ଜ୍ୟୋତିଷ

ଧନୀ ହେବା ପାଇଁ ଚାହୁଁଥିଲେ ଘରୁ ତୁରନ୍ତ ବାହାର କରନ୍ତୁ ଏହି ୫ଟି ଜିନିଷ

ଆପଣ ସମାଜରେ କେତେ ସମ୍ମାନ ପାଇବା ହକଦାର ଏହାର ନିର୍ଦ୍ଧାରଣ ମଧ୍ୟ ଆପଣଙ୍କ ବ୍ୟାଙ୍କ୍ ବାଲାନ୍ସ କରିଥାଏ। ଧନ ରୋଜଗାର କରିବା ପାଇଁ ବହୁତ କଠିନ ପରିଶ୍ରମ କରିବାକୁ ପଡିଥାଏ। କିନ୍ତୁ ଦୁଃଖର କଥା ଏୟା ଯେ ପରିଶ୍ରମର ଫଳ ଠିକ ଭାବେ ମିଳିନଥାଏ। କଣ ଆପଣ କେବେ ଭାବିଛନ୍ତି ଏମିତି କାହିଁକି ହୋଇଥାଏ ହେଉଛି। ତେବେ ଆସନ୍ତୁ ଜାଣିବା ଏପରି ହେଉଥିବାର କାରଣ ସମ୍ପର୍କରେ।

-ଘରେ ପାରାର ବସା ଅସ୍ତିରତା ପରିସ୍ଥିତି ସ୍ରୁଷ୍ଟି କରିଥାଏ ଏବଂ ଏହାସହିତ ନିର୍ଦ୍ଧନତାକୁ ମଧ୍ୟ ଆମନ୍ତ୍ରଣ କରିଥାଏ। ଯଦି ଆପଣଙ୍କ ଘରେ ଏମିତି କିଛି ଅଛି ତେବେ ଏହାକୁ ତୁରନ୍ତ ହଟାଇ ଦିଅନ୍ତୁ।

-ଘରେ ମହୁମାଛି ବସା ବହୁତ ନକାରାତ୍ମକ ପରିଣାମ ଦେଇଥାଏ। ଘର ଭିତରେ ଏହାର ଉପସ୍ଥିତି ଅଶୁଭ ସଂକେତ ଦେଇଥାଏ।

-ଘରେ ବୁଢ଼ିଆଣି ବସା ଥିଲେ ଦୁର୍ଭାଗ୍ୟ ମାଡି ଆସିଥାଏ। ଏହାକୁ ତୁରନ୍ତ ଘରୁ ବାହାର କରନ୍ତୁ। ଆଗକୁ ଏମିତି ନ ହେଉ ସେଥିପାଇଁ ଘରକୁ ସଫା ସୁତୁରା କରି ରଖନ୍ତୁ।

-ଘରେ ଭଙ୍ଗା କାଚ କେବଳ ଅଶୁଭ ହୋଇନଥାଏ ବରଂ ନକାରାତ୍ମକ ଶକ୍ତିକୁ ପ୍ରବେଶ କରିଥାଏ।

-ବାଦୁଡି ଦେଖିବା ବହୁତ ଅଶୁଭ ବୋଲି କୁହାଯାଏ। ଯଦି ଘରେ ଏହା ପ୍ରବେଶ କରେ ତେବେ ଦୁର୍ଭାଗ୍ୟ ସହିତ ଖରାପ ବାତାବରଣକୁ ମଧ୍ୟ ଆଣିଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button