ଆରମ୍ଭ କରନ୍ତୁ ଓ ନିଜ ଶରୀର ପ୍ରତି ଧ୍ୟାନ ଦିଅନ୍ତୁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button