ତକିଆ ତଳେ ରଖିଦିଅନ୍ତୁ ଏହି 4ଟି ଜିନିଷ କେବେବି ହେବନି ଧନର ଅ-ଭା-ବ।

ଜୀବନଚର୍ଯ୍ୟା
ତକିଆ ତଳେ ରଖିଦିଅନ୍ତୁ ଏହି 4ଟି ଜିନିଷ କେବେବି ହେବନି ଧନର ଅ-ଭା-ବ।
February 21, 2021 – by Abinash Pradhan – Leave a Comment
WhatsAppFacebookTwitterEmail
Copy LinkShare
ଦିନର ବ୍ୟସ୍ତବହୁଳ ଜୀ-ବ-ନରୁ ଟିକେ ଶାନ୍ତି ପାଇବା ପାଇଁ ରାତିରେ ସୁଖ ନିଦ୍ରା ସମସ୍ତେ ଚାହିଁଥାନ୍ତି। ଏବଂ ସୁଖ ନିଦ୍ରା ପାଇବା ପାଇଁ ତକିଆର ଆବଶ୍ୟକତା ନିଶ୍ଚିତ ପଡ଼ିଥାଏ। ତକିଆ ଦେଖିବାକୁ ସାମାନ୍ୟ ହୋଇଥାଏ କିନ୍ତୁ ଦେଖିବାକୁ ଗଲେ ସବୁ ସାମାନ୍ୟ ଦେଖାଯାଉଥିବା ଜିନିଷର କାର୍ଯ୍ୟ ସାମାନ୍ୟ ହୋଇନଥାଏ। ଯେତେ ଧନୀ ବ୍ୟକ୍ତି ହେଲେ ମଧ୍ୟ ଶୋଇବା ପୂର୍ବରୁ ତାକୁ ତକିଆର ଆବଶ୍ୟକତା ନିଶ୍ଚିତ ପଡ଼ିଥାଏ। ଏହି ସାମାନ୍ୟ ଦେଖା ଯାଉଥିବା ତକିଆକୁ ଆପଣ ଯଦି ସଠିକ ଭାବେ ଉପଯୋଗ କରିବେ ତେବେ ଆପଣ ରାତାରାତି ଚମକି ଉଠିବ। ତେବେ ଆଜି ଆମେ ଏହିପରି କିଛି ଉପାୟ କହିବାକୁ ଯାଉଛୁ ଯାହା ତକିଆ ତଳେ ରଖିବା ଦ୍ୱାରା ଆପଣଙ୍କ ଭାଗ୍ୟ ଖୋଲିଯିବ ଏବଂ ଆପଣ ସଫଳତା ହାସଲ କରିବେ । ଏହା କରିବା ଦ୍ୱାରା ଆପଣଙ୍କ ଜୀ-ବ-ନ ସକା-ର-ତ୍ମ-କ ଉର୍ଜାରେ ପରିପୂର୍ଣ୍ଣ ହୋଇଯିବ । ଆସନ୍ତୁ ଜାଣିବା ସେହି ସବୁ ଜିନିଷ ବିଷୟରେ ।
ପ୍ରଥମ ଜିନିଷ ହେଉଛି ମୟୁର ପର । ମୟୁର ପରକୁ ଶୋଇବା ପୂର୍ବରୁ ନିଜର ତକିଆ ତଳେ ରଖିଦିଅନ୍ତୁ। ଏହା ଦ୍ୱାରା ଆପଣଙ୍କ ଜୀ-ବ-ନ ସକା-ରା-ତ୍ମ-କ ଉର୍ଜାରେ ପରିପୂର୍ଣ୍ଣ ହୋଇଯିବ ଏବଂ ଆପଣଙ୍କ ଜୀ-ବ-ନରେ ସଫଳତା ହାସଲ ହେବ। ଏହାପରେ ସକାଳୁ ଉଠିବା ପରେ ସେହି ମୟୁର ପରକୁ ଦର୍ଶନ କରନ୍ତୁ ଯାହା ଆପଣଙ୍କ ପାଇଁ ଶୁଭ ଦାୟକ ହୋଇଥାଏ। ଏହା ଦ୍ୱାରା ଆପଣଙ୍କ କୁଣ୍ଡଳୀ ଦୋ-ଷ ମଧ୍ୟ ଦୂରହୋଇଥାଏ।
Google
ଦ୍ୱିତୀୟଟି ହେଉଛି ତୁଳସୀ ପତ୍ର । ଶୋଇବା ପୂର୍ବରୁ ନିଜର ତକିଆ ତଳେ 4-5 ଟି ତୁଳସୀ ପତ୍ର ନେଇ ରଖିଦିଅନ୍ତୁ। ଏହା ଦ୍ୱାରା ଆପଣଙ୍କ ଚାରିପାଖରେ ଥିବେ ସମସ୍ତ ନକା-ରା-ତ୍ମ-କ ଉର୍ଜାର ବି-ନା-ଶ ହୋଇଥାଏ। ସକାଳୁ ଉଠିବା ପରେ ସେହି ତୁଳସୀ ପତ୍ରକୁ ଖାଇଦିଅନ୍ତୁ ଏହାଦ୍ୱାରା ଆପଣଙ୍କୁ କୌଣସି ପ୍ରକାରର ରୋଗ ହେବ ନାହିଁ ଏବଂ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ। କିନ୍ତୁ ପ୍ରତିଦିନ ଧ୍ୟାନ ରଖିବେ ଯେ ସନ୍ଧ୍ୟା କିମ୍ବା ରାତିରେ ତୁଳସୀ ପତ୍ରକୁ ଛିଣ୍ଡାଇବେ ନାହିଁ , ନଚେତ ଆପଣଙ୍କ ଅମ-ଙ୍ଗଳ ହୋଇଥାଏ।
ତୃତୀୟ ଜିନିଷ ହେଉଛି ଏକ ଟଙ୍କିଆ ମୁଦ୍ରା । ରାତିରେ ଶୋଇବା ଆଗରୁ ନିଜର ତକିଆ ତଳେ ଏହାକୁ ରଖିଦିଅନ୍ତୁ। ଏବଂ ସକାଳ ହେଲେ ଏହାକୁ ଏକ ଗରିବକୁ ଦାନ କରିଦିଅନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କର ମଙ୍ଗଳ ହୋଇଥାଏ ଏବଂ ଏହା ସହିତ ଆପଣଙ୍କ ସମସ୍ତ ସ-ମସ୍ୟା ଏବଂ ଅସୁବିଧା ଦୂର ହୋଇଥାଏ। ଏହି କାର୍ଯ୍ୟ ଏକ ମାସ ପର୍ଯ୍ୟନ୍ତ କରନ୍ତୁ ଦେଖିବେ ଆପଣଙ୍କ ଭିତରେ ସକା-ର-ତ୍ମ-କ ଶକ୍ତି ଜାଗ୍ରତ ହେବ , ଅସୁବିଧା ଦୂର ହେବ , ଧନର ଅ-ଭା-ବ ରହିବ ନାହିଁ।
Google
ଚତୁର୍ଥ ଜିନିଷ ହେଉଛି ଚାନ୍ଦି କିମ୍ବା ସୁନାରେ ତିଆରି ହୋଇଥିବା ଏକ ଜିନିଷ। ଆପଣ ଶୋଇବା ପୂର୍ବରୁ ତକିଆ ତଳେ ଏକ ଚାନ୍ଦିର ମୁଦ୍ରା ରଖି ଶୋଇପଡନ୍ତୁ ଦେଖିବେ ଆପଣଙ୍କ କୁଣ୍ଡଳୀରେ ଯଦି ମଙ୍ଗଳ କିମ୍ବା ବୁଧ ଗ୍ରହର ଦୋଷ ରହୁଛି ତେବେ ତାହା ଦୂର ହୋଇଯିବ।
ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀ-ବ-ନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।




