ଦେଶ- ବିଦେଶ

ଆଲମାରୀ ଉପରେ ଏହି ଜିନିଷ ରଖି ଦିଅନ୍ତୁ, ମାତ୍ର 24 ଘଣ୍ଟା ମଧ୍ୟରେ ଏତେ ଧନ ଆସିବ ଯେ ସମ୍ଭାଳି ପାରିବେନି ଆପଣ

ବନ୍ଧୁଗଣ ଅନେକ ଲୋକଙ୍କ ଜୀବନରେ ଧନର ଏତେ ସମସ୍ଯା ରହିଥାଏ କି ସେମାନେ ଯେତେ ବି ଜିନିଷ ରହିଛି ସେଥିରେ ଲାଭ ପାଆନ୍ତି ନାହି । ଏହା ଏଥିପାଇଁ ହୋଇଥାଏ କି ଯେବେ ଭାଗ୍ୟ ଖରାପ ଚାଲିଥାଏ ତେତେବ କୌଣସି କାମ ଠିକ ରୂପରେ ହୁଏ ନାହି । ଏହା ସହ କୌଣସି ବ୍ଯକ୍ତିର ଜୀବନରେ ଗ୍ରହ ଦୋଷ ଲାଗିଲେ ମଧ୍ୟ ଜୀବନରେ ଧନ ସମସ୍ଯା ଲାଗି ରହିଥାଏ । ଯେବେ ବି ଏହି ସ୍ଥିତି ଆସିଥାଏ ତେବେ ଘରେ ପାରିବାରିକ କଳହ ସୃଷ୍ଟି ହୋଇଥାଏ । ଆଜି ଆମେ ଆପଣଙ୍କୁ କିଛି ଖାସ କଥା ଯାହାକୁ କରିବା ଦ୍ଵାରା ଘରେ ଓ ଜୀବନରେ ଧାନ ବୃଦ୍ଧି ହୋଇଥାଏ ସେହି ବିଷୟରେ କହିବାକୁ ଯାଉଛୁ ।

ଘରେ ଯଦି ଦୁର୍ଭାଗ୍ୟ ବସିଯାଏ ତେବେ ଧନ ହାନି ହେବା ଆରମ୍ବ ହୋଇଥାଏ । ଅଯଥା ଖର୍ଚ୍ଚ ବୃଦ୍ଧି ହୋଇଥାଏ ଯେ କିଛି ବୁଝି ହୁଏ ନାହି । ଯେତେ ପରିଶ୍ରମ କରିଲେ ମଧ୍ୟ ଯଥା ଖର୍ଚ୍ଚ ଅଧିକ ହୋଇଥାଏ । କିନ୍ତୁ କିଛି ସହଜ ଉପାୟ ବା ଜିନିଷ ଅଛି ଯାହାକୁ କରିଲେ ଧନ ସଞ୍ଚୟ ହୋଇଥାଏ । ଘରର ଭାଗ୍ୟ ଖୋଲିଯାଏ । ଆଜିଏ ଏହି ଉପାୟ ଦ୍ଵାରା ଧନ ବହୁତ ଜଲ୍ଦି ଆକର୍ଷଣ ହୋଇଥାଏ ।

ଘରର ଏମିତି କିଛି ଜାଗା ରହିଛି ଯେଉଁଠି ଖରାପ ଶକ୍ତି ବା ଦୁର୍ଭାଗ୍ୟ ରହିଥାଏ । ଏଣୁ ଏହା ବହୁ ଲୋକଙ୍କ ଧ୍ୟାନ ସେଠାକୁ ଯାଇ ନ ଥାଏ । ତେବେ ବନ୍ଧୁଗଣ ଆପଣ ମାନେ ମନେ ରଖନ୍ତୁ ଯେଉଁ ଠାରେ ଆପଣ ନିଜର ସୁନା, ଟଙ୍କା ଆଦି ରଖିଥାନ୍ତି ଏଠାରେ ଦୁର୍ଭାଗ୍ୟ ତାର ବାସ କରିଥାଏ । ଏହି କାରଣରୁ ଘରେ ଯଥା ଖର୍ଚ୍ଚ ବୃଦ୍ଧି ହେବା ସହ କ୍ଲେଶ ଦେଖାଯାଏ ।

ଏହା ସହ ରୋଗ ବ୍ୟାଧି ମଧ୍ୟ ସୃଷ୍ଟି ହୋଇଥାଏ । ସେପରି ସ୍ଥାନ ହେଉଛି ଆଲମାରୀ ର ଉପର ଭାଗ । ଯାହାକୁ ଖୁବ କମ ଲୋକ ସଫା କରିଥାନ୍ତି । ଆଲମାରି ର ଉପର ଭାଗରେ ଅଧିକ ଧୁଳି ଜମା ହୋଇ ରହିଥାଏ । ତେଣୁ ଆଲମାରି ଉପର ବା ପଛ ଭାଗରେ ବୁଢିଆଣୀ ଜାଲ ବନିବାକୁ ଦେବେ ନାହି ।

ଏହା ସହ ଯଦି ଆପଣ ଚାହୁଁଛନ୍ତି କି ଆପଣଙ୍କ ଜୀବନରେ ଅଚାନକ ଧନ ପ୍ରାପ୍ତି ର ଯୋଗ ହେଉ ତେବେ ଖାସ ପୁଟୁଳି ତିଆରି କରିବା ହେବ । ଏଥିପାଇଁ ଶୁକ୍ରବାର ଦିନ ମା ଲକ୍ଷ୍ମୀଙ୍କ ଆଗରେ ଘିଅ ଦୀପ ଜାଳି ନାଲି କପଡା ରେ ୮ଟି ଗୁଜୁରାତି, ୮ଟି କର୍ପୁର, ୮ଟି ଲବଙ୍ଗ ରଖିବେ । ଏହା ପରେ ଯଦି ରୂପା କଏନ ରଖିବେ ତେବେ ବହୁତ ଭଲ ହୋଇଥାଏ । ଏହା ପରେ ପୁଟୁଳି କୁ ବାନ୍ଧି ମା ଲକ୍ଷ୍ମୀ ଙ୍କ ପାଠ କରିବେ ।

ଏହାକୁ ନେଇ ନିଜ ଆଲମାରି ଉପରେ ରଖିବା ଦ୍ଵାରା ମା ଲକ୍ଷ୍ମୀ ଙ୍କ କୃପା ଲାଭ ହୋଇଥାଏ । ଏହା ସହ ଧନ ହାନିର ସମସ୍ୟା ଦୂର ହେବା ସହ ଧନର ଆଗମନ ହୋଇଥାଏ । ଏହା ଏମିତି ଏକ ପ୍ରୟୋଗ ଯାହା ଦୁର୍ଭାଗ୍ୟ କୁ ମୂଳରୁ ସମାପ୍ତ କରିଥାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button