ଜ୍ୟୋତିଷ

ଶୋଇବା ସମୟରେ ଭୁଲରେ ବି କରନ୍ତୁ ନାହିଁ ଏହି ୪ ଟି ଭୁଲ- Ajira Upadesa

ଆଜି କାଲିର ମିଣିଷ ମାନେ ନିଜକୁ ଅନେକ ବ୍ୟସ୍ତ ରଖୁଛନ୍ତି । ଯାହା ପାଇଁ ସେମାନଙ୍କୁ ନିଦ ହେଉନି । କିନ୍ତୁ ଆମେ ରାତି ରେ ସକାଳର ସବୁ ବ୍ୟସ୍ତତା ଭିତରେ ନିଜ କାମଉ ସଠିକ ଭାବେ ନ କରିକି କିଛି ଜିନିଷ ଏପାଖ ସେପାଖ କରି ରଖୀ ଦେଉଛେ । ଆମେ ଶୋଇବା ବେଳେ କିଛି ଅମିତି ଜିନିଷ ରଖୀ ଦେଇ ଥାଉ ଯାହା ଦ୍ଵାରା ଆମେ ଦରିଦ୍ର ହୋଇ ଥାଉ । ମିଣିଷ ଏହି ଭଳି କିଛି କାମ କରି ଥାଏ ଯାହା ପାଇଁ ସେମାନଙ୍କୁ ଅନେକ ଦୁଃଖ ର ସାମନା କରିବା ପାଇଁ ପଡି ଥାଏ ।

ଯଦି ଦେଖିବା ପାଇଁ ଯିବା ଅନେକ ଲୋକ ଏହା ପାଇଁ ସବୁ ବେଳେ ଆଜି ଯାଏ କଷ୍ଟ ରେ ଅଛନ୍ତି । ଭଗବାନ କହିଛନ୍ତି କି ଯେଉଁ ଜିନିଷ ଯେଉଁ ଜାଗାରେ ରହିବା କଥା ସେହି ଜାଗାରେ ନ ରଖିବା ଦ୍ଵାରା ଖୁବ ଖରାପ ପରିଣାମ ମିଳି ଥାଏ ।

ହିନ୍ଦୁ ଶାସ୍ତ୍ର ଅନୁସାରେ ଦେଖିବା ପାଇଁ ଗଲେ ସବୁ ଜିନିଷ ରଖିବାର ଏକ ଉଚିତ ଜାଗା ରହିବା କଥା । ସେହି ଅନୁସାରେ ଯଦି ଜିନିଷ ନ ରହେ ତେବେ ଏହା ଖୁବ ଖରାପ ପରିଣାମ ମିଳି ଥାଏ ଜେଭଳି ଆମେ ଯଦି ଖରାପ ଲୁଗା କୁ ଆଲମୀରା ରେ ରଖିବା ମନା କାରଣ ଏହାକୁ ରଖିବା ଦ୍ଵାରା ଆପଣଙ୍କ ମା ଲକ୍ଷ୍ମୀ ଙ୍କ ଅପମାନ ହୋଇ ଥାଏ । ସେହି ଭଳି ଯଦି ଆମେ ଝାଡୁ କୁ ଦେଖାଇକି ରଖିବେ ତାହେଲେ ଆପଣଙ୍କ ଘରେ ନକରାତ୍ମକ ଶକ୍ତି ର ପ୍ରବେଶ ହୋଇ ଥାଏ ।

ସେହି ଭଳି ତାୱା କୁ ମଧ୍ୟ ଆମେ ଲୁଚେଇକି ରଖିବା ଉଚିତ । ଆପଣ ମାନେ ମଧ୍ୟ ଏହି ଭଳି କିଛି କାମ କରୁଥିବେ । ଆପଣ ମାନେ ଶୋଇବା ବେଳେ କିଛି ଏପଟ ସେପଟ କରୀ ଜିନିଷ ରଖିବା ଓ ଏହା ସହ ଆପଣ ଏହା ପାଇଁ ଖରାପ ସ୍ଵପ୍ନ ଦେଖିବା । ଆମେ ଯଦି ଶୋଇବା ସମୟରେ ମୁଣ୍ଡ ଉପରେ ଜୋତା କିମ୍ବା ଚପଲ ରଖିବା ଆମକୁ ଖରାପ ସ୍ଵପ୍ନ ଆସିବା ସହ ଆପଣଙ୍କ ଘରେ ଧନର କ୍ଷୟ ହୁଏ ।

ଖଟ ତଳେ ପଇସା ରଖିବା ଦ୍ଵାରା ମଧ୍ୟ ଏହା ଖୁବ ଖରାପ ପରିଣାମ ଦେଇ ଥାଏ । ମା ଲକ୍ଷ୍ମୀ ଙ୍କ ଆଶୀର୍ବାଦ ରୂପେ ଆମେ ମାନେ ଟଙ୍କା କୁ ଭାବି ଥାଉ ତାକୁ ଯଦି ଆମେ ନିଜ ଶୋଇବା ଜିନିଷ ତଳେ ରଖିବା ତେବେ ଏହା ଅଶୁଭ ଫଳ ଦେବା ସହ ନିଜ ସହ ଦାରିଦ୍ରତା କୁ ଟାଣି ଆଣି ଥାଏ । ଆପଣ ମାନେ ଶୋଇବା ପୂର୍ବ ରୁ ଯଦି ସୁନା କିମ୍ବା ଚାନ୍ଦିରେ ତିଆରି ହୋଇଥିବା ଗହଣା କୁ ମୁଣ୍ଡ ଉପରେ ରଖିକି ସୋଇବେ ତେବେ ଏହା ଆପଣଙ୍କ ପାଇଁ ଖୁବ ଖରାପ ପ୍ରଭାବ ଦେବ ।

ଆପଣଙ୍କ ଘରେ ଥିବା ସୁଖ ଶାନ୍ତି ନଷ୍ଟ ହୋଇଯିବ । ଆପଣ ମାନେ ଆଉ ଏକ ଜିନିଷ କରିବେ କି ଆପଣ କେବେଭି ନିଜ ମୁଣ୍ଡ ଉପରେ ଲୁହା କଣ୍ଟା କିମ୍ବା ଲୁହାର ଚାବିକୁ ମୁଣ୍ଡ ଉପରେ ରଖିକି ଶୋଇବା କଥା କାରଣ ଏହା ଦ୍ଵାରା ଖରାପ ଶକ୍ତି ଆପଣଙ୍କ ପାଖକୁ ଆସି ପାରିବେ ନି । ଏହା ବ୍ଯତୀତ ଆଉ ଯେଉଁ ଭି ଧାତୁ ରଖିକି ସୋଇବେ ତା ଦ୍ଵାରା ଆପଣଙ୍କର ଶରୀର ଅସୁସ୍ଥ ହେବା ସହ ମାନଶୀକ ଅସାନ୍ତି ମଧ୍ୟ ଲାଗି ରହିବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button